ବିବାହର ମାତ୍ର ୯ ଦିନ ପରେ ଶ୍ୱଶୁର ସହିତ ଫେରାର ହୋଇଗଲେ ବୋହୂ।

ଆଜି ଏହି ଖବର ଦ୍ୱାରା ଜାଣି ପାରିବେ ଶ୍ୱଶୁର ବୋହୁ ସମ୍ପର୍କରେ ଲାଗିଲା କଳଙ୍କ।ବିବାହର ମାତ୍ର ୯ମ ଦିନରେ ନିଜର ଶ୍ୱଶୁର ସହିତ ଫେରାର ହୋଇଗଲେ ନିଜ ପୁଅକୁ ବିବାହ କରିଥିବା ନବ ବୋହୂ।ଆଉ ତାପରେ ଯାହା ଘଟିଥିଲା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତାହେଲେ ଆସନ୍ତୁ ସେହି ସମ୍ପୁର୍ଣ୍ଣ ଘଟଣାଟିକୁ ଏଠାରେ ଜାଣିବା।ଶ୍ୱଶୁର ସହିତ ଫେରାର ହେଲେ ନବ ବଧୂ ଆଉ ତାପରେ ଫେରାର ଗୋଇ ସେଲଫି ନେଇଥିଲେ ନୂଆ ବୋହୁ।ଆଉ ଏମିତି କଥା ପ୍ରକାଶ କରିଥିଲେ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆଉ ଏହି ଘୋର କଳିଯୁଗରେ ଏପରି ଘଟଣା ଘଟିଛି ଯାହା ଆମ ସମାଜ ପାଇଁ ଗୋଟେ ଗୋଟେ କଳଙ୍କ ସାଜିଛି।

ଏହି ଘଟଣାଟି ଘଟିଛି ଭଗବାନ ପୁର ଗ୍ରାମରେ ଯାହା ଝାଡ଼ଖଣ୍ଡରେ ଅବସ୍ଥିତ।ଏହି ଘଟଣାଟିକୁ ଯିଏବି ଶୁଣୁଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡୁଛି।ବାହାଘରର ମାତ୍ର ନଅ ଦିନରେ ଘରର ନୂଆ ବୋହୂ ଯାହାକୁ ମାତ୍ର ୨୯ ବର୍ଷ ହୋଇଥିଲା ସେ ବିବାହ କରିଥିବା ୩୨ ବର୍ଷୀୟ ସ୍ୱାମୀଙ୍କୁ ଛାଡି ୬୧ ବର୍ଷୀୟ ନିଜ ସାନ ଶ୍ୱଶୁରଙ୍କ ସହିତ ଫେରାର ହୋଇଛନ୍ତି।ଯାହା ଏହି ଘଟଣାଟି ସମ୍ପୂର୍ଣ୍ଣ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଯିଏ ଏହି ଘୃଣ୍ୟ ଖବର ଶୁଣୁଛି ସେ ଆଶ୍ଚର୍ଯ୍ୟ ଚକିତ ହେଇ ଯାଉଛି।ଝାଡ଼ଖଣ୍ଡ ପାଖରେ ଥିବା ଏକ ଗାଁରେ ଆନନ୍ଦ ସିଂହଙ୍କ ସହିତ ଏମିତି ଏକ ଘଟଣା ଘଟିଛି।ତାଙ୍କ ସ୍ତ୍ରୀ ବିବାହର ଠିକ ନଅ ଦିନ ପରେ ନିଜର ସାନ ବାପାଙ୍କ ସହିତ ଫେରାର ହୋଇ ଯାଇଛନ୍ତି।

ଏହି ଘଟଣାଟି ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ପରିବାରର ଲୋକଙ୍କ ମୁଣ୍ଡଙ୍କୁ ଲଜ୍ଜ୍ୟାରେ ନୁଆଁଇ ଦେଇଛି।ଯିଏ ଏହି ଘୃଣ୍ୟ ଘଟଣାକୁ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।ଆଉ ଏହି ଘଟଣା ଘଟିବା ପଛରେ କିଛି ବିଶେଷ କାରଣ ମଧ୍ୟ ଥିଲା।ତେବେ ଆସନ୍ତୁ ଜାଣିବା ଏହି ଘଟଣା ଘଟିବା ପଛରେ ମୁଖ୍ୟ କାରଣ କଣ ଥିଲା।ଯେଉଁ କାରଣ ସ୍ୱରୂପ ୨୯ ବର୍ଷୀୟ ବୋହୂ ଜଣଙ୍କ ୬୧ ବର୍ଷୀୟ ଶ୍ୱଶୁରଙ୍କ ସହିତ ଫେରାର ହେବାକୁ ଏଭଳି ନିସ୍ପତି ନେଲେ।ଆଉ ତାପରେ ବୋହୂ ଜଣଙ୍କ ନେଇ ଯାଇଛି ନିଜ ଶାଶୁଙ୍କର ପ୍ରାୟ ୫୬ ଭରି ସୁନା ଓ ନଗଦ ୨୫ ହଜାର ଟଙ୍କା।ଏହି ସବୁ ସୁନା ଓ ଟଙ୍କା ପରିବାରର ଲକରରେ ଥିଲା।ଆଉ ଶାଶୁ ତାଙ୍କୁ ଦୁଇଦିନ ପୂର୍ବରୁ ଘରର ସବୁ ଦାୟିତ୍ୱ ସହିତ ଚାବି ମଧ୍ୟ ପ୍ରଦାନ କରିଥିଲେ।

ଆଉ ଏହି ସୁଯୋଗର ଲାଭ ଉଠାଇଛି ଏହି ବୋହୂ।ଝିଅ ମିତାଲିଙ୍କର ସହିତ ପୁଅ ଆନନ୍ଦଙ୍କର ବିବାହ ପ୍ରାୟ କିଛିଦିନ ତଳେ ହୋଇଥିଲା।ଆନନ୍ଦ ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲା ଆଉ ସେ ନିଜର ପତ୍ନୀଙ୍କୁ ପ୍ରାୟ ଏତେ ସମୟ ଦେଇ ପାରୁ ନଥିଲା।ଆଉ ଏହି ସୁଯୋଗର ଲାଭ ଉଠାଇ ଧୀରେ ଧୀରେ ବୋହୂର ସମ୍ପର୍କ ଗଢି ଉଠିଲା ନିଜର ସାନ ଶ୍ବଶୁରଙ୍କ ସହିତ।ଆଉ ସାନ ସ୍ୱସୁରଙ୍କର ନାମ ହେଉଛି ମୋହନ ଲାଲ ସିଂହ।ଏବେ ଦୁଇଜଣ ଘରୁ ପଳାଇ ଅନ୍ୟ ଏକ ସ୍ଥାନରେ ରହୁଛନ୍ତି।ଆଉ ଶୁଣିବାକୁ ମିଳିଛିକି ଉଭୟ ସେଠାରେ ବିବାହ କରି ସାରିଛନ୍ତି।ମୋହନ ଲାଲ ସିଂହ ଆନନ୍ଦଙ୍କର କକେଇ ବା ସାନ ଦାଦା ଥିଲେ।ସାନ ଶ୍ୱଶୁର ସହ ଫେରାର ହେବା ପରେ ବୋହୂ ଭିଡିଓ କଲ କରି ଏପରି କଥା କହିଥିଲେ।ଆଉ ମିତାଲି କହିଥିଲେ ସେ ସେଠାରେ ବହୁତ ଆନନ୍ଦରେ ଅଛନ୍ତି ଆଉ ତୁମେ ଆମକୁ ଆଉ ଖୋଜା ଖୋଜି କରନି ଆମେ ଏଠାରେ ଆମର ପେନସନ ପଇସାର ଚଳିଯିବୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.