ଆସନ୍ତୁ ଜାଣିବା ମହେଶ୍ୱତାଙ୍କ ଝିଅ ବିଷୟରେ।
ଆଜି ଆମେ ଏଠାରେ ଜଣେ ଏପରି ହିରୋଇନଙ୍କ ବିଷୟରେ କଥା ହେବାକୁ ଯାଉଛେ ଯେ ନିଜର ପରିଶ୍ରମ ଓ ଅଭିନୟ ବଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଗୁଡିଏ ହିଟ ଚଳଚ୍ଚିତ୍ର ଦେଇଛନ୍ତି।ତାଙ୍କର ପ୍ରତିଭା କହିଲେ ନସରେ।ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମହେଶ୍ୱତା ରାଏ,ଆଉ ଏହି ଅଭିନେତ୍ରୀଙ୍କର ଜନ୍ମ ୧୯୬୨ ମସିହା ଜୁଲାଇ ମାସ ୨ ତାରିଖରେ ହୋଇଥିଲା।ଆଉ ସେ ପୁରୀ ଠାରେ ଜନ୍ମ ଗ୍ରହଣ କରିଥିଲେ।ଆଜି ଏଠାରେ ଆମେ ଆପଣଙ୍କୁ ଏହି ପ୍ରତିଭାବାନ ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ବିଷୟରେ ଯେମିତି ତାଙ୍କ ଘର,ଗାଡି,ପରିବାର,ତାପରେ ସେ ବର୍ତ୍ତମାନ କଣ କରୁଛନ୍ତି ଆଉ ମହେଶ୍ୱତାଙ୍କ ବିଷୟରେ ସବୁ କିଛି ସତ୍ୟ ଘଟଣା ଆମେ ଆପଣଙ୍କୁ ଜଣେଇବାକୁ ଯାଉଅଛୁ।

ଯେମିତିକି ମହେଶ୍ୱତା ରାୟଙ୍କ ଝିଅଙ୍କୁ ଆପଣ ନିହାତି ଭବାରେ କେବେ ହେଲେ ଦେଖିନଥିବେ କି ତାଙ୍କ ବିଷୟରେ କେବେ ହେଲେ ଶୁଣି ନଥିବେ।ଆଜି ଆମେ ମହେଶ୍ଵତା ରାୟଙ୍କ ଝିଅ ବିଷୟରେ ସବୁ କିଛି କହିବାକୁ ଯାଉଛୁ ଯେମିତି ସେ କେଉଁଠି ଅଛନ୍ତି କଣ କରୁଛନ୍ତି ଦେଖିବାକୁ କେମିତି,ସେ ବିଷୟରେ ସବୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ।ତାହେଲେ ଆଜି ଆମେ ଏଠାରେ ତାଙ୍କ ଝିଅ ତାଙ୍କ ସ୍ୱାମୀଙ୍କ ସମସ୍ତଙ୍କ ବିଷୟରେ ସବୁ କିଛି କହିବାକୁ ଯାଉଛୁ।ଆଉ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେତେବେଳ ସମୟରେ ମହେଶ୍ୱତାଙ୍କର ଅନେକ ପ୍ରସଂସକ ଥିଲେ ଆଉ ଏବେ ମଧ୍ୟ ଅଛନ୍ତି।
ତାହେଲେ ଏହି ଓଡ଼ିଆ ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ସ୍ୱାମୀଙ୍କ ନାମ ହେଉଛି ଶ୍ରୀସ ରାଉତରାୟ।ମହେଶ୍ୱତା ରାୟଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯେଉଁ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ସେ ଚଳଚ୍ଚିତ୍ରତିର ନାମ ହେଲା ଶେଷ ଶ୍ରାବଣ।ଆଉ ଏହି ଓଡ଼ିଆ ଚଳଚ୍ଚିତ୍ର ଶେଷ ଶ୍ରାବଣ ୧୯୭୬ ମସିହାରେ ରିଲିଜ କରାଯାଇଥିଲା।ଆଉ ତାପରେ ମହେଶ୍ୱତା ରାୟ ଏହି ଚଳଚ୍ଚିତ୍ରରେ ହିରୋଇନ ଭାବରେ କାର୍ଯ୍ୟ କରିଥିଲେ।ଆଉ ଯେଉଁମାନେ ଏହି ଚଳଚ୍ଚିତ୍ରକୁ ଦେଖିଛନ୍ତି ସେମାନେ ନିଶ୍ଚିତଭାବରେ ଜାଣିଥିବେ ଏ ଚଳଚ୍ଚିତ୍ରର ମହତ୍ୱ କଣ ,ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବରେ ଦୁଃଖଭରା କାହାଣି ଉପରେ ଆଧାରିତ ଥିଲା।

ଏହା ସହିତ ତାଙ୍କର ଆଉ କିଛି ପୁରୁଣା ଚଳଚ୍ଚିତ୍ର ଯାହାର ନାମ ହେଉଛି ଝୁମୁକା ଯାହା ୧୯୭୫ ମସିହାରେ ରିଲିଜ ହୋଇଥିଲା।ତାପରେ ହୀରା ମୋତି ମାଣିକ ୧୯୭୬ ରେ,ଆଉ ତାପରେ ଶଙ୍ଖ ମହୁରୀ ଓ ପ୍ରିୟତ୍ତମା ୧୯୭୮ ମସିହାରେ ପ୍ରକାଶିତ ହୋଇଥିଲା।ତାହେଲେ ବର୍ତ୍ତମାନ ଯଦି ଆମେ ଦେଖିବା ମହେଶ୍ୱତାଙ୍କ ବୟସ ଯାଇଁ ପହଁଞ୍ଚିଲାଣି ପ୍ରାୟ ୫୮ ବର୍ଷ ବୟସରେ।ଆଉ ତାଙ୍କର ଶରୀରର ଓଜନ ପ୍ରାୟ ରହିଛି ୫୫-୬୦ କେଜି।ଆଉ ତାଙ୍କର ପରିବାରରେ ତାଙ୍କର ସ୍ୱାମୀ ଓ ତାଙ୍କର ଗୋଟେ ଝିଅ ରହିଛି।ତେବେ ଆପଣ ମାନେ ଏହିଠାରେ ଜାଣି ପାରିଥିବେ ମହେଶ୍ୱତା ରାୟ ଜଣେ ପ୍ରତିଭାବାନ ଅଭିନେତ୍ରୀ ଅଟନ୍ତି।ଆଗକୁ ହୁଏତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆପଣ ଏଭଳି ପ୍ରତିଭାଶାଳୀ ଅଭିନେତ୍ରୀଙ୍କୁ ଦେଖିବାର ସମ୍ଭାବନା ହୁଏତ କମ ମିଳିପାରେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।