ଓଡ଼ିଆ ଚଳଚ୍ଚିତ୍ର ହିରୋଇନ ଶିବାନୀ ସଙ୍ଗିତାଙ୍କ ଜୀବନଶୈଳୀ,ପରିବାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଲିଉଡ ସିନେଜଗତର ଚୁଲବୁଲି ନାୟିକା ହେଉଛନ୍ତି ଶିବାନୀ ସଙ୍ଗୀତା।ଆପଣ ମାନେ ଦେଖିଥିବେ ଏହି ଅଭିନେତା ପ୍ରାୟ ପ୍ରତ୍ୟକ ଚଳଚ୍ଚିତ୍ରରେ ନିଜର ପ୍ରତ୍ୟକ କ୍ୟାରେକ୍ଟରକୁ ଜୀବନ୍ତ ଭାବରେ ତୋଳି ଧରନ୍ତି,ଆଉ ସେ ଏବେ ସମ୍ପୂର୍ଣ୍ଣ ଭାବରେ ଫେମସ ହୋଇ ସାରିଛନ୍ତି।ଗୋଟେ ଚଳଚ୍ଚିତ୍ର ଦେଲା ତାବକୁ ଏତେ ମାଇଲେଜ ଯେ ସେ ସମ୍ପୂର୍ଣ୍ଣ ଭାବରେ ରାତାରାତି ସୁପରଷ୍ଟାର ହୋଇ ସାରିଛନ୍ତି।ତେବେ ଶିବାନୀ ଛୋଟ ବେଳୁହିଁ ଅଭିନେତ୍ରୀ ହେବାର ଦକ୍ଷତା ରଖିଥିଲେ।ସେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମିତରେ ମିତ ଚଳଚ୍ଚିତ୍ରରୁ ଶିଶୁ କଳାକାର ଭାବରେ ନିଜର ଜୀବନ ଆରମ୍ଭ କରିଥିଲେ।ଆଉ ସେ ନିଜର ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ଏକ ନୂଆ ଛାପ ଓ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ ଶିବାନୀ।ତାଙ୍କର ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ସିଷ୍ଟର ଶ୍ରୀ ଦେବୀ ତରଙ୍ଗ ସିନେ ପ୍ରଡ଼କ୍ସନରେ ତିଆରି ହୋଇଥିଲା।

ଆଉ ଏହାର ଡିରେକ୍ସନ ଭାର ସମ୍ଭାଳି ଥିଲେ ଅଶୋକ ପତି।ଶିବାନୀଙ୍କ ବିପରିତରେ ଦେଖିବାକୁ ମିଳିଥିଲେ ସୁପରଷ୍ଟାର ବାବୁସାନ ମହାନ୍ତି।ପ୍ରାୟ ଓଲିଉଡର ପ୍ରତ୍ୟକ ହିରୋଙ୍କ ସହିତ କାମ କରି ସାରିଛନ୍ତି ଶିବାନୀ।ସେ ସମସ୍ତଙ୍କ ସହିତ କାମ କରି ବହୁତ ଭଲ ପ୍ରଶଂସା ମଧ୍ୟ ସାଉଁଟିବାରେ ଲାଗିଛନ୍ତି।ସେ ଅନୁଭବ ମହାନ୍ତି,ହୁଅନ୍ତୁ କିମ୍ବା ଅରିନ୍ଦମ କିମ୍ବା ସ୍ୱରାଜ ବାରିକ,ସମସ୍ତଙ୍କ ସହିତ ସେ ପ୍ରାୟ କାମ କରି ସାରିଛନ୍ତି।ଏମିତିକି ସବ୍ୟସାଚିଙ୍କ ସହିତ ଏକ ଚଳଚ୍ଚିତ୍ରରେ ସେ ନଜର ଆସିଥିଲେ।ସବ୍ୟସାଚିଙ୍କ ସହିତ କରିଥିବା ଚଳଚ୍ଚିତ୍ର ପାଇଁହିଁ ସେ ଏତେ ସହଜରେ ସଫଳତାର ସିଡିରେ ଚଢି ପାରିଲେ।୨୦୧୭ ରେ ରିଲିଜ ହେଇଥିବା ବାବୁସାନ ଓ ଶିବାନୀଙ୍କ ଚଳଚ୍ଚିତ୍ରରେ ଖର୍ଚ୍ଚ ହୋଇଥିଲା ପାଖା ପାଖି ୭ ଲକ୍ଷ୍ୟ କିନ୍ତୁ ଏହି ଚଳଚ୍ଚିତ୍ରଟି ବ୍ଲକବାଷ୍ଟର ହୋଇଥିବାରୁ ଏହା ପାଖାପାଖି ୪ କୋଟି ଟଙ୍କା ରୋଜଗାର କରିଥିଲା।

ଆଉ ଏହା ଥିବା ଶିବାନୀଙ୍କର ପ୍ରଥମ ଚଳଚ୍ଚିତ୍ର ଆଉ ଶିବାନୀଙ୍କୁ ନିଜର ପ୍ରଥମ ଚଳଚ୍ଚିତ୍ରରୁ ହିଁ ସଫଳତା ମିଳିବାରେ ଲାଗିଥିଲା।ଦର୍ଶକ ମାନେ ଶିବାନୀଙ୍କୁ ଅନେକ ଭଲ ପାଇବା ଦେଇଥିଲେ।ଶିବାନୀଙ୍କ ପରିବାର କହିଲେ ବାପା ଓ ମା,ଭଉଣୀ ଏବଂ ଶିବାନୀ ଅଟନ୍ତି।ଶିବାନୀ ତାଙ୍କ ଘରେ ସବୁଠାରୁ ବଡ଼ ଅଟନ୍ତି ଆଉ ତାଙ୍କ ଭଉଣୀ ତାଙ୍କ ଠାରୁ ସବୁଠାରୁ ଛୋଟ ଅଟନ୍ତି।ଦୁଇ ଭଉଣୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ଅଛି,ଆଉ ପରସ୍ପର ଦୁହେଁ ଦିହିଁଙ୍କୁ ବହୁତ ସପୋର୍ଟ କରନ୍ତି।ତାହେଲ ଶିବାନୀ ଭୁବନେଶ୍ୱରରେ ହିଁ ରୁହନ୍ତି ଆଉ ଭୁବନେଶ୍ୱରରୁହିଁ ସୁଟିଂ ସେଟକୁ ଯାଆନ୍ତି।ଶିବାନୀ ଏବେ ନିଜର ଯୁକ୍ତ ଦୁଇ ପାଠ ପଢା ଆରମ୍ଭ କରିଛନ୍ତି ଆଉ ସେ କାଳେ +୨ର ଶେଷ ବର୍ଷରେ ପଢୁଛନ୍ତି।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ପାଠ ପଢ଼ାରେ ଟିକେ କଚ୍ଚା ଅଟନ୍ତି।

ତାପରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଶିବାନୀଙ୍କର ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ଅଛି ଆଉ ସେ ପିଲାବେଳୁ ହିଁ ଗୀତିକାର ହେବାକୁ ଇଛା ରଖୀଥିଲ।ତାପରେ ଜେତେବେଳେ ତାଙ୍କୁ ଓଲିଉଡରୁ ଚାନ୍ସ ଆସିଲା ସେ ତାକୁ ଆଉ ହାତ ଛଡା କରି ନଥିଲେ।ତାପରେ ସେ କହିଛନ୍ତିକି ସେ ଆଗକୁ ସଙ୍ଗିତ ଉପରେ ଅଧିକ ଫୋକସ କରିବେ।ସେ ପ୍ରେ ଅନେକ ଚଳଚ୍ଚିତ୍ର ସହିତ ବଧୂ ସିରିଏଲରେ ମଧ୍ୟ ଦେଖିବାକୁ ମିଳିଥିଲେ।ତାପରେ ସେ ହଠାତ ଶିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିୟିକା ଭାବରେ ପ୍ରବେଶ କରିଥିଲେ।ତାହେଲେ ଶିବାନୀ ୨୦୦୧ ରେ ଜନ୍ମ ଗ୍ରହଣ କରିଥିଲେ।ଆଉ ସେ ସେହି ଭୁବନେଶ୍ୱର ଠାରେ ନିଜର ପାଠ ପଢା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.