ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଶାଶୂ : ଭଗବାନ ତମକୁ ଦୁଇ ଦୁଇଟା ଆଖି ଦେଇଛନ୍ତି ଚାଉଳରୁ ୨ – ୪ଟା ପଥର ବାହାର କରି ପାରୁନ ।
ବୋହୂ : ତାହେଲେ ଭଗବାନ ଆପଣଙ୍କୁ ୩୨ଟା ଦାନ୍ତ ଦେଇଛନ୍ତି ୨ – ୪ତା ପଥର ଚୋବେଇ ଦେଲେ କଣ ହେଇଯିବ ।
୨) ସ୍କୁଲ ଅନ୍ତିମ ଦିନ, ଯେବେ ସବୁ ଝିଅମାନେ ଶାଢୀ ପିନ୍ଧି ସ୍କୁଲ ଆସିଥାନ୍ତି ।
ଆଉ ତାଙ୍କୁ ଦେଖି ମନରେ ଗୋଟେ ପ୍ରଶ୍ନ ଆସିଥାଏ ।
ସଳା ଏମାନେ ଏତେ ସୁନ୍ଦର ହୋଇଥିଲେ ସ୍କୁଲ ଡ୍ରେସରେ କେବେ ଜଣା ପଡିଲା ନାହିଁ ।

୩) ହଟାତ ସଞ୍ଜୁ ପଚାରିଲା : ବାପା ମର୍ଦ କାହାକୁ କୁହାଯାଏ ?
ବାପା କହିଲା : ଯଉ ମଣିଷ ପୁରା ଘର ଉପରେ ରାଜ କରିଥାଏ ଓ ତା କଥା ସମସ୍ତେ ମାନନ୍ତି ତାକୁ ମର୍ଦ କୁହାଯାଏ ।
ସଞ୍ଜୁ : ବାପପା ତାହେଲେ ମୁଁ ବଡ ହୋଇ ମା ଭଳି ମର୍ଦ ହୋଇବି ।
୪) କିଛି ପୁଅଙ୍କୁ ନିଜ ଭବିଷତ ବିଷୟରେ କିଛି ଜଣା ନଥାଏ କିନ୍ତୁ ସାଇ କଉ ଝିଅ ପଟିବ ଓ କଉ ଝିଅ ମାଡ ଖୁଆଇବ ତାହା ବେସ ଭଲ ଭାବରେ ଜାଣିଛନ୍ତି ।
୫) ପପୁର ମା ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା, ପପୁ ନିଜ ମାକୁ ହସପିଟାଲ୍ ନେଇକରି ଗଲା, ଡାକ୍ତର କହିଲେ ୨ଟି ଟେଷ୍ଟ ହେବ , ପପୁ ଜୋର୍ ରେ କାନ୍ଦିବାକୁ ଲାଗିଲା, ହେ ଭଗବାନ ଏବେ କଣ ହେବ , ମୋର ମା ତ ଅଶିକ୍ଷିତ ଅଟନ୍ତି ।
୬) ସ୍କୁଲ୍ ଟାଇମ୍ ରେ ଯଦି ଭୁଲ୍ ବଶତଃ ଅନ୍ୟ କ୍ଲାସ୍ ରେ ଚାଲିଯାଆନ୍ତି , ତେବେ ଏମିତି ଲାଗେ କି କେଉଁ ଅଲଗା ଗ୍ରହକୁ ଚାଲି ଆସିଛ , ଓ ସେହି କ୍ଲାସର ସବୁ ଛୁଆ ଦେଖନ୍ତି ଯେପରି ଆମେ ଏଲିଏନ୍ ଆସିଯାଇଛୁ ।
୭) ଝିଅମାନେ ଲାଲି କଲରର ଲିପିଷ୍ଟିକ୍ ର ୨୦ ଟି ସେଡ୍ ରେ ବି ସହଜରେ ଅନ୍ତରରେ ବନାଇପାରିବେ , ଓ ପୁଅମାନେ ସ୍ୟାମ୍ପୁ ପରିବର୍ତ୍ତେ କଣ୍ତିସନର୍ ରେ ଗାଧୋଇପଡିବେ , ଓ ଗାଧୋଇକରି କହିବେ କିଏ ଆଣିଥିଲା ସ୍ୟାମ୍ପୁ , ଫେଣ ହେଉନି ।
୮) ଗୋଟେ ବ୍ୟକ୍ତିର ପୁଅ ହେଲା , ୪ ମାସ ପରେ ତାର ପୁଅ ରୋଗାଗ୍ରସ୍ତ ହୋଇଗଲା, ତେବେ ସେହି ମେଡିକାଲ୍ ରେ ନେଇଗଲା ଯେଉଁଠି ସେ ଜନ୍ମ ନେଇଥିଲା, ଡାକ୍ତରକୁ ଦେଖିବାପରେ ଡାକ୍ତର ତାହାର ଫିସ୍ ମାଗିଲା ତେବେ ସେ କହିଲା, ବ୍ୟକ୍ତି : କେତେ ଫିସ୍ ? ଏବେ ତ ଏଠୁ ଯାଇଥିଲୁ , ଏବେ ତ ଚାରିମାସ ହୋଇଛି, ଏବେ ୱାରେଣ୍ଟି ଅଛି , ସବୁ ଜିନିଷର ୧ ବର୍ଷର ୱାରେଣ୍ଟି ହୋଇଥାଏ , ଡାକ୍ତର ବେହୋସ୍ ।

୯) ମଦ ପିଇକରି ବର୍ବାଦ ହେବା ପରେ ମଦୁଆ ଜଣଙ୍କ କେବେ ମଦ ନ ପିଇବାର ପ୍ରତିଜ୍ଞା କଲେ ଓ ଘରୁ ମଦର ଖାଲି ବୋତଲ ଫିଙ୍ଗିବାକୁ ଲାଗିଲା , ପ୍ରଥମ ବୋତଲ ଫିଙ୍ଗିକରି କହିଲା , ତୋର କାରଣରୁ ମୋର ଚାକିରି ଗଲା , ଦ୍ୱିତିୟ ବୋତଲ ଫିଙ୍ଗିକରି କହିଲା , ତୋର କାରଣରୁ ମୋର ଘର ବିକ୍ରି ହୋଇଗଲା, ତୃତୀୟ ବୋତଲ ଫିଙ୍ଗିକରି କହିଲା, ତୋର କାରଣରୁ ମୋର ସ୍ତ୍ରୀ ମୋତେ ଛାଡିକରି ଚାଲିଗଲା, ଚତୁର୍ଥ ବୋତଲ ଉଠାଇଲା ତ ତାହା ଫୁଲ୍ ମଦ ବୋତଲ ଥିଲା, ମଦୁଆ : ତୁ ସାଇଡ୍ ରେ ଯା ତୁ ନିର୍ଦ୍ଧୋଷ ଅଟୁ
୧୦) ଗହଳି ହୋଇଥିବାରୁ ଜଣେ ସୁନ୍ଦରୀ ଝିଅ ବସରେ ଛିଡା ହୋଇ ଯାଉଥିଲା।
ପଛରେ ଜଣେ ଯୁବକ ଠିଆ ହୋଇଥିଲେ।
ଝିଅ : ଏକ୍ସକ୍ୟୁଜ ମି ,ଆପଣଙ୍କ କଣ ଗୋଟିଏ ହାର୍ଡ ଜିନିଷ ବାଜୁଛି
ଯୁବକ: ହଁ ସେଟା ମୋ ଦରମା
ଝିଅ: ସଲା ହରାମି ,ତୋ ଦରମା ୨ ମିନିଟରେ ୪ ଗୁଣା ବଢିଯାଉଛି ନା..
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।