ଜୀବନ ସାଥୀ ସିରିଏଲ ର ଜେସିକା ଙ୍କ କଳା କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଓଡ଼ିଆ ଟିଭି ସିରିଏଲ ଭକ୍ତିଙ୍କ ପରିବାର।

ଆଜିକାଲି ଯୁଗରେ ଟିଭି କିଏ ନଦେଖେ ଆଉ ସାଧାରଣତଃ ଲୋକ ମାନେ ସେମାନଙ୍କ ମନୋରଞ୍ଜନ ପାଇଁ ହେଉ କିମ୍ବା ସମୟ ବିତେଇବା ପାଇଁ ହେଉ ସେମାନେ ଟିଭି ଦେଖିଥାନ୍ତି।ଆଉ କାହାର ପସନ୍ଦ କେଉଁ ଭଳି ହୋଇଥାଏ ତାହା ମଧ୍ୟ ଠିକ ହୋଇନଥାଏ।ଆମ ମାନଙ୍କ ଭିତରୁ କାହାକୁ ସିରିଏଲ ଦେଖିବାକୁ ଭଲ ଲାଗେତ ଆଉ କାହାକୁ ଖେଳ,ନ୍ୟୁଜ,ଚଳଚ୍ଚିତ୍ର ଓ ଆହୁରି ଅନେକ ଜିନିଷ ଦେଖି ନିଜ ସମୟ ବ୍ୟତୀତ କରିବାକୁ ତାଙ୍କୁ ଭଲ ଲାଗେ।ସିରିଏଲ ମାନଙ୍କ ଭିତରେ ଆହୁରି କେତେକ ପ୍ରକାର ସିରିଏଲ କାହାକୁ ଭଲ ଲାଗେନି ଆହୁରି କେତେ ପ୍ରକାରର କାହାକୁ ଭଲ ଲାଗେ।ଏମିତିରେ ସେମିତି କେତେକେ ଲୋକଙ୍କୁ ହିନ୍ଦୀରେ ଆସୁଥିବା ସିରିଏଲ ଗୁଡିକ ଭଲ ଲାଗେତ ଆଉ କେତେଜଣଙ୍କୁ ଓଡ଼ିଆ ସିରିଏଲ ଭଲ ଲାଗେ।

ଆପଣମାନେ ଦେଖିଥିବେ ବହୁତ ଲୋକଙ୍କର ପ୍ରିୟ ସିରିଏଲ ଆସିଗଲେ ସେ ଟିଭି ସାମ୍ନାରେ ସବୁ କାମ ଛାଡି ବସି ଯାଆନ୍ତି।ଆଜି ଆମେ ଏଠାରେ କଥା ହେବାକୁ ଯାଉଛୁ ଜି ସାର୍ଥକରେ ପ୍ରସାରିତ ହୋଇଥିବା ସବୁଠାରୁ ଲୋକପ୍ରିୟ ମେଗା ସିରିଏଲ ଜୀବନ ସାଥୀର ମୁଖ୍ୟ ଅଭିନେତ୍ରୀ ଭକ୍ତିଙ୍କ ପରିବାରରେ କେଉଁ କେଉଁ ମାନେ ଅଛନ୍ତି।ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ ଭକ୍ତିଙ୍କ ପ୍ରକୃତ ନାମ ହେଉଛି ଜେସି।ଜେସି ଆଗରୁ ଅନେକ ଗୁଡିଏ ସିରିଏଲ ଓ ଅନେକ ଗୁଡିଏ ଆଲବମ କରି ସାରିଛନ୍ତି।ଯେସିଙ୍କ ଅଭିନୟକୁ ଦର୍ଶକମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି।ପୂର୍ବରୁ ଜେସି ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିଏଲ,ତୋଅଗଣାର ତୁଳସୀ ମୁଁ ସିରିଏଲରେ ତୁଳସି ଚରିତ୍ରରେ ଅଭିନୟ କରିଥିଲେ।

ଏହି ସିରିଏଲରେ ଜେସିଙ୍କ ଅଭିନୟକୁ ଦର୍ଶକମାନେ ଅଧିକ ମାତ୍ରାରେ ପସନ୍ଦ କରିବା ସହିତ,ଏହି ସିରିଏଲକୁ ଦେଖୁଥିବା ଦର୍ଶକ ମାନେ ତାଙ୍କୁ ତୁଳସୀ ନାମରେ ଡାକୁଥିଲେ।ଏବେ ପୁଣି ଥରେ ଜେସି ଜି-ସାର୍ଥକର ଲୋକପ୍ରିୟ ମେଗା ସିରିଏଲ,ଜୀବନ ସାଥିରେ ଭକ୍ତି ଚରିତ୍ରରେ ଅଭିନୟ କରିବାରେ ଲାଗିଛନ୍ତି।ଏହି ସିରିଏଲ ଦେଖୁଥିବା ଦର୍ଶକମାନେ ଭକ୍ତିଙ୍କ ଅଭିନୟକୁ ଅଧିକ ମାତ୍ରାରେ ପସନ୍ଦ କରିବାରେ ଲାଗିଛନ୍ତି।ତାପରେ ଆସନ୍ତୁ ଦେଖିବା ଜି-ସାର୍ଥକରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ସିରିଏଲ ଜୀବନ ସାଥୀରେ ଭକ୍ତି ଚରିତ୍ରରେ ଅଭିନୟ କରୁଥିବା ଜେସିଙ୍କ ପରିବାରରେ କେଉଁ କେଉଁ ମାନେ ଅଛନ୍ତି।ତାଙ୍କ ପରିବାରରେ ତାଙ୍କର ସବୁ ପରିବାରର ସଦସ୍ୟ ଅଛନ୍ତି।ଆପଣ ମାନଙ୍କୁ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ସିରିଏଲ ଜୀବନ ସାଥିରେ ଭକ୍ତିଙ୍କ ଅଭିନୟ ବହୁତ ଭଲ ଲାଗୁଥିବ..

ତାପରେ ଏହି ଧାରାବାହିକ ଆଜିକାଲି ଦୁନିଆରେ ଏତେ ପ୍ରଚଳିତ ହେବାରେ ଲାଗିଛିକି ଦେଖିବାକୁ ଗଲେ ପ୍ରତ୍ୟକ ଲୋକଙ୍କ ଘରେ ଏହି ଧାରାବାହିକହିଁ ଚାଲିଛି।ଆଉ ବହୁତ ଲୋକ କଣ ପ୍ରତ୍ୟକ ଲୋକ ଏହି ଧାରାବାହିକକୁ ଦେଖି ମନୋରଞ୍ଜନ ହେଉଛନ୍ତି।ଆଉ ବହୁତ ଲୋକ ଏହି ଧାରାବାହିକରେ କାମ କରୁଥିବା ଏହି ଦୁଇ ଯୋଡିକୁ ବହୁତ ଭଲ ପାଇବା ଓ ପ୍ରଶଂସା ଲୋକମାନଙ୍କ ତରଫରୁ ମିଳିବାରେ ଲାଗିଛି।ଆଉ ଏମିତି କ୍ଷେତ୍ରେରେ ନୂଆ କରି ଧାରାବାହିକ ଜଗତରେ ପାଦ ଦେଇଥିବା ଅଭିନେତ୍ରୀଙ୍କୁ ଆଗକୁ ବଢିବାକୁ ଏକ ନୂଆ ପ୍ରୋତ୍ସାହନ ମଧ୍ୟ ମିଳିବାରେ ଲାଗିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.