ଧନତେରସ ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ।
ଆଜି ଏଠାରେ ଆମେ ଜାଣିବା,ଧନତେରସରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଆଉ ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ।ସାଧାରଣତଃ ସମସ୍ତେ ଦୀପାବଳି ଦିନ ଘରକୁ ଧନ ଓ ଲକ୍ଷ୍ମୀ ଆଣିବା ପାଇଁ ସମସ୍ତେ ଘରେ ମା ଲକ୍ଷ୍ମୀଙ୍କ ପୂଜା କରି ଥାଆନ୍ତି।ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତରାସ ପଡେ ଆଉ ଏହି ଦିନ ପୂର୍ବରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ।

ପୁରାଣରେ ବର୍ଣ୍ଣିତ ଅଛିକି ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନନ୍ତରି ନିଜ ସହିତ ଅମୃତର କଳସ ଏବଂ ଆୟୁର୍ବେଦ ନେଇ ଆସିଥିଲେ।କଥାରେ ଅଛି ଧନତେରସ ଦିନ କିଛିନା କିଛି କିଣା କିଣି କଲେ ଏହା ବହୁତ ଶୁଭ ହୋଇଥାଏ।ଆଉ ଦୀପାବଳୀ ସମ୍ବନ୍ଧୀୟ କିଣା କିଣି ମଧ୍ୟ ଏହି ଦିନ କରାଯାଇଥାଏ।ତେବେ ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏହି ଦିନ କିଣିଲେ ଆପଣଙ୍କ ଘରକୁ ସୁଖ ସଂବୃଦ୍ଧି ଆସିବ ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଗୃହରେ ରହିବ।
ଯଦି ଆପଣ ମଧ୍ୟ ଧନ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି,ଆଉ ଏସବୁ ଜିନିଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି,ତେବେ ଏହି ବର୍ଷ ଧନତରାସ ଦିନ ଏହି ସବୁ ଜିନିଷ ନିଜ ଘରକୁ ନେଇ ଆସନ୍ତୁ।ଆଉ ଦେଖିବେ ଆପଣଙ୍କ ଘରେ କେବେ ହେଲ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ।ତେବେ ଚାଲନ୍ତୁ ଜାଣିବା କଣ ସେ ପାଞ୍ଚଟି ଜିନିଷ।

୧.କୁହାଯାଏକି ଯେତେବେଳେ ଭଗବାନ ଧନୋନ୍ତରି ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ,ତେଣୁ ଧନତରାସ ଦିନ ପିତ୍ତଳ ଵାସନ କିଣିବା ଶୁଭ ଅଟେ।
୨.ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହୋଇଥିବାରୁ,ଧନତରାସ ଦିନ ରୂପାର କିଛି ଜିନିଷ ଘରକୁ ଅଣାଯାଏ।ଏହି ଦିନ ରୁପା କିଣିଲେ ଘରେ ଯଶ,କୀର୍ତ୍ତୀ ଏବଂ ସମ୍ପତ୍ତିର ବୃଦ୍ଧି ହୋଇଥାଏ।
୩.ସମୁଦ୍ର ମନ୍ଥନ ସମୟରେ କୁହାଯାଏକି ମା ଲକ୍ଷ୍ମୀଙ୍କ ସହିତ କଉଡ଼ି ପ୍ରକଟ ହୋଇଥିଲେ।ଧନତେରସ ଦିନ ଆପଣ ଲୁଡି କ୍ରୟ କରି ଦୀପାବଳି ଦିନ ତାକୁ ଆପଣ ପୂଜା କରନ୍ତୁ।ଆଉ ଆପଣ ସେ ସବୁ ଜିନିଷକୁ ନିକ ଟଙ୍କା ରଖା ସିନ୍ଦୁକରେ ରଖି ଦିଅନ୍ତୁ।
୪.ଧନତେରସ ଦିନ ଆପଣ ଧନିଆର ମଞ୍ଜି କିଣି ତାକୁ ଦୀପାବଳି ଦିନ ରୋପଣ କଲେ ଆପଣଙ୍କର କେବେ ହେଲେ ଧନ ହାନି ହୋଇନଥାଏ।

୫.ଧନତେରସ ଦିନ ଦୀପାବଳି ସମ୍ଵନ୍ଧିତ ସାମଗ୍ରୀ ଯଥା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି,ଓ ମାଟି ଦୀପ ଇତ୍ୟାଦି କ୍ରୟ କରିବା,ଆପଣଙ୍କ ପାଇଁ ଲାଭ ଦାୟକ ବା ଶୁଭ ହୋଇଥାଏ।
ତାହେଲେ ଆପଣ ମାନେ ଯଦି ଧନତରାସ ଦିନ ଏହି ସବୁ ଜିନିଷ କ୍ରୟ କଲେ ଆପଣ ମାନେ କେବେ ହେଲେ ଦୁଃଖରେ କିମ୍ବା ଗରୀବତାରେ ରହିବେ ନାହିଁ।ଆଉ ଆପଣ ନିଜ ଜୀବନରେ ନିଶ୍ଚିତ ଭାବରେ ଦିନେନା ଦିନେ ନିହାତି ଭବରେ ଶୁଭ ଫଳ ପାଇବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।