ପ୍ରସିଦ୍ଧ ମ୍ୟୁଜିକ ଡିରେକ୍ଟର ମନ୍ମଥ ମିଶ୍ରଙ୍କର ପରିବାର ଫୋଟୋ ଆଗରୁ କେବେ ଦେଖିନଥିବେ, ଜାଣନ୍ତୁ ତାଙ୍କ ଜୀବନ ବିଷୟରେ

ମନ୍ମଥ ମିଶ୍ର ହେଉଛନ୍ତି ସଙ୍ଗୀତ ଜଗତରେ ଜଣେ ଅଭୁଲା ନାମ।ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ,ଗୀତିକାର ଏବଂ ସଙ୍ଗୀତ ନିର୍ଦେଶକ।ମନ୍ମଥ ମିଶ୍ର ୧୦ ନଭେମ୍ବର ୧୯୫୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ମନ୍ମଥ ମିଶ୍ର କୁମାରପୁର ଶାସନ ଆଠଗଡ ଠାରେ ଜନ୍ମ ଗ୍ରହଣ କରିଥିଲେ।ମନ୍ମଥ ମିଶ୍ରଙ୍କର ମାଆଙ୍କର ନାମ ହେଉଛି ଇନ୍ଦୁ ପ୍ରଭା ମିଶ୍ର।ମନ୍ମଥ ମିଶ୍ରଙ୍କର ପତ୍ନୀଙ୍କର ନାମ ହେଉଛି କୃଷ୍ଣପ୍ରିୟା ମିଶ୍ର।କୃଷ୍ନପ୍ରିୟା ମିଶ୍ର ମଧ୍ୟ ଜଣେ ମନ୍ମଥଙ୍କ ପରି ଜଣେ ଗୀତିକାର ଏବଂ ଜଣେ ଉପସ୍ଥାପିକା।ମନ୍ମଥ ମିଶ୍ରଙ୍କର ଜଣେ ଅଲିଆଳି ଝିଅ ଅଛନ୍ତି।ଯାହାକୁ ଆପଣ ମାନେ ଜାଣିଛନ୍ତି ଯାହାଙ୍କର ନାମ ହେଉଛି ପ୍ରକୃତି ମିଶ୍ର।ପ୍ରକୃତି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ତାଙ୍କର ଆକ୍ଟିଂଗ ଦେଖିବାକୁ ବହୁତ ଭଲ ଲାଗେ।ପ୍ରକୃତି ମିଶ୍ର ବହୁତ ଛୋଟ ବେଳରୁ ଆକ୍ଟିଂଗ କରିଛନ୍ତି।ତାଙ୍କୁ ଅନେକ ଫିଲ୍ମରେ ଆପଣ ମାନେ ଅଭିନୟ କରିବାର ଦେଖିଥିବେ।

ତାଙ୍କର ଫିଲ୍ମ ଗୁଡିକ ମଧ୍ୟ ବହୁତ ମାତ୍ରାରେ ସୁପରହିଟ ହୋଇଛି।ପ୍ରକୃତି ମଧ୍ୟ ଜଣେ ଏକାଧାରରେ ଅଭିନେତ୍ରୀ ସହିତ ଜଣେ ଭଲ ଗୀତିକାର ମଧ୍ୟ।ପ୍ରକୃତି ମଧ୍ୟ ଅନେକ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି।ପ୍ରକୃତି ମିଶ୍ର ମଧ୍ୟ ଓଡ଼ିଆ ସହିତ ହିନ୍ଦୀ ଫିଲ୍ମରେ ମଧ୍ୟ ଜଣାଶୁଣା ଅଭିନେତ୍ରୀ ଭାବରେ ପରିଚିତ।ମନ୍ମଥ ମିଶ୍ରଙ୍କର ପୁଅଙ୍କର ନାମ ହେଉଛି ମାନବ ମିଶ୍ର।ମନ୍ମଥ ମିଶ୍ର ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଶ୍ୱନାଥ ସ୍କୁଲରୁ ଆରମ୍ଭ କରିଥିଲେ।ସେ ତାଙ୍କର ପାଠପଢ଼ା ଆଠଗଡ ଠାରୁ ଆରମ୍ଭ କରିଥିଲେ।

ମନ୍ମଥ ତାଙ୍କର ଯୁକ୍ତ ୨ କ୍ୟାରିଅର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରୁ ଆରମ୍ଭ କରିଥିଲେ।ଦେଖିବାକୁ ଗଲେ।ମନ୍ମଥ ମିଶ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ବହୁତ ଭଲ।ସେ ଛୋଟ ବେଳରୁ ମଧ୍ୟ ବହୁତ ଭଲ ପାଠ ପଢ଼ନ୍ତି।ଛୋଟ ବେଳେ ସେ ତାଙ୍କର ସ୍କୁଲରେ ପ୍ରଥମ ସ୍ଥାନ ସବୁବେଳ ପାଇଁ ଅଧିକାର କରୁଥିଲେ।ମନ୍ମଥ ମିଶ୍ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି।ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଥିଲା।ସେ ସଙ୍ଗୀତ ଶୁଣିବାକୁ ମଧ୍ୟ ବହୁତ ଭଲପାଉ ଥିଲେ।୧୯୮୩ ମସିହାରେ ମନ୍ମଥ ମିଶ୍ର ପ୍ରଥମ ଓଡ଼ିଆ ଫିଲ୍ମ ଆଶାର ଆଲୋକ ନାମକ ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ।

ମନ୍ମଥ ମିଶ୍ର ମଧ୍ୟ ଗଙ୍ଗା ଯମୁନା ଏବଂ ପାଗଳ ପ୍ରେମୀ ନାମକ ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।ଆପଣ ମାନେ ଜାଣିଥିବେ ବର୍ତମାନ ମନ୍ମଥ ମିଶ୍ର ଜଣେ ଲୋକପ୍ରିୟ ଗୀତିକାର ।ଆପଣ ମାନେ ବର୍ତମାନ ତାଙ୍କୁ ପ୍ରାର୍ଥନା ଚ୍ୟାନେଲରେ ଦେଖିବାକୁ ପାଇବେ।ପ୍ରାର୍ଥନା ଚ୍ୟାନେଲରେ ମନ୍ମଥ ମିଶ୍ର ଅନେକ ପ୍ରକାରର ପ୍ରତିଯୋଗିତା ମୂଳକ କାର୍ଯ୍ୟ କରୁଛନ୍ତି।ପ୍ରାର୍ଥନା ଚ୍ୟାନେଲରେ ମନ୍ମଥ ମିଶ୍ର କାମ କରି ବହୁତ ମାତ୍ରାରେ ଲୋକପ୍ରିୟ ହେଇଛନ୍ତି।ତାଙ୍କୁ ଓଡିଶା ବାସୀ ବହୁତ ଭଲ ପାଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.