ଅଭିନେତ୍ରୀ ସୁଇଟି ଙ୍କ ଫ୍ୟାମିଲି ଏବଂ ଜୀବନୀ, ସ୍ୱାମୀ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆସନ୍ତୁ ଜାଣିବା ଓଡ଼ିଆ ଅଭିନେତ୍ରୀ ସୁଇଟି ପଟ୍ଟନାୟକଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ।

ଓଡ଼ିଆ କଳାକାର ଜଗତରେ ସୁଇଟି ହେଉଛନ୍ତି ଜଣେ ନାମିଦାମି ନାମ।ଅଭିନେତ୍ରୀ ସୁଇଟି ଦେଖିବାକୁ ବହୁତ ସୁନ୍ଦର।ସେ ତାଙ୍କର ସୁନ୍ଦର ଆକ୍ଟିଂଗ ବଳରେ ତାଙ୍କର ଫ୍ୟାନ ମାନଙ୍କର ମନକୁ ଜିତି ପାରିଛନ୍ତି।ତାଙ୍କର ଆକ୍ଟିଂଗ ଦେଖିବା ପାଇଁ ଲୋକ ମାନେ ଚାହିଁରହି ଥାଆନ୍ତି।ସେ ଯେତେବେଳେ ପ୍ରଥମ କରି ଆକ୍ଟିଂଗ କରିଥିଲେ ତାଙ୍କର ଆକ୍ଟିଂଗ ଦେଖି ଲୋକ ମାନେ ତାଙ୍କର ଫ୍ୟାନ ହେଇଯାଇ ଥିଲେ।ତାଙ୍କର କଥାବାର୍ତା,ଚାଲିଚଳନ ଦେଖିବାକୁ ବହୁତ ମଜା ଲାଗିଥାଏ।ସୁଇଟି ପିଲାଟି ଦିନରୁ ଅଭିନୟ କରିବାକୁ ଭଲପାଉ ଥିଲେ।ସେ ଛୋଟ ଥିବା ସମୟରେ ଯେତେବେଳେ ସ୍କୁଲରେ ପଢୁଥିଲେ ସେତେବେଳେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ଭାଗ ନେଇ ନିଜର ଅଭିନୟକୁ ସୁନ୍ଦର ଭାବରେ ଦର୍ଶାଉ ଥିଲେ।ଯେଉଁଥି ପାଇଁ ତାଙ୍କୁ ସମସ୍ତେ ଭଲପାଉ ଥିଲେ।ସୁଇଟି ଡିସେମ୍ବର ୩ ରେ ଜନ୍ମ ଗ୍ରହଣ କରିଥିଲେ।ସୁଇଟି ମୟୁରଭଞ୍ଜ ଜିଲାର ଉଦଳା ଠାରେ ଜନ୍ମ ଗ୍ରହଣ କରିଥିଲେ।ସୁଇଟିଙ୍କର ପରିବାର କହିଲେ ତାଙ୍କର ମାଆ ବାପା ଆଉ ତାଙ୍କର ସ୍ୱାମୀ।

ତାଙ୍କର ସ୍ୱାମୀଙ୍କର ନାମ ହେଉଛି ଚନ୍ଦନ ମହାପାତ୍ର।୨୦୧୬ ମସିହାରେ ସୁଇଟି ଚନ୍ଦନକୁ ବିବାହ କରିଥିଲେ।ସୁଇଟିଙ୍କର ସ୍ୱାମୀ ହେଉଛନ୍ତି ଜଣେ ଓଡ଼ିଆ ଫିଲ୍ମର ଡ଼ାଇରେକ୍ଟର।ତାଙ୍କର ସ୍ୱାମୀ ହେଉଛନ୍ତି ଜଣେ ଭୁବନେଶ୍ୱରର ବାସିନ୍ଦା।ସେ ଭୁବନେଶ୍ୱର ଠାରେ ରୁହନ୍ତି।ସୁଇଟିଙ୍କର ମାଆଙ୍କର ନାମ ହେଉଛି ଜୟନ୍ତୀ ପଟ୍ଟନାୟକ।ସୁଇଟିଙ୍କର ବାପାଙ୍କର ନାମ ହେଉଛି ହରେନ ପଟ୍ଟନାୟକ।ସୁଇଟିଙ୍କର ଏକ ମାତ୍ର ଅଲିଆଳି ସନ୍ତାନ ହେଉଛି ତାଙ୍କର ପୁଅ।ତାଙ୍କର ପୁଅଙ୍କର ନାମ ହେଉଛି ରିୟାନିଶ।ସୁଇଟି ନିଜର କ୍ୟାରିଅର ଅଲବମରେ ଅଭିନୟ କରି ଆରମ୍ଭ କରିଥିଲେ।ସେ ନିଜର ଅଲବମ ଦ୍ୱାରା ତାଙ୍କର ଫ୍ୟାନ ମାନଙ୍କୁ ବାନ୍ଧିରଖି ଥିଲେ।ଅନେକ ଗୁଡିଏ ଅଲବମ ଭିଡ଼ିଓରେ ସୁଇଟି ଅଭିନୟ କରି ନିଜର କ୍ୟାରିଅରକୁ ଉନ୍ନତି କରିଥିଲେ।ସେ ଅଲବମରେ ହିରୋଇନ ବା ମୁଖ୍ୟ ଭୂମିକାରେ ଆକ୍ଟିଂଗ କରୁଥିଲେ।ଏହା ସହିତ ସୁଇଟି ମଧ୍ୟ ଅନେକ ପ୍ରକାରର ଧାରାବାହିକରେ କାମ କରିଛନ୍ତି।ତାଙ୍କର ଧାରାବାହିକ ଦେଖିବାକୁ ବହୁତ ଭଲ ଲାଗିଥାଏ।ସୁଇଟି ଓଡ଼ିଆ ଧାରାବାହିକ ମାନିନୀ ଏବଂ ଆହୁତିରେ ମୁଖ୍ୟ ଭୂମିକାରେ ଆକ୍ଟିଂଗ କରିଛନ୍ତି।

ଦେଖିବାକୁ ଗଲେ ଆଜି ପର୍ଯ୍ୟନ୍ତ ସୁଇଟି ୧୮ ବର୍ଷ ହେଲା ଆକ୍ଟିଂଗ କରି ଆସୁଛନ୍ତି।ସୁଇଟି ନିଜର ଶିକ୍ଷାଗତ ଯୋଜନା କେନ୍ଦ୍ରୀୟ ବିଦ୍ୟାଳୟରୁ ଆରମ୍ଭ କରିଥିଲେ।ସୁଇଟି ବାରିପଦାଠାରେ ନିଜର +୨କ୍ୟାରିଅର ଆରମ୍ଭ କରିଥିଲେ।ସୁଇଟି ଜଣେ ଲୋକପ୍ରିୟ ଆଲବମ ହେରାଇନ ଭାବରେ ପରିଚିତ ଅଛନ୍ତି।ସୁଇଟି ଦେଖିବାକୁ ଯେମିତି ସୁନ୍ଦର ତାଙ୍କର ଆକ୍ଟିଂଗ ମଧ୍ୟ ଦେଖିବାକୁ ସେମିତି ସୁନ୍ଦର।ସୁଇଟି ନିଜର ଆକ୍ଟିଂଗ କ୍ୟାରିଅର ବହୁତ ପୂର୍ବରୁ ଆରମ୍ଭ କରିଥିଲେ।କିନ୍ତୁ ଯେତେବେଳେ ସେ ବିବାହ କଲେ ତାପରେ ତାଙ୍କର ସ୍ୱାମୀ ଜଣେ ଡିରେକ୍ଟର ।ସୁଇଟି ନିଜର ସ୍ୱାମୀଙ୍କର ମାଧ୍ୟମରେ ବହୁତ ଉନ୍ନତି କରିଛନ୍ତି।ସୁଇଟିଙ୍କର ଆଗକୁ ଯିବା ପଛରେ ତାଙ୍କର ସ୍ୱାମୀଙ୍କର ବହୁତ ବଡ଼ ସହଯୋଗ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.