ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଉ ଜୀବିତ ନାହାଁନ୍ତି ଏହି ମହାନ କଳାକାର। ହୃଦଘାତ ରେ ଅଚାନକ ଘଟିଛି ମୃତ୍ୟୁ। ଜାଣିଲେ ଆପଣଙ୍କ ମନ ମଧ୍ୟ ଦୁଃଖ ହେବ।ଓଲିଉଡ ଫିଲ୍ମ ଇଣ୍ଡରଷ୍ଟ୍ରି ରେ ପୁଣି ଖେଳିଗଲା ଶୋକର ଛାୟା।୨୦୨୦ ବର୍ଷଟି ସେମିତିରେ ସଭିଙ୍କ ପାଇଁ ଅଶୁଭ ହେଉଛି।ସତେ ଯେମିତି ସମସ୍ତଙ୍କ ପାଇଁ ଅଭିଶପ୍ତ ହୋଇ ଉଭା ହୋଇଛି । ଏହି ବର୍ଷ ଗୋଟେ ପରେ ଗୋଟେ ମହାନ ତାରକା ଆମ ଠାରୁ ଦୁରେଇ ଜାଉଛନ୍ତି । ବଲିଉଡର ନାମୀ ଦାମୀ କଳା କାର ଏହି ବର୍ଷ ମୃତ୍ୟୁ ବରଣ କରୁଥିବା ବେଳେ ଏଥିରୁ ବାଦ ପଡିନି ଆମ ଓଡିଆ ଫିଲ୍ମ ଜଗତ ,

ଏହି କୋରନା ପାଇଁ ଗତ କିଛି ଦିନ ତଳେ ଓଡିଶାର ନାମୀ ଦାମୀ ଆକ୍ଟର ବିଜୟ ମହାନ୍ତି ଓ ଅଜିତ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ହୃଦ ଘାତରେ ଜଣେ ଓଡିଆ କଳାକାରଙ୍କର ମୃତ୍ୟୁ ହୋଇଛି ।ନିକଟରେ ମନ୍ତ୍ରୀ ବିଧାୟକ ପ୍ରଦୀପ ମହାରଥୀ ଙ୍କର ମୃତ୍ୟୁ ଘଟିଥିଲା।ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର।

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ବ୍ୟାଙ୍କରୁ ଫେରି ଜଟଣୀ ସ୍ଥିତ ତାଙ୍କ ଘରେ ବସିଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅନେକ ଓଡ଼ିଆ ହିଟ୍ ଫିଲ୍ମରେ ରାଜୁ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ । ବିଭିନ୍ନ ଭାଷାରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ ରାଜୁ । ମମତା ମାଗେ ଫୁଲ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।ଭଗବାନ ଙ୍କୁ ଏତିକି ପ୍ରାର୍ଥନା ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।