ଆଜି ଆମେ ଏଠାରେ ଜାଣିବା ଆମ ପ୍ରସିଦ୍ଧ ଓଡ଼ିଆ ଗୀତିକାର ଅସୀମା ପଣ୍ଡାଙ୍କ ବିଷୟରେ।ତାହେଲେ ଆଜି ଆମେ ଜାଣିବା ସେ କେବେ ଜନ୍ମ ହୋଇଥିଲେ ଆଉ ତାଙ୍କ ଜୀବନ୍ତି ଯାପନ କେତେ ବାହା ହେଓଇଥିଲେ ଆଉ ତାଙ୍କ ଜୀବନର କିଛି ମହତ୍ୱ ପୁର୍ଣ୍ଣ ଘଟଣା ବିଷୟରେ।ତାହେଲେ ଆମ ପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କର ଜନ୍ମ ଅଗଷ୍ଟ ମାସର ୮ ତାରିଖରେ ହୋଇଥିଲା।ଆଉ ତାଙ୍କର ଜନ୍ମ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ହୋଇଥିଲା।ଏବେ ଆସନ୍ତୁ ଜାଣିବା ଅସୀମା ପଣ୍ଡାଙ୍କର ପରିବାର ଲୋକଙ୍କ ବିଷୟରେ।ଅସୀମା ପଣ୍ଡାଙ୍କର ପରିବାରରେ ତାଙ୍କର ମା ଅଛନ୍ତି ଯାହାଙ୍କର ନାମ ହେଉଛି ସୁଜାତା ପଣ୍ଡା।ଆଉ ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଆକାଶ ପଣ୍ଡା।ଆଉ ପରିବାର କହିଲେ ଅମୀମା ପଣ୍ଡା ଆଉ ତାଙ୍କ ଭାଇ,ବାପା ଓ ମା ଅଟନ୍ତି।

ସେ ପରିବାରରେ ଗୋଟେ ଝିଅ ହୋଇଥିବାରୁ ବାପା ଓ ମାଙ୍କ ଠାରୁ ଅଧିକରୁ ଅଧିକ ସ୍ନେହ ପାଇ ଥାଆନ୍ତି।ଅସୀମା ପଣ୍ଡାଙ୍କ ଭାଇ ଓ ତାଙ୍କ ଭିତରେ ଅନାବିଳ ସ୍ନେହ ଥାଏ। ଏବେ ଆସନ୍ତୁ ଜାଣିବା ସେ କାହାକୁ ବିବାହ କରିଛନ୍ତି ଆଉ ତାଙ୍କ ବହାଘର ବିଷୟରେ।ଅସୀମା ପଣ୍ଡା ପରିବାର ଲୋକଙ୍କ କହିବା ଅନୁସାରେ ୨୦୧୪ ମସିହାରେ ବିବାହ ବନ୍ଧନରେ ଵାନ୍ଧି ହୋଇଥିଲେ।ଅସୀମା ପଣ୍ଡାଙ୍କର ସ୍ୱାମୀଙ୍କର ନାମ ହେଉଛି ମାନସ ପଣ୍ଡା।ଆଉ ବିବାହ କରି ସାରିବାର କିଛି ଦିନ ପରେ କିଛି ପାରିବାରିକ କାରଣରୁ ଅସୀମା ପଣ୍ଡା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି।
ଆଉ ଏବେ ସବୁ ଠାରୁ ବଡ଼ ଖବର ହେଉଛି ଛାଡପତ୍ର ପରେ ଅସୀମା ପଣ୍ଡା ଏବେ ପ୍ରାୟ ସ୍ୱାଧୀନ ଭାବରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି।ଆଉ ସବୁ ଠାରୁ ବଡ଼ ଖବର ହେଉଛି ଅସୀମା ପଣ୍ଡା ଏବେ କଟକ ଠାରେ ବାସ କରୁଛନ୍ତି।ଏବେ ଆସନ୍ତୁ ଜାଣିବା ଅସୀମା ପଣ୍ଡା ସଙ୍ଗୀତ ଶିକ୍ଷା କାହା ଠାରୁ ନେଇଥିଲେ ଓ ସଙ୍ଗୀତ ଗାଇବା ପାଇଁ ତାଙ୍କୁ କିଏ ପ୍ରେରଣା ଦେଇଥିଲେ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅସୀମା ପଣ୍ଡା ପ୍ରାୟ ୪-୫ ବର୍ଷ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ।ଆଉ ଗର୍ବର କଥା ଏହାକି ଅସୀମା ପଣ୍ଡା ପିଲାଦିନରୁ ହିଁ ନିଜ ବାପା ଓ ମାଙ୍କ ପ୍ରେରଣା କ୍ରମେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ।

ଆଉ ସେ ବହୁତ ମଞ୍ଚରେ ନିଜର ଏହି କଳାର ବା ପ୍ରତିଭାର ପ୍ରଦର୍ଶନ କରୀଛନ୍ତି।ଆଉ ଅସୀମା ପଣ୍ଡା ଏତେ ପ୍ରତିଭା ଶାଳୀ ଝିଅ ଥିଲେ ଯେ ପିଲାଦିନରୁ ହିଁ ଅନେକ ଗୁଡିଏ ସନ୍ନମାନରେ ସନ୍ନମାନିତ ମଧ୍ୟ ହୋଇଛନ୍ତି।ଅସୀମା ପଣ୍ଡାଙ୍କ ବିଷୟରେ କହିବାକୁ ଗଲେ ସେ ପିଲା ଦିନରୁ ହିଁ ନିଜ ପ୍ରତିଭା ପାଇଁ ଅନେକ କ୍ଷେତ୍ରରେ ପ୍ରଶଂସିତ ହୋଇଛନ୍ତି।ଆଉ ସେ ନିଜ ପରିବାର ପାଇଁ ଗର୍ବ ବୋଲି ପ୍ରମାଣିତ ହୋଇଛନ୍ତି।
ଅସୀମା ପଣ୍ଡା ଅନେକ ଓଡ଼ିଆ ଭଜନ,ଆଲବମ ଏବଂ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି।ଅସୀମା ପଣ୍ଡାଙ୍କର ଗୀତ ଗାଇବା ଅନ୍ଦାଜ ଅତି ନିଆରା ଓ ସୁନ୍ଦର ଅଟେ।ଆଉ ତାଙ୍କର ଗୀତ ଗାଇବା ଶୈଳି ସହିତ ତାଙ୍କର ଗ୍ଲାମର ପାଇଁ ସେ ଚାରି ଆଡ଼େ ଚର୍ଚ୍ଚିତ ଅଟନ୍ତି।ଆଉ ସେ ଓଡ଼ିଆର ଜଣେ ଆଗ ଧାଡ଼ିର ଗାୟିକା ଅଟନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।