ଯେତେବେଳେ ମହାଭାରତ ଆରମ୍ଭ ହେଲା ପାଞ୍ଚ ପାଣ୍ଡବ ଭଗବାନ ଶ୍ରୀ କୃଷ୍ଣଙ୍କୁ ପଚାରିଲେ ଆଗକୁ ଆସୁଥିବା ଯୁଗ କଳିଯୁଗ କେମିତି ହୋଇଥିବ ଆଉ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ପାଞ୍ଚ ପାଣ୍ଡବଙ୍କୁ କହିଥିଲେକି ତୁମେ ସବୁ ଯାଇଁ ଜଙ୍ଗଲରେ ବୁଲି ଆସ ଆଉ ଯାହା ଆପଣଙ୍କୁ ଆଜି ଦେଖା ଜୀଵ ତୁମେ ଆସି ମତେ ତାର ଆକାର ଵର୍ଣ୍ଣନା କରିବ।ପାଞ୍ଚ ଜଣ ଭାଇ ଶ୍ରୀ କୃଷ୍ଣଙ୍କର କଥା ଶୁଣି ଜଙ୍ଗଲକୁ ଚାଲି ଗଲେ।ଆଉ ଯେତେବେଳେ ସେ ଜଙ୍ଗଲରେ ପହଁଞ୍ଚିଲେ ସେ ଏମିତି କିଛି ଦେଖିଲେ ଯାହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ।ପ୍ରକୃତରେ ସେ ବଣରେ ପାଞ୍ଚ ଭାଇ କଣ ଦେଖିଲେ ?ପ୍ରଥମ ଭାଇ ବା ଅର୍ଜୁନ ଜଙ୍ଗଲରେ ଦେଖିଲା ଏମିତି ଏକ ପକ୍ଷୀ ଯାହା ପରରେ ବେଦର ରଚନା ଲେଖାଯାଇଥିଲା କିନ୍ତୁ ସେ ମାଂସ ଖାଉଥିଲା।

ଆଉ ଏହାକୁ ଶୁଣି ଶ୍ରୀ କୃଷ୍ଣ କହିଲେ,କଳି ଯୁଗରେ ଏମିତି କିଛି ଲୋକ ରହିବେ ଯେଉଁମାନେ ବହୁତ ଜ୍ଞାନୀ ହୋଇଥିବେ କିନ୍ତୁ ସର୍ବଦା ଅନ୍ୟ ମାନଙ୍କ କ୍ଷତି କରିବାରେ ଲାଗିଥିବେ।ଆଉ ନିଜର ଲାଭ ଯେକୌଣସି ଉପାୟରେ ବାହାର କରେଇବେ।ତାପରେ ଦ୍ଵିତୀୟ ଭାଇ ଭୀମ କହିଲାକି ଗୋଟେ ଗାଈ ତାର ଛୁଆକୁ ଏତେ ଜୋରରେ ଚାଟିବାକୁ ଲାଗିଲା ସେ ଛୋଟ ବାଛୁରି ଦେହରୁ ରକ୍ତ ବହାରିବାରେ ଲାଗିଲା।ଏହା ଶୁଣି ଭଗବାନ ଶ୍ରୀ କୃଷ୍ଣ କହିଲେ କଳିଯୁଗରେ ନିଜ ଛୁଆଙ୍କୁ ଏତେ ଭଲ ପାଇବା ଦେବେ ଯେ ଆଗକୁ ଯାଇଁ ତାଙ୍କର ସମ୍ପୂର୍ଣ୍ଣ ବିକାଶ ଅଟକି ଯିବ।
କଳିଯୁଗରେ ଛୁଆ ବିକାଶ ସିଲ ହେବେ ନାହିଁ ଏମାନେ କେବଳ ମାତା ଓ ପିତାଙ୍କ ପ୍ରେମରେ ଫସି ରହିଯିବେ।ଯଦି କାହାର ପୁତ୍ର ସାଧୁ ହୋଇଯାଏତ ତାହେଲେ ସମସ୍ତେ ତମ ଆଗରେ ମୁଣ୍ଡ ନୂଆଁଇବେ ଆଉ ତାର ସନ୍ନମାନ କରିବେ। ଆଉ ଯଦି ନିଜର ପୁତ୍ର ସାଧୁ ହୋଇଯାଏ ତାହେଲେ କାନ୍ଦିବେ ଓ ମନଦୁଃଖ କରିବାକୁ ଲାଗିବେ।ତମ ପୁଅ ତମର ନୁହଁ ତମ ପତ୍ନୀର ଜିନିଷ ହୋଇଯିବେ,ଆଉ ଝିଅ ତାଙ୍କ ସ୍ୱାମୀଙ୍କର ଆଉ ଆତ୍ମା ଭଗବାନଙ୍କର ହୋଇଜୀଵ ଆଉ ଶରୀର ମାଟିରେ ମିଶି ଯିବ।

ତାପରେ ତୃତୀୟ ଭାଇ କହିଲାକି ସବୁଠାରୁ ବଡ଼ ପାହାଡ଼ ଖସି ପୃଥିବି ଉପରକୁ ଧୀରେ ଧୀରେ ଆସୁଥିଲା।ଆଉ ସେ ଗୋଟେ ବିଶାଳ କାୟ ବୃକ୍ଷ ଦ୍ୱାରା ମଧ୍ୟ ଅଟକିଲା ନାହିଁ କିନ୍ତୁ ଆଗକୁ ଯାଇଁ ଗୋଟେ ଛୋଟ ଗଛ ଅଟକେଇ ଦେଲା।ଏହାର ଉତ୍ତରରେ ଶ୍ରୀ କୃଷ୍ଣ କହିଲେକି କଳିଯୁଗରେ ସମସ୍ତଙ୍କ ବୁଦ୍ଧି ନଷ୍ଟ ହୋଇଯିବ।ଆଉ ସବୁ ଲୋକ କେବଳ ଟଙ୍କା ପଛରେ ଦୌଡ଼ିବେ ଆଉ ସେ ଗଛ ରୂପି ଧନ କେବେ ହେଲେ ତାଙ୍କର ବୁଦ୍ଧି ଠିକ କରି ପାରିବ ନାହିଁ।ତାପରେ ଚତୁର୍ଥ ଭାଇ ଜଙ୍ଗଲରେ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲା।ଆଉ ଏହାକୁ ଶୁଣି ଭଗବାନ ଶ୍ରୀ କୃଷ୍ଣ କହିଲେ କଳି ଯୁଗରେ ଏହି ଭଳି ଦୁଇ ମୁହଁ ବିଶିଷ୍ଟ ଲୋକ ଥିବେ
।ଯେଉଁ ମାନଙ୍କ ହାତରେ ଶକ୍ତି ଥିବ ଆଉ ସେ କହିବେ କିଛି କିନ୍ତୁ କରିବେ କିଛି।ଆଉ ଏହି ଭଳି ଲୋକ ସାଧାରଣ ଲୋକଙ୍କର ଶୋଷଣ କରିବେ।ତାପରେ ଶେଷ ଭାଇ ଜଣଙ୍କ ପଚାରିଲେ ଜଙ୍ଗଲରେ ବହୁତ କୂଅ ଥିଲା ସେଥି ମଧ୍ୟରୁ ମଝି କୂଅଟି ବହୁତ ଗଭୀର ଥିଲା ଓ ସୁଖିଲା ଥିଲା।ତାପରେ ଶ୍ରୀ କୃଷ୍ଣ କହିଲେକି ଲୋକମାନେ ନିଜର ପୁଅ ଓ ଝିଅଙ୍କୁ ବାହା କରେଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବେ କିନ୍ତୁ ଭିକାରୀ କିମ୍ବା ଯାହାର ଆଵଶ୍ୟକତା ଥିବା କୋକଙ୍କୁ ଟଙ୍କା ଦେବେ ନାହିଁ।ଆଉ ଆଜି ଏ ସବୁ ସତ ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।