ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସାନ୍ତାଙ୍କ ୯ ପୁଅଙ୍କ ମଧ୍ୟରୁ ଜଣେ ଭିନ୍ନ ଦେଖାଯାଉଥିଲେ
ସାନ୍ତା ତାଙ୍କ ପତ୍ନୀଙ୍କ ଠାରୁ ସାରା ଜୀବନ ଜାଣିବାକୁ ଚାହୁଁଥିଲେ ସେ କାହାର ପୁଅ ସେ, କିନ୍ତୁ ତାଙ୍କ ପତ୍ନୀ କେବେ କହି ନାହାଁନ୍ତି। ଯେତେବେଳେ ସାନ୍ତା ର ମରିବା ସମୟ ଆସିଗଲା,ତାଙ୍କ ପତ୍ନୀଙ୍କ ଆଗରେ ସାନ୍ତା
ସେ କୁହନ୍ତି, ବର୍ତ୍ତମାନ ସତ କୁହ, ଏହି ଭିନ୍ନ ଦେଖାଯାଉଥିବା ବାଳକ କିଏ?
ପତ୍ନୀ – ହେ! ମୋର ପ୍ରାଣନାଥ, ଏହା ତୁମର ଅଟେ। ଅନ୍ୟ ସମସ୍ତେ କାଳୁ ଚିକେନ୍ କାଉଣ୍ଟର ବାଲା ର …

୨) ଥରେ ଜଣେ ଶିକ୍ଷକ ଶ୍ରେଣୀର ପିଲାମାନଙ୍କୁ ପ୍ରଶ୍ନ ପଚାରନ୍ତି;
ଶିକ୍ଷକ: ଖାଲି ସ୍ଥାନ ପୁରଣ କର, ବିଲେଇ 900 ମୂଷା ଖାଇବା ପରେ __ଚାଲିଗଲା?
ପପୁ: 900 ମୂଷା ଖାଇବା ପରେ ବିଲେଇ ଧୀରେ ଧୀରେ ଗତି କଲା!
ଶିକ୍ଷକ (କ୍ରୋଧିତ ହୋଇ ): ଠିଆ ହୁଅ, ଥଟ୍ଟା!କରୁଚୁ ନିରର୍ଲଜ
ପପୁ: ମ୍ୟାଡାମ୍, ମୁଁ ମଧ୍ୟ ତମ ମନ ରଖିବାକୁ କହିଲି, ନଚେତ୍ 900 ମୂଷା ଖାଇବା ପରେ ବିଲେଇ କଣ ତା ବୋପା ବି ଚାଲିପାରିବ ନାହିଁ!
୩) ଝିଅ ଟି ଦୋକାନୀ କୁ ପଚାରିଲା – ସାବୁନ୍ ଦିଅ ଯେମିତି ସ୍ନାନ ପରେ ମୋ କୋମଳ ମୁହଁରେ ଲାଲ ରଙ୍ଗ ଆସିଯିବ।
ଦୋକାନୀ ନିଜ ଦୋକାନ ପିଲାକୁ – ମ୍ୟାଡାମ କୁ ଗୋଟିଏ ଇଟା ଦିଅ
୪) ଗୋଟିଏ ଝିଅ ସ୍କୁଟି ଚଲେଇକି ଯାଉଥିଲା, ଏତିକି ବେଳେ ଗୋଟିଏ ପୁଅ ପଲସର ରେ ସ୍ପୀଡ଼ ରେ ଆସିଲା ଏବଂ କହିଲା ; ଏ ଗାଈ..
ଝିଅ କହିଲା; ତୁ ମେଣ୍ଢା ତୋ ବୋପା ଗଧ ତୋ ମା ଛେଳି.. (ହଠାତ ଝିଅଟି ଗୋଟିଏ ଗାଈ ସହ ପିଟି ହେଇ ଆକ୍ସଡେଣ୍ଟ ହେଲା)
କଣ ଶିଖିଲ ; ପୁଅ ମାନେ କଣ କହିବାକୁ ଚାହଁନ୍ତି ଝିଅ ମାନେ କେବେ ବୁଝନ୍ତି ନାହିଁ।
୫)ଅତର ଦୋକାନୀ – ସୁଗନ୍ଧ ସୁଗନ୍ଧ ଅତର ନିଅ!
ଗ୍ରାହକ – ଭାଇ , 10 ଟଙ୍କିଆ ଅତର ଦିଅ
ଅତର ବାଲା – ଗାଇ ଗୋବରରେ ଆଙ୍ଗୁଠି ପୁରେଇ ଶୁଙ୍ଘି ଦିଅନ୍ତୁ… କେଜାଣି କୁଆଡୁ କୁଆଡୁ ଭିକାରୀ ଚାଲି ଆସନ୍ତି।

୬) ମାଆ ଆଜି ମୁଁ ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଏବଂ କହିଲା
ମାଆ ; ମୁଁ ତତେ ଏଥିପାଇଁ ମାରୁନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମାରୁଛି କି ତୁ ଆଜି ପୁଣି ମଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ!
୭) ଶିକ୍ଷକ- କିଛି ବି ଟେନସନ୍ ନିଅନି କ୍ଲାସରେ, ମୋତେ ନିଜ ଶିକ୍ଷକ କମ୍ ସାଙ୍ଗ ଅଧିକା ଭାବ, ଯେଉଁ କଥା କହିବାର ଅଛି ବିନା ଚିନ୍ତାରେ କୁହ , ଛାତ୍ର- +୨ କ୍ଲାସର ପୁଜା ମୋବାଇଲ୍ ନମ୍ବର ଦେଇଦେ ସାଙ୍ଗ ।
୮) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଚାଲୁଥିଲା ସ୍ୱାମୀ- ମୁଁ ଡରୁନି ତୁମକୁ, ସ୍ତ୍ରୀ-ତୁମେ ଡରୁଛ, ପ୍ରଥମଥର ଯେବେ ତୁମେ ମୋତେ ଦେଖିବାକୁ ଆସିଥିଲ, ତେବେ ୪-୫ ଜଣା ସାଙ୍ଗରେ ନେଇ ଆସିଥିଲ , ଯେବେ ମୋତେ ନେବାକୁ ଆସିଥିଲ , ତେବେ ୨୦୦ ଲୋକ ନେଇକରି ଆସିଥିଲ । ମୋତେ ଦେଖ ମୂଁ ଏକେଲା ଚାଲି ଆସିଲି ।
୯)ପପୁ- ଭାଇ ଐଶ୍ୱର୍ଯ୍ୟ ସଲମାନପରି ସୁପରଷ୍ଟାର୍ କୁ ଛାଡି ପ୍ଲପ୍ ଷ୍ଟାର୍ ଅଭିଷେକକୁ ବାହାହେଲା କାହିଁକି, ଗପୁ- କାରଣ ଅଭିଷେକ ବାଳରେ ହାତ ବୁଲାଇ ଐଶ୍ୱର୍ଯ୍ୟ ନିଜେ ଏହା ବୁଝିଲା କି ପ୍ଲପ୍ ହେଲେ କଣ୍ ହେଲା, ଜେଲ୍ ତ ଯିବନି ।
୧୦) ଗୋଟେ ଭିକାରୀ ସରକାରୀ ନଳରେ ଗାଧୋଉଥିଲା, ତେବେ ତାର ଏକ ଭିକରୀ ସାଙ୍ଗ କହିଲା, ସାଙ୍ଗ- ମୋତେ ଯାହା ମନେ ଅଛି, ତୁମେ ଗତ ମାସ ଗାଧୋଇଥିଲ , ଭିକାରୀ- ସାଙ୍ଗ ମୋତେ ଜଣାଅଛି କି ତୁ ସଫାସୁତୁରା ରହିବାର ଅଭ୍ୟାସ ଅଛି

୧୧) ମିଛ କହିବାର ଏକ ସୀମା ଥାଏ, ଉଧାର ଦେଇଥିବା ପଇସା ଫେରାଇବାପାଇଁ ମୁଁ ନିଜ ସାଙ୍ଗ ଘରେ ଲ୍ୟାଣ୍ତଲାଇନ୍ ରେ ଫୋନ୍ କରି ତେବେ ତାରଜବାବ୍ ଶୂଣିକରି ବେହୋସ୍ ହେବାପୁର୍ବରୁ ବଞ୍ଚିଗଲି , କହିଲା ଡ୍ରାଇଭ୍ କରୁଛି, ପରେ ଫୋନ୍ କରୁଛି
୧୨) ସନ୍ତା ବନ୍ତା ସାଙ୍ଗ୍ ତୁ ଏତେ ଉଦାସ୍ କଣ ପାଇଁ ,ବାନ୍ତା; କଣ କହିବି ସାଙ୍ଗ- ମୁଁ ନିଜ ବାପାଙ୍କ ପାଖରୁ ବହିପାଇଁ ଟଙ୍କା ମାଗିଥିଲି, କିନ୍ତୁ ସେ ବହି ହିଁ କିଣି କି ପଠେଇ ଦେଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।