ଓଡିଶା ରାଜ୍ୟ ଯାହାର ପୂର୍ବତନ ନାମ ହେଉଛି ଉତ୍କଳ।ଏହି ଓଡ଼ିଶାରେ ବିଭିନ୍ନ ପ୍ରକାରର ଦେବା ଦେବୀ ମନ୍ଦିର ରହିବା ସହିତ ବହୁତ ପ୍ରକାରର ସ୍ଥାନ ରହିଛି ଯାହା ଦ୍ୱାରା ମନ ମୁଗ୍ଧ ହେଇଯିବ।ଦେଖିବାକୁ ଗଲେ ଓଡିଶା କେବଳ ସୁନ୍ଦର ହୋଇଛି ତାର ବିଭିନ୍ନ ପ୍ରକାରର ପ୍ରତିଷ୍ଠିତ କଳାକାର ପାଇଁ।ଏହି ଓଡିଶା ଜଗନ୍ନାଥ ଧାମ ନାମରେ ପରିଚିତ।ଏହି ଜଗତରନାଥ ଜଗନ୍ନାଥ ଓଡିଶାକୁ ଏକ ବଡ ପ୍ରତିଭା ଦେଇଛନ୍ତି।ଜଗନ୍ନାଥ ଧାମ ପାଇଁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ତାର ନାମ ବଜାଇ ରଖିଛି।ଏହି ଓଡିଶା ମାଟିର ବୀର ପୁତ୍ର ମାନେ ନିଜର ବଳିଦାନ ଦେଇ ଓଡିଶା ମାଟିରେ ନିଜର ରକ୍ତ ଦେଇ ଓଡିଶାକୁ ବଜାଇ ରଖିଛନ୍ତି।ସେହି ମାନଙ୍କର ନାମ ଇତିହାସର ପୃଷ୍ଠାରେ ଚିରଦିନ ପାଇଁ ଲିପିବଦ୍ଧ ହୋଇଯାଇଛି।ତେବେ ଏହା ସହିତ ଆହୁରି ଜଣେ ଗୀତିକାର ଅଛନ୍ତି ଯାହା ପାଇଁ ଓଡିଶା ଆଜି ଗର୍ବ କରୁଛି।ସେହି ଗୀତିକାର ଜଣକ ହେଉଛନ୍ତି ଶ୍ରୀମତୀ ନମିତା ଅଗରୱାଲ।

ଯାହାଙ୍କର ଭଜନ ଆପଣ ମାନେ ବହୁତ ମାତ୍ରାରେ ଶୁଣିଥିବେ।ନମିତାଙ୍କର କଣ୍ଠର ସ୍ୱର ବହୁତ ସୁମଧୁର।ଯାହା ଶୁଣିବାକୁ ବହୁତ ଭଲ ଲାଗିଥାଏ।ସେ ତାଙ୍କର ଗୀତ ଦ୍ୱାରା ଦର୍ଶକ ମାନଙ୍କର ମନକୁ ଜିତି ପାରିଛନ୍ତି।ନମିତା କେବଳ ଭଜନ ନୁହେଁ ବରଂ ବିଭିନ୍ନ ପ୍ରକାରର ଫିଲ୍ମରେ ମଧ୍ୟ ସେ ତାଙ୍କର ସୁମଧୁର କଣ୍ଠ ଦାନ କରିଛନ୍ତି।ଏହି ଗୀତିକାର ଜଣକ ୧ ଫେବୃଆରୀ ୧୮୬୯ ମସିହାରେ କଟକର ତୁଳସୀ ପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।ନମିତାଙ୍କର ବାପାଙ୍କର ନାମ ହେଉଛି ଲଷ୍ମୀଧର ଦାସ।ନମିତାଙ୍କର ମାଆଙ୍କର ନାମ ହେଉଛି ଅନ୍ନଦାମଞ୍ଜରୀ ଦାସ।
ଛୋଟ ବେଳରୁ ନମିତାଙ୍କର ବାପା ଆଉ ମାଆ ତାଙ୍କୁ ବହୁତ ଭଲ ସ୍ନେହ କରନ୍ତି।ନମିତାଙ୍କର ସମସ୍ତ ଇଚ୍ଛାକୁ ପୁରଣ କରିଛନ୍ତି।ନମିତାଙ୍କର ଗୀତ ପ୍ରତି ଥିବା ଆଗ୍ରହ ଦେଖି ତାଙ୍କର ବାପା ଆଉ ମାଆ ତାଙ୍କୁ ଗୀତ ଶିଖିବାକୁ ସମର୍ଥନ କରିଥିଲେ।ନମିତାଙ୍କର ସ୍ୱାମୀଙ୍କର ନାମ ହେଉଛି ସୀତାରାମ ଅଗରୱାଲ।ସୀତାରାମ ଅଗରୱାଲଙ୍କର ପୈତୃକ ଘର ହେଉଛି ପୁରୀ ଠାରେ।ସେମାନେ ପୁରୀରେ ରୁହନ୍ତି।୧୯୯୨ ମସିହାରେ ନମିତା ଏବଂ ସୀତାରାମ ବିବାହ କରିଥିଲେ।ସୀତାରାମ ଅଗରୱାଲ ହେଉଛନ୍ତି ସାର୍ଥକ ଟିଭିର ପ୍ରତିଷ୍ଠାତା।ସେଥିପାଇଁ ନମିତାଙ୍କୁ ବହୁତ ବଡ଼ ସୁଯୋଗ ମିଳିଥିଲା ସାର୍ଥକ ଟିଭିରେ କାମ କରିବା ପାଇଁ।

ନମିତା ସାର୍ଥକ ଟିଭି ପାଇଁ ବହୁତ ମାତ୍ରାରେ ଫେମସ ହେଇଯାଇ ଥିଲେ।ନମିତାଙ୍କର ଫେମସ ହେବା ପଛରେ ତାଙ୍କର ସ୍ୱାମୀଙ୍କର ବହୁତ ବଡ଼ ସମର୍ଥନ ରହିଛି।ନମିତାଙ୍କର ପୁଅଙ୍କର ନାମ ହେଉଛି ସିଦ୍ଧାର୍ଥ ଅଗରୱାଲ।ପିଲାଟି ଦିନରୁ ନମିତାଙ୍କର ସଙ୍ଗୀତ ପ୍ରତି ବହୁତ ଆଗ୍ରହ ଥିଲା।ସେ ଚମ୍ପୁ ,ଓଡିଶୀ,ଛାନ୍ଦ ଆଦି ସଙ୍ଗୀତ ଶିଖୁଥିଲେ।୧୯୮୬ ମସିହାରେ ନମିତା ଆକାଶବାଣୀରେ କାର୍ଯ୍ୟ କରିଥିଲେ।୧୯୯୨ ମସିହାରେ ପ୍ରଥମ ଓଡ଼ିଆ କ୍ୟାସେଟ ମୁକ୍ତିଲାଭ କରିଥିଲା।ଏଥିରେ ନମିତା କଣ୍ଠ ଦାନ କରିଥିଲେ।ସେହି କ୍ୟାସେଟର ନାମ ହେଉଛି ଅଝଟିଆ କାଳିଆ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।