ଓଡ଼ିଆ ଢଗଢ଼ମାଳି ବିଷୟରେ କେତେକ ଜରୁରୀ ପ୍ରଶ୍ନ ଓ ତାର ସୁନ୍ଦର ଉତ୍ତର ,ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ଯ।
ଆଜି ଏଠାରେ ଆମେ ଓଡ଼ିଆ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।
୦୧:-ସେ ଜିନିଷଟି କଣ ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟଲୋକ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାମ,ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟ ଲୋକ।
୦୨:-ଉପରୁ କିସ କରାଯାଏ,ମଝିରୁ ଧରାଯାଏ ତଳୁ ନିଆଁ ଲଗାଯାଏ,ତାହେଲେ ସେଇଟା କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଗାରେଟ,ଏହାକୁ ଉପରୁ କିସ କରାଯାଏ ଓ ମଝିରୁ ଧରାଯାଏ ଓ ତଳୁ ନିଆଁ ଲଗାଯାଏ।

୦୩:-ହାତୀ ଘଣ୍ଟାକ ସମୟ ଭିତରେ କେତେ ମାଇଲ ବାଟ ଚାଲି ପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୫ ମାଇଲ,ହାତୀ ଗୋଟେ ଘଣ୍ଟାରେ ଚାଲିଥାଏ।
୦୪:-କ୍ରିକେଟରେ ଵ୍ୟଵହୃତ ହେଉଥିବା ବ୍ୟାଟ କେଉଁ ଗଛରୁ ପ୍ରସ୍ତୁତ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉଇଲୋ।
୦୫:-ସେଇଟା କଣ ଯାହା ମାସକୁ ଥରେ ଆସେ ଆଉ ୨୪ ଘଣ୍ଟା ରହି ଚାଲିଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରିଖ,ଯାହା ପ୍ରତିଦିନ ଆସେ ଓ ଠିକ ୨୪ ଘଣ୍ଟା ପରେ ପରିବର୍ତ୍ତନ ହୋଇଯାଏ।
୦୬:-ବିଶ୍ୱର ସବୁଠାରୁ ଦାମୀକିଆ ଘଣ୍ଟା ର ମୁଲ୍ୟ କେତେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪ ଶହ ୧୪ କୋଟି ଟଙ୍କା।
୦୭:-ମନୁଷ୍ୟ କେତେ ସମୟ ପର୍ଯ୍ୟନ୍ତ ନିଜର ନିଶ୍ୱାସକୁ ଅଟକାଇ ପାରିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏକ ରୁ ପ୍ରାୟ ଦେଢ ମିନିଟ ପର୍ଯ୍ୟନ୍ତ।

୦୮:-ଯେତେବେଳେ ଗୋଟେ ଝିଅ ନଇଁକି ମୁଣ୍ଡିଆ ମାରେ ସେତେବେଳେ ତାର କଣ ଦେଖା ଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଂସ୍କାର।
୦୯:-ଓଡିଶୀ ଲୋକ ନୃତ୍ୟ କେଉଁ ଲୋକ ନୃତ୍ୟରୁ ସୃଷ୍ଟି ହୋଇ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତନାଟ୍ୟମ।
ଏହା ଥିଲା କେତେକ ସାଧାରଣଜ୍ଞାନ ବିଷୟରେ ଜରୁରୀ ପ୍ରଶ୍ନ ଏବଂ ଉତ୍ତର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।