ପୋଷାଣି କ୍ରିଷ୍ଣ ମୁରାଲୀଙ୍କ ସ୍ତ୍ରୀ କୌଣସି ବଲିଉଡ ହେରୋଇନ ଠାରୁ କମ ନୁହନ୍ତି | ଫୋଟୋ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଟଲିଉଡ଼ରେ ଏମିତି ବହୁତ କମ ଲୋକ ଅଛନ୍ତି ଯିଏ ଜଣେ ଲେଖକ ସହିତ ଜଣେ ଅଭିନେତା ମଧ୍ୟ ହୋଇଥିବେ,ଆଉ ତାଙ୍କ ଭିତରୁ ଜଣେ ହେଉଛନ୍ତି ପୋସାଣି କ୍ରିଷ୍ଣ ମୁରାଲି।ସେ ନିଜ ଜୀବନରେ ସଂଘର୍ଷ କରି କରି ଗୋଟେ ସାଧାରଣ ମନୁଷ୍ୟରୁ ଜଣେ ସେଲିବ୍ରେଟି ହୋଇ ପାରିଛନ୍ତି।ଆଜି ଆମେ ଏଠାରେ ପୋଷାଣି କ୍ରିଷ୍ଣ ମୁରାଲିଙ୍କର ଜୀବନଶୈଳୀ ବିଷୟରେ ଜାଣିବା।ତାଙ୍କର ଡାକ ନାମ ହେଉଛି ମୂରଲୀ।ଆଉ ତାଙ୍କର ଜନ୍ମ ୨୨ ଜାନୁଆରୀ ୧୯୫୮ ଆନ୍ଧ୍ରପ୍ରଦେଶ ଇଣ୍ଡିଆରେ ହୋଇଥିଲା।ଆଉ ତାଙ୍କୁ ବର୍ତ୍ତମାନ ପ୍ରାୟ ୬୨ ବର୍ଷ ହୋଇ ସାରିଲାଣି।ସେ ନିଜର ବିଦ୍ୟାଳୟ ଯାହା ହୋମ ଟାଉନ ଶକୁନ୍ଦରାବାଦରେ କରିଥିଲେ।ମୂରଲୀ ଜଣେ ବହୁତ ଗରିବ ପରିବାରରୁ ଅଟନ୍ତି।ତାପରେ ମୁରାଲି ନାଗାର୍ଜୁନା ୟୁନିଭରସିଟିରେ ନିଜର ଏମ.ଏ ପଢା ପୁର୍ଣ୍ଣ କରିଥିଲେ।ଆଉ ତାପରେ ସେ ପ୍ରେସିଡେନ୍ସି କଲେଜରେ ଏମ.ଫିଲ କରିଥିଲେ।

ସେ ଜଣେ ସ୍କ୍ରିନ ଲେଖକ,ଆକ୍ଟର,ଡ଼ାଇରେକ୍ଟର,ପ୍ରଡ୍ୟୁସର ଅଟନ୍ତି।ପାଠ ପଢା ପୁର୍ଣ୍ଣ କରି ସାରିବା ପରେ ମର୍ଗଦା ଆରସି ଚିଟ ଫଣ୍ଡରେ ଛୋଟ ମୋଟ ଚାକିରୀ କଲେ,ଆଉ ସେଠାରେ ଗୋଟେ ବର୍ଷ ଚାକିରି କରି ଚାକରି ଛାଡି ନିଜ ଗାଁକୁ ଚାଲିଗଲେ।୧୯୫୮ରେ ସେ ପାରୁଚି ବ୍ରଦର୍ଶ ଯୋଗ କଲେ।ଆଉ ସେଠାରେ ସେ ପ୍ରାୟ ୧୦୦ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଆସିଷ୍ଟାଣ୍ଡ ଡ଼ାଇରେକ୍ଟର ଭାବରେ ନିଜର କାମର ପରିବାହନ କରିଥିଲେ।ଆଉ ତାଙ୍କୁ ଚିରଞ୍ଜିବିଙ୍କର ଲେଖିଥିବା ଗୋଟେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବହୁତ ହିଟ ହୋଇଥିଲା।

ତାପରେ ୨୦୦୧ ରେ ସେ ଟଲିଉଡ଼ରେ ଜଣେ ଭଲ ଅଭିନେତା ଭାବରେ କାମ କରିବା ଆରମ୍ଭ କଲେ।ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାମ ଥିଲା ଇଦ୍ରା ରାଉଡି।ମୁରାଲିଙ୍କୁ ନିଜ ଜୀବନର ସବୁଠାରୁ ସଫଳତା ଅପରେସନ ଦୁର୍ଯୋଧନରୁ ମିଳିଥିଲା।ଆଉ ଏହି ଚଳଚ୍ଚିତ୍ର ପ୍ରାୟ ୧୩.୫ କୋଟି ଟଙ୍କା ରୋଜଗାର କରିଥିଲା।ତାପରେ ମୁରାଲି ନିଜ ଚଳଚ୍ଚିତ୍ର ଜୀବନିର ବହୁତ ଗୁଡିଏ ସ୍ପୋର୍ଟିଂ ରୋଲ ଚଲେଇବାରେ ଲାଗିଥିଲେ।ସେ ନିଜ ଜୀବନରେ ବହୁତ ଗୁଡିଏ ସୁପର ହିଟ ଚଳଚ୍ଚିତ୍ର ଦେଇଛନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କ ପୁରସ୍କାର ବିଷୟରେ,ମୁରାଲିଙ୍କୁ ନନ୍ଦୀ ଆୱାର୍ଡ ମିଳିଥାନ୍ତା କିନ୍ତୁ କୌଣସି କାରଣରୁ ମିଳିଲା ନାହିଁ।

ଆଉ ଏହାକୁ ନେବା ପାଇଁ ସେ ନିଜେ ମନା କରିଦେଇଥିଲେ ଆଉ ଏହା ଆଜି ପର୍ଯ୍ୟନ୍ତ ଜଣା ନାହିଁ ସେ କାହିଁକି ମନା କରିଥିଲେ।ତାଙ୍କୁ ବହୁତ ଗୁଡିଏ ଫିଲ୍ମ ଫେୟାର ପୁରସ୍କାର ମିଳିଛି ମହର୍ଷି ପାଇଁ,ସାରିଲେରୁ ନିକେଭାରୁ,ଆଉ ଅ…ଆ…. ଭଳି ଚଳଚ୍ଚିତ୍ର ପାଇଁ।ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ।,ମୁରାଲିଙ୍କର ଦୁଇ ଜଣ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ପ୍ରମିଳା ଓ ରାଜଲକ୍ଷ୍ମୀ,ତାପରେ ତାଙ୍କ ଭାଇଙ୍କ ନାମ ନାଗେଶ୍ୱର ରାଓ,ଆଉ ତାଙ୍କ ପତ୍ନୀଙ୍କର ନାମ ଲତା,ଆଉ ତାଙ୍କର ଏକ ପୁଅ ମଧ୍ୟ ଅଛି।ତାପରେ ମୁରାଲିଙ୍କୁ ଗୋଟେ ଚଳଚ୍ଚିତ୍ର କରିବା ପାଇଁ ୩ କୋଟି ଟଙ୍କା ମିଳିଥାଏ,ଆଉ ସ୍କ୍ରିପ୍ଟ ଲେଖିବା ପାଇଁ ୨ କୋଟି ଟଙ୍କା,ଆଉ କୌଣସି ଚଳଚ୍ଚିତ୍ରକୁ ଡାଇରେକ୍ଟ କରିବା ପାଇଁ ୧ କୋଟି ଟଙ୍କା ନେଇ ଥାନ୍ତି।

ତାଙ୍କର ନେଟୱର୍ଥ ପ୍ରାୟ ୨୦୦ କୋଟି ଟଙ୍କା ଅଟେ।ସେ ନିଜର ପରିବାର ସହିତ ହାଇଦ୍ରାବାଦରେ ରୁହନ୍ତି।ମୁରାଲିଙ୍କ ପାଖରେ ମର୍ସିଡ଼ିଜ ବେଞ୍ଜ ଏମଜି ଅଛି।ଆଉ ଯାହାର ଦାମ ପ୍ରାୟ ୧.୫ କୋଟି ଟଙ୍କା ଅଟେ।ତାପରେ ତାଙ୍କ ପାଖରେ ଏକ ପୋର୍ସିକ କେଇନ ଜିଟିଏଶ ଅଛି ଆଉ ଏହାର ଦାମ ୨ କୋଟି ଅଟନ୍ତି।ତାପରେ ତାଙ୍କ ପାଖରେ ଏକ ମର୍ସିଡ଼ିଜ ବେଞ୍ଜ ଜିଏଲଇ ୩୫୦ ସିଡ଼ିଆଇ ଆଉ ଯାହାତ ଦାମ ୯୦ ଲକ୍ଷ୍ୟ ଟଙ୍କା ଅଟେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.