ଲୁଙ୍ଗିପିନ୍ଧା ଲୋକ ହିନ୍ଦୁ ଉପରେ ପଡିବେ ଭାରି ମାଳିକା କଲା ସାବଧାନ।

ଆଜି ଆମେ ଏଠାରେ ୬୦୦ ବର୍ଷ ତଳର ମାଳିକା ବିଷୟରେ ଆଲୋଚନା କରିବାକୁ ଯାଉଛେ।ଆଉ ମହାପୁରୁଷ ଯାହା ୬୦୦ ବର୍ଷ ତଳେ ଲେଖିଥିଲେ ତାହା ପ୍ରାୟ ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟେ ପରେ ଗୋଟେ ସତ ହେବାରେ ଲାଗିଛି।ତାହେଲେ ଆସନ୍ତୁ ଜାଣିବା ମହାପୁରୁଷ କଣ ଲେଖିଛନ୍ତି:-
“ଲୁଂଘି ପିନ୍ଧା ହେବ ସାର,କୁକୁଡ଼ା ଅଣ୍ଡାରେ ଯେ କାରବାର
ଆଉ ଭଲକୁ ଭାବିବେ ଭେଲ ଯାଇ ଫୁଲଲୋ”

ମହାପୁରୁଷ ଅଚ୍ୟୁତାନନ୍ଦ କହୁଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟରେ ଲୁଂଘି ପିନ୍ଧା ହେବେ ସାର ଆଉ କୁକୁଡ଼ା ଅଣ୍ଡାରେ ଯେ କାରବାର ଲୋ ଯାଇ ଫୁଲ।ଆପଣ ମାନେ ପଚାରିବେ ଲୁଂଘି ପିନ୍ଧା କଣ ? ଲୁଂଘି ପିନ୍ଧା ମୁହଁ ସିଲେଇ ଲୁଂଘି ପିନ୍ଧିବେ ସମସ୍ତେ ପ୍ରାୟ ଜବନ ବେଶ ଧାରଣ କରିବେ।ତାପରେ କହିଲେ ସମସ୍ତେ ହୋଇବେ ଜଵନ ବେଶ ତାପରେ କହଇ ଅଚ୍ୟୁତ କରିବ କିଶ।ତାପରେ ବେକରେ ନଥିବ ମାଳି ଓ ମସ୍ତକରେ ନଥିବ ବିନ୍ଦୁ,ମଥାରେ ନଥିବ ସିକା,ତାପରେ ମଥା ପଛରେ ଖୋସା ନଥିବ କିନ୍ତୁ ମିଛଟାରେ କହିବେ ହିନ୍ଦୁ।ସେଥିପାଇଁ ଏ ବୃଥା ହିନ୍ଦୁ ବୋଲାଇବାର ଅର୍ଥ।ମାନେ ଆମେ ମାନେ ସବୁ ମଥାରେ ତିଳକ ଲଗେଇବାକୁ କୁଣ୍ଠା ବୋଧ କରିବା,ଆଉ କେହି ଲୋକ ମଧ୍ୟ ବେକରେ ମାଳି ପକେଇବେ ନାହିଁ।

ତାପରେ କହିଲେ ଲୁଂଘି ପିନ୍ଧା ସମସ୍ତଙ୍କ ଭିତରେ ସାର ହେବ ଆଉ କୁକୁଡ଼ା ଅଣ୍ଡାରେ କାରବାର ହେବ।କଥାରେ କୁହାଯାଏ ସେ ଖାଇବା ଆମେ ଛାଡି ଦେଇଥାଉ ଯେଉଁ ଖାଇବାରେ ସାମାନ୍ୟ ଚୁଟିଟିଏ ପଡିଥାଏ।ତାହେଲେ କାହିଁକି ଖାଉଛ ସେ ଅଣ୍ଡା ଯେଉଁ ଅଣ୍ଡାରେ ମାର ଗୋଟେ ଛୋଟ ଛୁଆ ଅଛି।ଆଉ ଯିଏ ଅଣ୍ଡାରୁ ବାହାରି ନାହିଁ ତାକୁ ମାରି ଖାଇ ଜୀଵ ହତ୍ୟାର ଭାଗିଦାରୀ ହେଉଛ।କହିବାର ତାତ୍ପର୍ଯ୍ୟ ଏମିତି ଏକ ସମୟ ଆସିବ ସବୁ ବିଦ୍ୟାଳୟ ମାନେ ଯେଉଁଠି ସରସ୍ୱତୀଙ୍କର ବାସ ସେଠାରେ ଛୁଆ ମାନଙ୍କୁ ଅଣ୍ଡା ଦେବେ ଖାଇବାକୁ।ଆଉ ଏହି ଅଣ୍ଡା ବାଣ୍ଟି ବିଦ୍ୟାଳୟ ମାନଙ୍କରେ ଜିବ ହତ୍ୟା କରିବା ପାଇଁ ପ୍ରୋତ୍ସାହନ ଦେବେ।ଆମେ କହୁଛୁ ବିଦ୍ୟା ଯେଉଁଠି ବଣ୍ଟାଯାଏ ସେ ଏକ ମନ୍ଦିର ଆଉ ସେ ମନ୍ଦିରରେ ଆମିଶର କାରବାର ହେବ।

ପାଠ ପଢୁଥିବା ଛୁଆ ପୂଜା କରୁଥିବା ବିଦ୍ୟାକୁ ଓ ବହିକୁ ରଖିବା ସ୍ଥାନରେ ଅଣ୍ଡାକୁ ପୁରେଇ ଆଣିବେ।ଆଉ ଏମିତି ଏକ ସମୟ ଆସିବ ପାଠ ପଢା ଅଣ୍ଡା ଆଉ ଚାଉଳରେ ସିମିତ ହୋଇ ରହିଯିବ।ବିଦ୍ୟାଳୟ ଏବେ ପାଲଟି ଗଲାଣି ଭୋଜନାଳୟ।ଆଉଆମେ ଛୁଆଙ୍କର ବୁଦ୍ଧି ଓ ଶକ୍ତି ବଢ଼େଇବା ପାଇଁ ଆମେ ଅଣ୍ଡା ବଦଳରେ କ୍ଷୀର,ଛେନା ଦେଇ ପାରିବା।ଆଉ ଏ ସମୟରେ କାହାକୁ ଯଦି ଭଲ କଥା କିଛି କହିବ ତାହେଲେ ସେ ତାର ଓଲଟା ଭାବିବ।ଆଉ ଏଠାରେ ବହୁତ ଲୋକ ଆପଣଙ୍କ ପଛରେ ଗପିବେ କିନ୍ତୁ ଆପଣ ତାଙ୍କ କଥାରେ ଧ୍ୟାନ ନଦେଇ ଆପଣ ନିଜର କର୍ମ କରି ଚାଲିବେ।ଆଉ କଥାରେ ଅଛି ଯେ ଯେମିତି କର୍ମ କରିବ ସେ ତାର ଫଳ ନିଶ୍ଚିତ ଭାବରେ ପାଇବ।

ଏମିତି ଏକ ସମୟ ଆସିବ ଯେଉଁ ସମୟରେ ଆପଣଙ୍କ ଦମ୍ଭ ଓ ଗର୍ବ ସବୁ ଚାଲିଯିବ।ଆମେ ଆପଣଙ୍କୁ ନିବେଦନ କରିବୁ ମଣିଷର ଦମ୍ଭ ଅହଙ୍କାର ପ୍ରାୟ ସବୁ ଅଳ୍ପ ଦିନର ଆକୁ ନେଇ ଗର୍ବ କରନ୍ତୁ ନାହିଁ ଜୀବନ ଓ ଯୌବନକୁ ନେଇ ଗର୍ବ କରନ୍ତୁ ନାହିଁ।ଟଙ୍କା ପଇସା ଅହଙ୍କାର ସବୁ ଅଢେ଼ଇ ଦିନରେ ସୀମିତ ହୋଇଯିବ।ଶେଷ ସମୟରେ ନିଶ୍ୱାସ ତ୍ୟାଗ କଲା ବେଳକୁ ଆପଣଙ୍କ ପାଖରେ ଧନ ନଥିବ ଆଉ ଯଦି ଅଳ୍ପ ଧର୍ମ ରୋଜଗାର କରିଥିବେ ତାହେଲେ ତାକୁହିଁ ସାଥିରେ ନେବେ।ତାପରେ ମହାପୁରୁଷ କହିଛନ୍ତି ନିଜ କୁଡ଼ିଆରେ ରାଜା ହୁଅନ୍ତୁ କିନ୍ତୁ ପର ବଙ୍ଗଳାରେ ରାଜା ହୁଅନ୍ତୁ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.