ଏଭଳି ଝିଅ ସହ ସମ୍ପର୍କ ରଖିଲେ ହୋଇଯିବେ ବର୍ବାଦ ,ଜାଣିରଖନ୍ତୁ ଏହି ଗୁପ୍ତକଥା

ମରିଗଲେବି ଏଭଳି ଝିଅଙ୍କ ପ୍ରେମରେ ପଡନ୍ତୁ ନାହିଁ ବର୍ବାଦ ହେଇଯିବେ।

ମହିଳା ମାନଙ୍କ ପରି ପୁରୁଷ ମାନେ ନୁହଁନ୍ତି।ସେମାନଙ୍କ ଠାରୁ ବହୁତ ଭିନ୍ନ ଧରଣର।ପୁରୁଷ ମାନଙ୍କୁ ଯେଉଁ ଭଳି ମହିଳା ମିଳନ୍ତୁ ନା ସେମାନେ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ପ୍ରସ୍ତୁତ ହୋଇଯାଇ ଥାଆନ୍ତି।ଏକଥା ସତ ଯେ ମହିଳା ମାନଙ୍କ ପରି ପୁରୁଷ ମାନଙ୍କୁ ସେମାନଙ୍କର ପାଟନରଙ୍କ ବିଷୟରେ ଏତେଟା ଭାବିବାକୁ ପଡେ ନାହିଁ।ଯେତେଟା ମହିଳା ମାନେ ଭାବିଥାନ୍ତି।କିନ୍ତୁ ପୁରୁଷ ମାନେ ସେମାନଙ୍କର ପାଟନରଙ୍କର ବହୁତ କିଛି ଖରାପ କ୍ବାଲିଟିକୁ ଇଗନୋର କରିଦେଇ ଥାଆନ୍ତି।

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଗୋଟିଏ ରିଲେସନସିପକୁ କିପରି ଭାବରେ ରଖାଯାଇ ଥାଏ ତେବେ ଆପଣଙ୍କୁ କେତେକ ମହିଳା ମାନଙ୍କ ଠାରୁ ଦୂରେଇ ରହିବାକୁ ପଡିବ।ଆଜି ଆମେ ଏପରି ମହିଳା ମାନଙ୍କ ବିଷୟରେ ଜାଣିବା ଯେଉଁ ମାନେ ବହୁତ ମାତ୍ରାରେ କ୍ଷତିକାରକ ହୋଇଥାନ୍ତି।ଏଭଳି ମହିଳା ମାନେ ଆପଣଙ୍କର ସୁନ୍ଦର ଜୀବନକୁ ନଷ୍ଟ କରିଦେଇ ଥାଆନ୍ତି।ଆପଣ ମାନଙ୍କୁ ସେହିଭଳି ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଦରକାର ହୋଇଥାଏ।

ନଂ ୧- ଦି ପ୍ରିନ୍ସେସ।
ଏଭଳି ମହିଳା ମାନେ ଦେଖିବାକୁ ବହୁତ ଭଲ ହୋଇଥାନ୍ତି।ଏହି କାରଣରୁ ଏମାନଙ୍କୁ ପିଲାଟି ଦିନରୁ ବହୁତ କମ୍ପଲିମେଣ୍ଟ ମିଳିଥାଏ।ଯେତେବେଳେ ବି କୌଣସି ଛୋଟ ପିଲାକୁ ବହୁତ ଗେଲ୍ହା କରାଯାଇ ଥାଏ।ସେ ଯଦି କୌଣସି ଭୁଲ କରିଥାଏ ତାକୁ କୌଣସି ପ୍ରକାରର ଦୋଷ ମଧ୍ୟ ଦିଆଯାଇ ନଥାଏ।ତାର ଖରାପ ବ୍ୟବହାର ପରେବି ତାକୁ କୌଣସି ଶାସନ କରାଯାଏ ନାହିଁ।ତାକୁ କେବେ କୌଣସି ଅସୁବିଧାକୁ ଫେସ କରିବାକୁ ପଡି ନଥାଏ।ତାକୁ ପ୍ରତେକ ଜିନିଷ ଖୁବ ସହଜରେ ମିଳିଯାଇ ଥାଏ।ଏମାନଙ୍କର ଜିଦ ସବୁବେଳେ ପୁରଣ ହୋଇଥାଏ।ଯାହାଫଳରେ ପିଲା ଦିନରୁ ନିଜର ମନ ଭିତରେ ନିଜ ପାଇଁ ଏକ ମହାନତା ପଣ ଆସିଯାଇ ଥାଏ।ତାକୁ ଲାଗିଥାଏ କି ସେ ହେଉଛି ମହାନ।ସେ ଯାହା ଚାହିଁବ ତାହା କରି ପାରିବ।ତାକୁ ଭୁଲ କଲେବି କେହି କିଛି କହିବେ ନାହିଁ।ତାର ମନ ସେ ଯାହା କରିବ।ସେ ଏହା ମଧ୍ୟ ଭାବିଥାଏ କି ସେ କିଛି ନକରି ମଧ୍ୟ ସବୁକିଛି ପାଇଯାଇ ଥାଏ।ଯଦି ଆପଣ ଏହିଭଳି ଝିଅ ମାନଙ୍କ ସହିତ ରିଲେସନରେ ଅଛନ୍ତି ତେବେ ଏମାନେ ଆପଣଙ୍କୁ ଜଣାଇଦେବେ ଯେ ଆପଣଙ୍କ ଅସୁବିଧା ତାଙ୍କ ପାଇଁ କୌଣସି ମ୍ୟାଟର କରିବ ନାହିଁ।

ଆପଣ ମାନେ ଯେତେ ଶୀଘ୍ର ପାରୁଛନ୍ତି ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ।ଏହାପରେ ଆସୁଛନ୍ତି


ନଂ ୨- ଯେଉଁ ଝିଅ ମାନେ ଆପଣଙ୍କୁ ବିଶ୍ୱାସ କରନ୍ତି ନାହିଁ।
ଏଠାରେ ଆମେ ଫିଜିକାଲ ଏବଂ ଇମୋସନଲ ଉପରେ କଥା ହେଉଛୁ।ଯେଉଁ ଝିଅକୁ ପୂର୍ବରୁ କୌଣସି ପୁଅ ମାନଙ୍କ ଠାରୁ ଧୋକା ମିଳିଥିଲା,ପୁଅ ତାକୁ ଛାଡି ଚାଲିଯାଇ ଥିଲା ।ଏହି ଝିଅ ମାନଙ୍କୁ ଆଉ କାହା ଉପରେ ବିଶ୍ୱାସ କରିବା ବହୁତ କଷ୍ଟ ହୋଇଯାଇ ଥାଏ।ଆପଣ ତାଙ୍କୁ ଯେତେବି ଭଲ ବ୍ୟବହାର ଦେଖାନ୍ତୁ ଜଣାଇବାକୁ ଚେଷ୍ଟା କରନ୍ତୁ ଯେ ଆପଣ ଜଣେ ଖରାପ ମଣିଷ ନୁହନ୍ତି।ତଥାପି ସେହି ଝିଅଟି ଆପଣଙ୍କୁ ବିଶ୍ୱାସ କରିପାରିବ ନାହିଁ।ତାର ମନରେ ଆପଣଙ୍କ ପ୍ରତି ସନ୍ଦେହ ରହିବ ।ଏହି କାରଣ ପାଇଁ ଏଭଳି ଝିଅ ଆପଣଙ୍କ ସହିତ ଶାରୀରିକ ଏବଂ ମାନସିକ ସ୍ତରରେ ଯୋଡି ହୋଇ ରହିପାରନ୍ତି ନାହିଁ।ସେ ନିଜର ପୂର୍ବ କଥାକୁ ଅନୁଭବ କରି ଆପଣଙ୍କୁ ଫିଲ କରାଇବେ ଯେ ଯେପରି ଆପଣ କୌଣସି ଭୁଲ କରିଛନ୍ତି।ତେଣୁ ଆପଣ ମାନେ ଏଭଳି ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.