ଏହି ୬ଟି ସଂକେତରୁ ଜାଣନ୍ତୁ ଚାରିତ୍ରହୀନ ନାରୀମାନଙ୍କୁ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଆମ ହିନ୍ଦୁଧର୍ମରେ ମହିଳାମାନଙ୍କୁ ଲଷ୍ମୀ ମାନାଯାଇଥାଏ।ଓ ନାରୀ ମାନଙ୍କୁ ପୂଜା କରାଯାଇଥାଏ।ଯଦି ଗୋଟେ ହିନ୍ଦୁ ପରିବାରରେ ଗୋଟେ ଝିଅ ଜନ୍ମ ହୋଇଥାଏ ତେବେ ଲୋକ କହିଥାନ୍ତି ଘରକୁ ମାତା ଲଷ୍ମୀ ଆସିଛନ୍ତି।ଓ ଯେବେ ଏକ ଝିଅ ବାହାହୋଇ ଶାଶୂ ଘରକୁ ଯାଇଥାଏ ତେବେ ବି ଲୋକ କହିଥାନ୍ତି ଘରକୁ ମାତା ଲଷ୍ମୀ ଆସିଛନ୍ତି।କହିବାର ଉଦେଶ୍ୟ ମହିଳାମାନଙ୍କୁ ଦେବୀଙ୍କର ଆଖ୍ୟା ଦିଆଯାଇଥାଏ।ଏମିତିରେ ବି ସବୁ ଝିଅ ବାପା ମାଆଙ୍କ ପାଇଁ ସ୍ୱଭାଗ୍ୟ ନେଇକି ଆସିଥାନ୍ତି।ପ୍ରାୟତଃ ଆପଣ ମାନେ ଶୁଣିଥିବେ ଲୋକମାନେ କହିଥାନ୍ତି କୌଣସି ସଫଳ ପୁରୁଷ ପଛରେ ଏକ ନାରୀର ହାତ ଅଛି।ଏହା ପୁରା ସତ୍ୟ ଅଟେ ମହିଳା ଘର ପରିବାରର ଧ୍ୟାନ ରଖିଥାନ୍ତି ଯାହା ଫଳରେ ପୁରୁଷ ମାନେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଇପାରନ୍ତି।

ସବୁ ମହିଳା ସମାନ ହୋଇନଥାନ୍ତି।ମହିଳାମାନଙ୍କ ମନକୁ ଜାଣିବା ବହୁତ କଷ୍ଟ ଅଟେ।କିନ୍ତୁ ଆପଣ ମହିଳାଙ୍କ ଲକ୍ଷଣଙ୍କୁ ଦେଖିଯାଣିପାରିବେ ସେହି ମହିଳାଙ୍କ ସ୍ୱଭାବ କିପରି ଅଟେ।ଯଦି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା କହିବା ସେ ଚରିତ୍ରହୀନ ମହିଳାଙ୍କ ବିଷୟରେ ଅନେକ କଥା କହିଛନ୍ତି।ଯଦି ଆମେ ସେହି କଥାକୁ ଜାଣିନେବା ଆମେ ଜୀବନରେ କେବେ ଧୋକା ଖାଇବା ନାହିଁ।ଏହି କଥାକୁ ଜାଣିବା ପରେ ଆପଣ ଖରାପ ମହିଳାଙ୍କ ପ୍ରେମରେ ପଡିବେନି।ସ୍ତ୍ରୀ ଜାତି ଏକ ସୁନ୍ଦର ଅନୁଭବ ଅଟେ।

ଏମାନଙ୍କୁ ଦେଖି କେହିବି ମୋହିତ ହୋଇଯାଇଥାନ୍ତି।ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବେଦରେ ମହିଳାମାନଙ୍କୁ ଦେବୀ ବୋଲି କୁହାଯାଇଛି।କିନ୍ତୁ କିଛି ମହିଳା ଏପରି ମହିଳା ଅଛନ୍ତି ଯେଉଁମାନେ ଚରିତ୍ରହୀନ ହୋଇଥାନ୍ତି।ଏପରି ମହିଳାଙ୍କ ସହ ଯିଏବି ସମ୍ପର୍କ ରଖିଥାଏ ତା ଉପରର ମଧ୍ୟ ଖରାପ ପ୍ରଭାବ ପଡିଥାଏ।ତେବେ ଆସନ୍ତୁ ଜାଣିବା କଣ କଣ ସେହି ସଂକେତ ଯାହା ଦ୍ଵାରା ଆପଣ ଚରିତ୍ରହୀନ ନାରୀଙ୍କୁ ଜାଣିପାରିବେ।

ପ୍ରଥମ ସଂକେତ- କିଛି ମହିଳାଙ୍କ ସ୍ୱଭାବ ରାଗି ଓ ଚିଡି ଚିଡା ହୋଇଥାଏ।ଏପରି ମହିଳାଙ୍କ ଉପରେ କେବେବି ଭରସା କରନ୍ତୁନି କାରଣ ଏପରି ମହିଳା ବିଶ୍ୱାସ ଓ ଭରୋସାର ଯୋଗ୍ୟ ହୋଇନଥାନ୍ତି।

ଦ୍ୱିତୀୟ ସଂକେତ- ସାଙ୍ଗମାନେ ଆପଣ ଦେଖିଥିବେ କିଛି ମହିଳାଙ୍କ ପାଦର ପଛ ଅଂଶ ମୋଟା ହୋଇଥାଏ ଏପରି ମହିଳା ଆପଣଙ୍କ ଘର ପାଇଁ ଓ ଆପଣଙ୍କ ପାଇଁ ଶୁଭ ହୋଇନଥାନ୍ତି।ଯଦି କୌଣସି ମହିଳାଙ୍କ ଗୋଡ଼ର ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠି ବହୁତ ବଡ଼ ବା କାଣି ଆଙ୍ଗୁଠି ତଳେ ଲାଗୁନଥିବ ଏପରି ମହିଳା ସମୟ ସହିତ ନିଜ ସ୍ୱଭାବ ବଦଳାଇଥାନ୍ତି।

ତୃତୀୟ ସଂକେତ-ଯେଉଁ ମହିଳାମାନଙ୍କ ପେଟର ଆକାର ଲମ୍ବା ହୋଇଥାଏ ସେମାନଙ୍କୁ ପୁରା ଜୀବନ ଦରିଦ୍ର ରେ କଟାଇବାକୁ ପଡିଥାଏ।ଏଥିପାଇଁ ଏମାନଙ୍କୁ ଅଶୁଭ ମାନାଯାଏ।

ଚତୁର୍ଥ ସଂକେତ-ଯେଉଁ ମହିଳାମାନଙ୍କ ଦାନ୍ତ ଲମ୍ବା ଓ ମୋଟା ହୋଇଥାଏ ସେମାନଙ୍କୁ ଦୃଭାଗ୍ୟଶାଳୀ ମାନାଯାଏ ଓ ଅଶୁଭ କୁହାଯାଏ।

ପଞ୍ଚମ ସଂକେତ-ସାଙ୍ଗମାନେ ଆପଣ ମାନେ ଦେଖିଥିବେ କିଛି ମହିଳାମାନଙ୍କ ଓଠ ଉପରେ କିଛି ଚୁଟି ଉଠିଥାଏ ସେମାନେ ନିଜ ସ୍ୱାମୀଙ୍କ ପାଇଁ ଅଶୁଭ ହୋଇଥାନ୍ତି।

ଷଷ୍ଠ ସଂକେତ-ଯେଉଁ ମହିଳାମାନଙ୍କ ମଥା ଚଉଡ଼ା ହୋଇଥାଏ ସେମାନେ ନିଜ ଦିଅର ମାନଙ୍କ ପାଇଁ ଅଶୁଭ ହୋଇଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.