ସ୍ୱାମୀ ଜେଲରେ ଥିବା ବେଳେ, ଦେଢଶୁର ସହ ଶାରୀରିକ ସମ୍ପର୍କ ରଖୁଥିଲା ସ୍ତ୍ରୀ,ଜେଲ ରୁ ବାହାରି ସ୍ୱାମୀ କଲା

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ବନ୍ଧୁଗଣ ଆଜି କାଲି କଳିଯୁଗର କରାମତି ଧୀରେ ଧୀରେ ବହୁତ ବଢ଼ିଗଲାଣି। ଏମିତି ସବୁ ପାପ ଘଟଣା ଆଜି କାଲି ଘଟୁଛି ଜାଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ। ସ୍ୱାମୀ ନଥିଲେ ଦେଢଶୁର ରେ କାମ ଚଳାଉଛନ୍ତି ସ୍ତ୍ରୀ। ଦିଅର ସହିତ ସମ୍ପର୍କ ଘଟଣା ସବୁ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ଏବେ ଦେଢଶୁର ମଧ୍ୟ ଏହି ଲାଇନ କୁ ଆସିଗଲେଣି। ଏହି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ।

ରାଜ୍ୟ ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ବାସିଲା ଗାଁରେ ଜଣେ ବ୍ୟକ୍ତିଙ୍କ ଗୁଳି କରି ହତ୍ୟା କରି ଦିଆଯାଇଥିଲା। ମୃତ ବ୍ୟକ୍ତିଙ୍କ ଶବ ପାଖରେ ବୋତଲ,ମାଚିସ୍ ଏବଂ ସିଗାରେଟ ମିଳିଥିଲା। ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ୍ ୨ମାସ ତଳେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଦାବି କରିଛି। ପୋଲିସ୍ ଦାବି କରିଛି ଯେ ପତ୍ନୀ ଏବଂ ଦେଢ଼ଶୁର ମଧ୍ୟରେ ସମ୍ବନ୍ଧ ବିଷୟରେ ଜଣା ପଡ଼ିବାରୁ ସାନ ଭାଇ ସାଥୀଙ୍କ ସହ ମିଶି ତାଙ୍କ ହତ୍ୟା କରି ଦେଇଥିଲେ।

ସୂଚନା ଅନୁସାରେ ୨ଦିନ ତଳେ ଅଲି ନଗରର କୁରହନା ଗାଁରେ ପୋଲିସ୍ ଏନକାଉଣ୍ଟରରେ ୫୦ହଜାରର ପୁରସ୍କାର ରାଶି ଘୋଷିତ ହୋଇଥିବା କୁଖ୍ୟାତ ଆଶୁତୋଷ ଯାଦବ ଓରଫ ଚିଟକୁ ଯାଦବକୁ ପୋଲିସ୍ ଗିରଫ କରିଛି । ସେ ଏହି ହତ୍ୟାକାଣ୍ଡରେ ସାମିଲ ଥିଲା। ଆଶୁତୋଷ ଘଟଣାରେ ସାମିଲ ମୃତକର ସାନ ଭାଇ ମୁକେଶ ବିଷୟରେ କହିବାରୁ ପୋଲିସକୁ ହତ୍ୟାକାଣ୍ଡ ବିଷୟରେ ଜଣା ପଡ଼ିଥିଲା।

ସୂଚନା ମିଳିବା ପରେ ସଦର ପୋଲିସ୍ ଏବଂ ଟିମ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତକର ସାନ ଭାଇ ମୁକେଶ ଯାଦବକୁ ଗିରଫ କରିଥିଲା ଏବଂ ହତ୍ୟାକାଣ୍ଡରେ ସାମିଲ ପିସ୍ତଲ,୨ଟି ମ୍ୟାଗାଜିନ୍ ଏବଂ ୧୦ଟି ବନ୍ଧୁକ ଜବତ କରିଥିଲା। ପଚରାଉଚୁରାରେ ଅଭିଯୁକ୍ତ ମୁକେଶ କହିଥିଲା ଯେ ୨୦୧୭ମସିହାରେ ଏକ ହତ୍ୟା ଅଭିଯୋଗରେ ସେ ଜେଲ୍ ଚାଲିଯାଇଥିଲା ଏବଂ ୨୦୨୦ ଜାନୁୟାରୀରେ ଜାମିନରେ ମୁକୁଳିଥିଲା।

ସେ କହିଥିଲା ଯେ ତା ଭାଇ ସହ ତା ପତ୍ନୀର ଅନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ସେ ଘରକୁ ଫେରିବାରୁ ଉଭୟଙ୍କ ଅନୈତିକ ସମ୍ପର୍କ ବିଷୟରେ ଜଣା ପଡ଼ିଥିଲା। ସେତେବେଳେ ସେ ଅପରାଧି ଆଶୁତୋଷ ଯାଦବ ଏବଂ ରାମାନନ୍ଦ ସହ ମିଶି ନିଜ ଭାଇର ହତ୍ୟା ଯୋଜନା କରିଥିଲା। ଏଥିପାଇଁ ସେ ଅଗଷ୍ଟ ୨୭ତାରିଖ ରାତିରେ ରାମ ନନ୍ଦନକୁ ଘରକୁ ପଠାଇ ନିଜ ଭାଇ ରାକେଶକୁ ବାଇକରେ ବସିଲାର ସିଓ୍ବାନକୁ ଡକାଇଥିଲା।

ଏଠାରେ ତା ସହ ଆଶୁତୋଷ ଆଗରୁ ଥିଲା। ଆଶୁତୋଷ ତାକୁ ପିସ୍ତଲ୍ ଦେଇଥିଲା। ସେମାନେ ମଦ ପିଇଥିଲେ ଏବଂ ଭାଇର କାନପଟିରେ ଗୁଳି କରି ଦେଇଥିଲେ। ତା ମୃତ୍ୟୁ ପରେ ସେମାନେ ୩ଜଣ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ଏବେ ଆହୁରି ଅନୁସନ୍ଧାନ ଚଳାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.