ଶିକ୍ଷକ ଚାକିରୀ କରିବାର ବଡ଼ ସୁଯୋଗ,ଶୀଘ୍ର କରନ୍ତୁ ଆବେଦନ

ଶିକ୍ଷକ ହେବାର ବଡ଼ ସୁଯୋଗ।

ଯେଉଁମାନେ ଶିକ୍ଷକ ହେବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କ ପାଇଁ ବହୁତ ଭଲ ନିଯୁକ୍ତି ରହି ଅଛି।ଏଥିରେ ଆପଣ ଉଭୟ ଟିଚିଙ୍ଗ ଓ ନନ ଟିଚିଙ୍ଗ ପୋଷ୍ଟ ପାଇଁ ଆବେଦନ କରି ପାରିବେ।ଆଉ ଏଥିରେ ଅନେକ ଗୁଡିଏ ପୋଷ୍ଟ ଖାଲି ରହୁଛି।ଆଉ ଏହା ଆମ ଓଡ଼ିଶାର କ୍ୟାଣ୍ଡିଡେଟ ମାନଙ୍କ ପାଇଁ ଏକ ସୁଯୋଗ ବୋଲି ଆମେ କହି ପାରିବା।ଏହି ଚାକିରୀ କରିବା ପାଇଁ ସର୍ଵନିମ୍ନ ଶିକ୍ଷାଗତ ଯୋଗ୍ୟତା ଆମକୁ ଅଷ୍ଟମ ପାସ ଦରକାର।ଆଉ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ରହୁଛି +୩ ବା ଗ୍ରାଜୁଏସନ।ତାହେଲେ ଆସନ୍ତୁ ଜାଣିବା ଏହାକୁ ଆବେଦନ କରିବା କିପରି ?ତାହେଲେ ଏ ଚାକିରୀତୋ ରହୁଛି କଳିଙ୍ଗ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ତରଫରୁ।ଯେମିତିକି ଏଠାରେ ଓଡ଼ିଶାର ସବୁ କ୍ୟାଣ୍ଡିଡେଟ ଆବେଦନ କରି ପାରିବେ।

ଆଉ ଏହାକୁ ଉଭୟ ପୁରୁଷ ଓ ମହିଳା ଦୁଇଜଣ ଅତି ସହଜରେ ଆବେଦନ କରି ପାରିବେ।ଏଠାରେ ବିଭିନ୍ନ ପ୍ରକାରର ପୋଷ୍ଟର ଭ୍ୟାକେନ୍ସି ରହୁଛି,ମାନେ ଉଭୟ ଟିଚିଙ୍ଗ ଓ ନନଟିଚିଙ୍ଗ ପୋଷ୍ଟ ପାଇଁ ଅନେକ ଗୁଡିଏ ପୋଷ୍ଟର ଭ୍ୟାକେନ୍ସି ରହୁଛି।ଟିଚିଙ୍ଗ ପୋଷ୍ଟରେ ଯେଉଁ ପଦବୀ ଗୁଡିକ ଭ୍ୟାକେନ୍ସି ରହୁଛି ସେଗୁଡିକ ହେଲା ଇଂରାଜୀ ଶିକ୍ଷକ,ସୋସିଆଲ ସାଇନ୍ସ ଶିକ୍ଷକ,ଗଣିତ,ହିନ୍ଦୀ,ଓଡ଼ିଆ ଏବଂ କମ୍ପୁଟର।ଆଉ ତାପରେ ଫିଜିକ୍ସ,କେମେଷ୍ଟ୍ରି,ଗଣିତ ଆଉ ବାଇଲୋଜି ପୋଷ୍ଟ ପାଇଁ ମଧ୍ୟ ଭାକେନସି ରହୁଛି।ତାପରେ ନନ ଟିସିଙ୍ଗରେ ପିଆରୋ,ଡ୍ରାଇଭର,ହୋଟେଲ ୱାର୍ଡଏନ, ପିଅନ ଓ ହାଉସ କିପିଙ୍ଗ ପାଇଁ ପଦବୀ ଗୁଡିକ ଖାଲି ରହୁଛି।

ଏହାକୁ କେବଳ ଅନଲାଇନରେ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ପଡିବ,ଆଉ ଏଥି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ,ଆପଣଙ୍କୁ କେବଳ ଇଣ୍ଟରଭ୍ୟୁ ଆଟେଣ୍ଟ କରିବାକୁ ପଡିବ।ଆଉ ଇଣ୍ଟରଭ୍ୟୁ ତାରିଖ ହେଉଛି ୯,୧୧,୧୨ ନଭେମ୍ବର ରେ ସେ ଦେଇଥିବା ସ୍ଥାନରେ ପହଁଞ୍ଚି ଇଣ୍ଟରଭ୍ୟୁ ଦେବାକୁ ପଡିବ।ଉଭୟ ଟିଚିଙ୍ଗ ଓ ନନ ଟିଚିଙ୍ଗ ପାଇଁ ଆପଣଙ୍କର କଣ କ୍ବାଲିଫିକେସନ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା।ଟିଚିଙ୍ଗ ପୋଷ୍ଟ ପାଇଁ ବିଏ କିମ୍ବା ବିଏସି କରିଥିବେ ପଟିକୁଳାର ବିଷୟ ଉପରେ ଆଉ ତାପରେ ବିଇଡି କରିଥିବା ନିହାତୀ ଆଵଶ୍ୟକ ଅଟେ।ଆଉ ଆପଣଙ୍କ ପାଖରେ ଯଦି କୌଣସି ପ୍ରକାର ଅଭିଜ୍ଞତା ରହୁଛି ତାହେଲେ ନିହାତି ଭାବରେ ଇଣ୍ଟରଭ୍ୟୁଟିକୁ ଆଟେଣ୍ଟ କରନ୍ତୁ।

ତାପରେ ନନ ଟିଚିଙ୍ଗ ପଦବୀ ପାଇଁ ଆପଣଙ୍କର ପ୍ରାୟ ଅଷ୍ଟମରୁ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢ଼ିଥିବା ବିହାତୀ ଆଵଶ୍ୟକ।ଯଦି ଆପଣ ପିଅନ ପାଇଁ ଆବେଦନ କରିବେ ତାହେଲେ ଆପଣ ଅଷ୍ଟମ ପାସ ହୋଇଥିବା ଦରକାର।ତାପରେ ଯଦି ଗାଡି ଚାଳକ ପଦବୀ ପାଇଁ ଆବେଦନ କରିବେ ତାହେଲେ ଆପଣ ୧୦ ପାସ କରିଥିବା ସହିତ ଆପଣଙ୍କ ପାଖରେ ଲାଇସେନ୍ସ ଥିବା ନିହାତି ଆବଶ୍ୟକ।ଆପଣଙ୍କୁ ସେଣ୍ଟ ଜାଭିଅର ଇଣ୍ଟରନେସନାଲ ବିଦ୍ୟାଳୟ,ନଟାପଡା ଠିକ ଯାଜପୁର ରୋଡ ଠାରେ ଆପଣଙ୍କୁ ୯,୧୧,୧୨ ତାରିଖରେ ଠିକ ଦିନ ୧୦ ଟା ଭିତରେ ଯାଇଁ ପହଁଞ୍ଚିବାର ଅଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.