ଆସନ୍ତୁ ଜାଣିବା ଜଇ ଭାଇଙ୍କ ବିଷୟରେ କିଛି ଅଜଣା ତଥ୍ୟ।
ଆପଣମାନେ ନିଶ୍ଚିତଭାବରେ ଓଲିଉଡ ଚଳଚ୍ଚିତ୍ର ଜଗତ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ।ଆଉ ଯେଉଁମାନେ ସବୁ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତି ସେମାନଙ୍କୁ ସେହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କମେଡିଆନ ମାନେ ବେଶ ପସନ୍ଦ ଆସି ଥାଆନ୍ତି।ତଥାପି ଆପଣ ମାନେ ସବୁ କେମେଡିଆନ ମାନଙ୍କ ବିଷୟରେ ଏତେଟା ତଥ୍ୟ ଜାଣିନଥିବେ।ଆଜି ଆମେ ଏଠାରେ ଓଲିଉଡର ବହୁତ ପ୍ରସିଦ୍ଧ କଳାକାର ଜଇ ଭାଇ ବା ଜଇରାମ ସାମଲଙ୍କ ଘର ଓ ପରିବାର ଆଉ ତାଙ୍କର ଝିଅ କିଏ ଆଉ ଏମିତିରେ ତାଙ୍କ ବିଷୟରେ କେତେକ ଅଜଣା ସତ୍ୟ ଘଟଣା,ଆଉ ଜଇ ଭାଇଙ୍କର ନାତୁଣି ଯେକି ଭୁବ ଶିଘ୍ର ହିରୋଇନ ଭାବରେ କାମ କରିବାକୁ ଯାଉଛନ୍ତି କିନ୍ତୁ ଆପଣ ମାନେ ତାଙ୍କୁ କେବେ ଦେଖିଛନ୍ତିକି ଆଉ ସେ ଦେଖିବାକୁ କେତେ ସୁନ୍ଦରୀ ଆଉ ପରବର୍ତ୍ତି ସମୟରେ ସେ ହିରୋଇନ ହେଲେ ଆପଣଙ୍କୁ ପସନ୍ଦ ଆସିବେକି ନାହିଁ ଏହାକୁ ପଡ଼ିଲା ପରେ ହିଁ ଆପଣମାନେ ଜାଣିପାରିବେ।

ଜଇ ଭାଇଙ୍କ ଘର ଓ ପରିବାର ଆଉ ତାଙ୍କ ନାତୁଣୀ ବିଷୟରେ ଜାଣିବା ଆଗରୁ ଆମେ ଚାଲନ୍ତୁ ନିଜେ ଜଇ ଭାଇଙ୍କ ବିଷୟରେ କିଛି ଜାଣି ରଖିବା।ତାହେଲେ ଚାଲନ୍ତୁ ଜାଣିବା ଜଇ ଭାଇଙ୍କ ବିଷୟରେ,ଜଇ ଭାଇ ଆଉ ତାଙ୍କର ପ୍ରକୃତ ନାମ ହେଉଛି ଜଇ ରାମ ସାମଲ।ଜଇ ଭାଇ କଟକ ଜିଲ୍ଲାର ମାହାଙ୍ଗା ଗ୍ରାମରେ ୧୯୪୮ ମସିହାରେ ଜନ୍ମ ଲାଭ କରିଥିଲେ।ଆଉ ବର୍ତ୍ତମାନ ହିସାବ କଲେ ତାଙ୍କ ବୟସ ଯାଇଁ ପହଁଞ୍ଚିଛି ମାତ୍ର ୭୨ ବର୍ଷରେ।ଆଉ ଯଦି ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ବିଷୟରେ ଆଲୋଚନା କରିବା ତାହେଲେ ସେ ପ୍ରଥମେ ୧୯୭୦ ମସିହାରେ ଚଳଚ୍ଚିତ୍ର ଜଗତରେ ନିଜର ପାଦ ଦେଇଥିଲେ।ଆଉ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୦୦ ଟି ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି।ଆଉ ଏହା ସହିତ ସେ ପ୍ରାୟ କେତେକ ନାଟକରେ ମଧ୍ୟ ନିଜ କମେଡିର ଯାଦୁ ଦେଖେଇ ସାରିଛନ୍ତି।

ଆଉ ଏହା ସହିତ ଯଦି ଆପଣ ଦେଖିବେ ତାହେଲେ ୨୦୦୮ ମସିହାରେ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର ୩୦ ବର୍ଷ ପୁର୍ଣ୍ଣ ହୋଇଥିଲା ଆଉ ଏହି କାରଣରୁ ତାଙ୍କୁ ଲାଇଫ ଟାଇମ ଆଚିଭ ମେଣ୍ଟ ପୁରସ୍କାର ମଧ୍ୟ ଦିଆଯାଇଥିଲା।ଆଉ ସେ ଥିଲେ ଜଣେ ଓଡ଼ିଆ ଚଳଚ୍ଚିତ୍ର ଜଗତର କମେଡିଆନ।ଆଉ ସେ ନିଜର କଳାର ପ୍ରଦର୍ଶନ କରି ପ୍ରତ୍ୟକ ଜନତାଙ୍କ ମୁହଁରେ ପ୍ରାୟ ସମୟରେ ହସ ଫୁଟେଇ ପାରୁଥିଲେ।ଆଉ ସେ ମଧ୍ୟ ନିଜ କ୍ୟାରିଅରରେ କେତେକ ଚଳଚ୍ଚିତ୍ରରେ ଗୁଣ୍ଡା ଭାବରେ କାମ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଏବେ ଜଇ ଭାଇଙ୍କର ପରିବାରରେ କେତେଜଣ ସଦସ୍ୟ ଅଛନ୍ତି ? ଏହା ସହିତ ତାଙ୍କ ନାତୁଣୀ କିଏ ଆଉ ସେ ଦେଖିବାକୁ କେମିତି ଏବଂ ସେ କେବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ରଖିବେ ଆଉ ଆପଣ ମାନେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଦେଖିଲେ ପସନ୍ଦ କରିବେକି ନାହିଁ ସେସବୁ ମଧ୍ୟ ଜାଣିବା।

ତେବେ ଜଇ ଭାଇଙ୍କର ନାତୁଣୀଙ୍କର ନାମ ହେଲା ଅନିତା ସାମଲ।ଆଉ ଆଗାମୀ ଦିନ ମାନଙ୍କରେ ଅନିତା ସାମଲ ଓଲିଉଡ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି।ଆଉ ପ୍ରାୟ ଅଧିକାଂଶ ସମୟରେ ଜଇ ଭାଇଙ୍କ ନାତୁଣି ସୋସିଆଲ ମେଡିଆରେ ଆକ୍ଟିଭ ରହୁଥିବାର ଆମକୁ ଦେଖିବାକୁ ମିଳୁଛି।ଆଉ ଆପଣ ମାନେ ଗୋଟେ କଥା ଧ୍ୟାନରେ ରଖନ୍ତୁ ବର୍ତ୍ତମାନ ସମୟରେ ଅନିତା ସାମଲ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରି ନାହାନ୍ତି,ଆଉ ସେ ଯେହେତୁ ଜଇ ଭାଇଙ୍କର ନାତୁଣୀ ତେଣୁ ସେ ସୋସିଆଲ ମେଡିଆରେ ବହୁତ ଫେମସ ହେବାରେ ଲାଗିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।