ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) “ପପୁ କାର୍ ଧୋଇଥିଲେ, ତାପରେ ସେ ସେଠାକୁ ଯାଇ ପଚାରିଲେ, ଆପଣ କାର୍ ଧୋଉଛନ୍ତି କି?
ପପୁ – ନାଇଁ, ପାଣି ଦେଉଛି କାଳେ ବଡ଼ ହେଇ ଟ୍ରକ ହେଇଯିବ
ବହୁତ ହାର୍ଡ “
୨) “ସାନ୍ତା ଜଙ୍ଗଲକୁ ଯାଉଥିଲେ, ଏକ ଭାଲୁକୁ ଦେଖି ସେ ନିଶ୍ୱାସ ଚାପି ଶୋଇ ପଡ଼ିଲା।
ଭାଲୁ ଆସି କାନରେ କହିଲା ଆଜି ମୋର ଉପବାସ ଅଛି, ନଚେତ୍ ମୁଁ ମଧ୍ୟ ଏଇ କାହାଣୀ ଶୁଣିଛି।

୩) ପପୁ ବିବାହିତ ହୋଇ ଏକ ଦାମ୍ପତ୍ୟ ଜୀବନ ଆରମ୍ଭ କଲା
ଥରେ ପପୁ କୁ ତାଙ୍କ ସ୍ତ୍ରୀ ପଚାରିଲେ
ତୁମେ ମୋ ଭିତରେ କ’ଣ ଦେଖିଲ ଯେ ତୁମେ ବିବାହ ପାଇଁ ପ୍ରସ୍ତୁତ ହେଇଗଲ?
ପପୁଙ୍କ ପତ୍ନୀ: ବାସନ ମାଜିବା ସମୟରେ ମୁଁ ତୁମକୁ ଦୁଇଥର ଦେଖିଥିଲି।
୪)ଶିକ୍ଷକ – “ପୁତ୍ର, ଯଦି ତୁମେ ଏକ ହୃଦୟ ସହିତ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କର, ତେବେ ଏହା ନିଶ୍ଚିତ ଭାବରେ ସଫଳ ହୁଏ!”
ଛାତ୍ର – “ସାର ଯଦି ଏହା ସତରେ ହେଉଥାନ୍ତା, ତମେ ମୋ ଶଶୁର ହେଇଥାନ୍ତ
୫) ବାପା – ଯେତେବେଳେ ଝିଅ ଘର ଲୋକ ମାନେ ଆସନ୍ତି, ଧନୀ ଲୋକ ଭଳିଆ କଥା ବାର୍ତା କରିବୁ
ଝିଅ ଘର ଲୋକ ଆସିବା ପରେ
ପୁଅ – ପାପା ମୋତେ , ଚାବି ଟା ଦିଅ ଟ୍ରେନ ଟା ପାର୍କିଂ କରିବି।
୬) ଚଉଠି ରାତି ର ପର ଦିନ
ଶାଶୁ : ନୂଆ ବୋହୂ, ଗାଧେଇବା କୁ ଯାଉଛୁ ନା?
ବୋହୂ (ରାଗରେ) – ନାଇଁ, ଖାଲି ବ୍ରସ୍ କରିବାକୁ ଯାଉଛି,ବାକି ସବୁ ତ ତମ ପୁଅ ଚାଟି ସଫା କରିଦେଇଛି।
ଶାଶୁ – ମୋ ପୁଅ ଏତେ ଭୋକିଲା ଥିଲା
ବୋହୂ – ଫୁଲ୍ ନାଳୁଆ ଟା ତମ ପୁଅ, ସକାଳୁ ସକାଳୁ ଆହୁରି ୪ ଟ୍ରିପ କରି ସାରିଲାଣି, ଏବେ ପୁଣି ଡାକୁଛି

୭) ପୁଅ- ତୁମେ ଝିଅମାନେ ଏତେ ସୁନ୍ଦର କଣ ପାଇଁ ହୋଇଛ ? ଝିଅ- କାରଣ ଭଗବାନ ଆମକୁ ନିଜ ହାତରେ ବନାଇଛନ୍ତି , ପୁଅ- କହୁଛ ତ ଏମିତି ଯେମିତି ଆମକୁ ଭଡାରେ ମୁଲିଆ ଭାବେ ଜନ୍ମ କରାଇଛନ୍ତି ।
୮) ପୁଅ- ଝିଅକୁ- ତୁମର ସାର୍ଟ ଫାଟି ଯାଇଛି, ଝିଅ- ତୁମେ ବୁଝିପାରିବନି, ଏହା ଆଜିକାଲିର ଫ୍ୟାସନ୍ ଅଟେ , ପୁଅ- କଣ ତୁମେ ଫଟାଇଲେ ଫ୍ୟାସନ୍ ଓ ଆମେ ଫଟାଇଲେ ସିଧା ପୋଲିସ୍ ଷ୍ଟେସନ୍ ।
୯) ସାନ୍ତା- ଜଙ୍ଗଲ ବାଟ ଦେଇଯାଉଥିଲା, ସାମ୍ଣାରେ ଏକ ଗଛରେ ଓହଳିଥିବା ସାପକୁ ଦେଖି ସେ ଅଟକିଗଲା, ଓ ସାପକୁ ଧରି କହିଲା, କେବଳ ଝୁଲିଲେ କିଛି ହେବନି, ମା କୁ କୁହ କମପ୍ଲାନ୍ ପିଆଇବ , ସାନ୍ତାର ଏବେ ଅନ୍ତିମ ସଂସ୍କାର କାଲି ୧୦ ଟାରେ ଅଛି ।
୧୦)ମହିଳା ଦୋକାନୀକୁ- ଭାଇ, ଠିକ୍ ରେଟ୍ କୁହ, ସବୁବେଳେ ଆପଣଙ୍କ ଦୋକାନରୁ ଜିନିଷ ନେଉଛି, ଦୋକାନୀ- ମ୍ୟାଡାମ୍, କିଛି ତ ଭଗବାନଙ୍କୁ ଡର, ମୁଁ ଆଜି ହିଁ ତ୍ ଦୋକାନ ଖୋଲିଛି, ଆଜି ପ୍ରଥମ ଦିନ ମୋର ।
୧୧) କାଲି ରାତିକୁ ଏତେ ଧୁଆଁ ଥିଲା , ଅଗଣାରେ ଠିଆ ହୋଇକରି ୨ ଗୋଲ୍ଡ ଫ୍ଲାକ୍ ଉଡାଇଦେଲି, କାହାକୁ ଜଣାପଡିଲା ନାହିଁ ।
୧୨) ଏକ ଝିଅ ଟ୍ରେନରୁ ଓହ୍ଲାଇଲା ଓ ପାଖରେ ଠିଆ ହୋଇଥିବା ପୁଅକୁ ପଚାରିଲା ଏଇଟା କେଉଁ ଷ୍ଟେସନ, ପୁଅ- ଜୋର୍ ଜୋର୍ ରେ ହସିକରି କହିଲା, ଏଇଟା ରେଲୱେ ଷ୍ଟେସନ ଅଟେ ପାଗେଳୀ ।

୧୩) ପପୁର ସ୍ତ୍ରୀ- ଦେଖ ହୋ , କାମ କରିବା ସମୟରେ ମୋତେ କିସ୍ ଫିସ୍ କରନି କି ହଇରାଣ କରନି, ତେବେ କାମକରୁଥିବା ଚାକରାଣୀ କହିଲା- ମ୍ୟାଡା, ଭଲ ଭାବରେ ବୁଝାଇଦିଅ, ମୁଁ ତ କହି କହି ଥକିଗଲିଣି ।
୧୪) ଛୋଟୁ – ତତେ ଯଦି କୋଟିଏ ଟଙ୍କା ମିଳିବ ତାହେଲେ ତୁ କଣ କରିବୁ?
ମିଟୁ- ମୁଁ ପାଗଳ ହେଇଯିବି ତାପରେ ସେଇ ପଇସା ରେ ଚିକିତ୍ସା ହେବି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।