ବହୁରୂପି ବାବା : ଦିନ ପ୍ରବଚନ ରାତିରେ ରସଲୀଳା କରୁଥିଲେ ବାବା,କିଛି କିଛି…

ଆପଣ ମାନେ ଅନେକ ସମୟରେ ଦେଖିଛନ୍ତି କିଛି ଛଦ୍ମ ବେସି ଭଣ୍ଡ ବାବା ନିଜକୁ ସାଧୁ କହି ଖରାପ କାମ କରୁଛନ୍ତି।ଏପରି ଅନେକ ଉଦାହରଣ ଆପଣ ଦେଖିଥିବେ।ଏହିପରି ବାବା ମାନେ ସମାଜ ପାଇଁ କଳଙ୍କ ଏହିମାନଙ୍କ ପାଇଁ ଅନେକ ସାଧୁ ମାନଙ୍କୁ ଲୋକ ଘୃଣା କରୁଛନ୍ତି ଆଜି ଆମେ ଏହି ପରି ଜଣା ପଡିଥିବା ଘଟଣା ବିଷୟରେ କହିବାକୁ ଯାଉଛୁ।ଭୋପାଳ:ଆସ୍ଥା ନାମରେ ଲୋକଙ୍କ ଭରୋସା ସାଙ୍ଗରେ ଧୋକା।ଲୋକଙ୍କୁ ମିଛରେ ଧର୍ମ ବାଣୀ କହି ଜଣେ ଜଦ୍ମ ବେସି ବାବା ଗିରଫ।ମଧ୍ୟପ୍ରଦେଶର ନରସିଂହପୁରରୁ ଏହି ଭଣ୍ଡ ବାବାଙ୍କୁ ଗିରଫ କରାଯାଇଛି । ଏହି ବାବାଙ୍କ କାରନାମା ଅତି ଜଘନ୍ୟ । ଏପରିକି ତାଙ୍କର ଏକ ସେକ୍ସ ସ୍କାଣ୍ଡାଲ ମଧ୍ୟ ସାମ୍ନାକୁ ଆସିଛି । ଏହି ଭଣ୍ଡ ବାବା ହେଲେ ବାବା ଧର୍ମଦେବ ଓରଫ ଧର୍ମେନ୍ଦ୍ର ଦୁବେ ।

ଆପଣଙ୍କୁ କହିରଖିବୁ ପଞ୍ଜାବ କେଶରୀ ରିପୋର୍ଟରୁ ଜଣାପଡ଼ଛି ଏହି ବବା ନିଜକୁ ସ୍ୱୟଂ ରାମଦୂତ ହନୁମାନ ଙ୍କ ଅଂଶ କହୁଥିଲା।ବର୍ତ୍ତମାନ ତାଙ୍କୁ ପୋଲିସ ଗଜେଇ ଚାଲାଣ ଅଭିଯୋଗ ରେ ଗିରଫ କରିଛି।ଏହି ସବୁ କାରନାମା ସେ ଛଦ୍ମ ବେଶରେ ରହି କରୁଥିଲା।ଗିରଫ କରି ସରିବା ପରେ ପୋଲିସ ଭଣ୍ଡ ଧର୍ମେନ୍ଦ୍ରର ମୋବାଇଲ ଦେଖିବା ପରେ ଆହୁରି ଅନେକ ତଥ୍ୟ ମିଳିଥିଲା।ଭଣ୍ଡ ଧର୍ମେନ୍ଦ୍ରର ମୋବାଇଲରେ ଅନେକ ଅଶ୍ଲୀଳନଭିଡ଼ିଓ ଥିଲା।

ଆପଣଙ୍କୁ କହିରଖିବୁ ସେହି ଅଶୀଳ ଭିଡ଼ିଓ କୌଣସି ଅନ୍ୟ ଫିଲ୍ମ ର ନଥିଲା ନିଜେ ଭଣ୍ଡ ଧର୍ମେନ୍ଦ୍ରର ନିଜ ଆଶ୍ରମର ମହିଳା ମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଭିଡ଼ିଓ କରି ରଖିଥିଲା।ସେ ନିଜ ମହଲ ସଜେଇବାର ନାହାନା କରି ମହିଳା ମାନଙ୍କୁ ଶନିବାର ଓ ମଙ୍ଗଳବାର ଦିନ ଡାକୁଥିଲା।ସେ ଜଣେ ଯାଦୁକର ବୋଲି ମଧ୍ୟ କୁହାଯାଉଛି।

ଏହା ଅଭିଯୋଗ ମଧ୍ୟ ତାର ନାମରେ ଆସିଛିକି ସେ ପୁରୁଷ ମାନଙ୍କୁ ମହିଳା ଙ୍କୁ ବସିକରଣ ପାଇଁ କୌଣସି ତାବିଜ ଦେଉଥିଲା।ଯେଉଁ ମହିଳା ମାନଙ୍କ ପରିବାରରେ କୌଣସି ଅଶୁବିଧା ବା ଝଗଡା ବାରମ୍ବାର ହେଉଥିଲା ସେହି ମହିଳା ମାନେ ମଙ୍ଗଳବାର ଦିନ ଭଣ୍ଡ ବାବାର ଆଶ୍ରମ ଯାଉଥିଲେ।ସେହି ଦିନ ମହିଳା ମାନଙ୍କୁ ପ୍ରସାଦ ମଧ୍ୟ ଦିଆଯାଇଥାଏ।ସେ କୌଣସି ବିଦ୍ୟା ଜାଣିଥିବାରୁ ମହିଳାଙ୍କୁ ବସିକରଣ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୀ ଭିଡ଼ିଓ କରୁଥିଲା।ଯେବେ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ସେ ଧରାପଡ଼ିଲା ତାହା ପରେ ତାର ଏହି କଳା କାରନାମା ବିଷୟରେ ଜଣାପଡିଲା।ସେ ଅନେକ ମହିଳାଙ୍କୁ ଦୁଷ୍କର୍ମ କରିଥିବ ପୋଲିସ ପାଖରେ ପ୍ରମାଣ ଅଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.