ନବୀନଙ୍କୁ ପୁଣି ସୋଧିଲେ ରାନୀ ପଣ୍ଡା,କହିଲେ ଏମିତି କଥା, ଛି ଛି

କଳାକାର ଲାଇନ ଖୋଲିବା ପାଇଁ ରାସ୍ତାରେ ଆନ୍ଦୋଳନ କଲେ ରାଣୀ ପଣ୍ଡା।

ଆପଣମାନେ ଜାଣିଥିବେ ସମ୍ପୂର୍ଣ୍ଣ ଦୁନିଆରେ କରୋନା ନାମକ ଏକ ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି।ଆଉ ଏହି କରୋନାରେ ବହୁତ ଲୋକ ପୀଡିତ ହୋଇ ନିଜର ଜୀବନ ହରେଇ ବାରେ ଲାଗିଛନ୍ତି।ଆଉ ଏହାକୁ ଦୃଷ୍ଟିରେ ରଖି ସରକାର ଲୋକମାନଙ୍କ ସୁରକ୍ଷା ନିମନ୍ତେ ପ୍ରାୟ ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ଭାରତକୁ ଲକଡା଼ଉନ କରି ରଖିଥିଲେ।ଆଉ ଯାହାର ଫଳ ସ୍ୱରୂପ ଲୋକମାନ ନିଜର ଘରେ ରହିବେ ଓ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ।ଏହାର ଏକ ଖରାପ ପ୍ରଭାବ ଆମ ସମ୍ପୂର୍ଣ୍ଣ ରାଜ୍ୟର ଅର୍ଥନୀତି ଉପରେ ମଧ୍ୟ ପଡ଼ିଅଛି।ତଥାପି ଲକଡାଉନ ହେବା ପରଠାରୁ କରୋନା ସଂକ୍ରମଣର ଅଵସ୍ଥା ସୁଧାର ଆସିଛି।ପ୍ରାୟ ବହୁତ ଲୋକ ଘରେ ବସିଗଲେ,ଲୋକମାନଙ୍କ ବେପାର ହେଉ କିମ୍ବା ଯେକୌଣସି କର୍ମକ୍ଷେତ୍ର ହେଉ ଧୀରେ ଧିରେ ଅଵନ୍ନତି ଦେଖାଗଲା।

ଏହି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଗହଳି ପୁର୍ଣ୍ଣ ସ୍ଥାନ ଯେମିତି ସିନେମା ହଲ,ମନ୍ଦିର,ବଜାର ଆଉ ବିଭିନ୍ନ ପ୍ରକାରର ବଡ଼ବଡ଼ ସପିଙ୍ଗ ମଲ,ଆଉ ଭିଡ଼ ହେଉଥିବା ସ୍ଥାନ ବା ସର୍ଵସାଧାରଣ ଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ଏକାଠି ମେଳାମିଶା କରିବା ଓ ବୀନା ମାସ୍କ ପିନ୍ଧି ବାହାରକୁ ଯିବାରେ ପ୍ରତିବନ୍ଧକ ଲଗେଇଥିଲେ।ଯାହାକୁ କେତେକ ଲୋକ ମାନିଲେ ଆଉ ଏହାକୁ ମାନି ସୁରକ୍ଷିତ ଭାବରେ ନିଜ ଘରେ ରହିଲେ।ଆଉ ପ୍ରାୟ କେତେକ ଲୋକ ଏହାର ଉଲଂଘନ କଲେ ଆଉ ଏହାର ଫଳ ସ୍ୱରୂପ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲା।ଆଉ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆଜି ପରିସ୍ଥିତି ସୁଧାରୀ ପାରିଛି।ଆଉ ଧିରେ ଧିରେ ଲୋକଙ୍କର ଆବଶ୍ୟକତା ଅନୁସାରେ ସବୁ ଦୋକାନ ଖୋଲିବାରେ ଲାଗିଛି।

ତଥାପି ବହୁତ ଗୁଡିଏ ଏପରି ସ୍ଥାନ ଅଛି ଯାହା ଖୋଲା ହୋଇ ନାହିଁ,ଯେମିତି ସିନେମା ହଲ,ମନ୍ଦିର,ପାର୍କ ଆଉ ଯାତ୍ରା ଅନୁଷ୍ଠାନ ଭଳି ଏମିତି କେତେକ ସ୍ଥାନ।ଯଦି ଆମେ ଦେଖିବା ତାହେଲେ ସରକାର ପ୍ରଥମେ ଲୋକମାନଙ୍କ ସୁରକ୍ଷାକୁ ଦେଖି ଆବଶ୍ୟକୀୟ ଜିନିଷ ଓ ଅନ୍ୟ କେତେକ ସ୍ଥାନ ଆଦିକୁ ଖୋଲିଦେଲେ।ଯେମିତି ବଡ଼ ଅଫିସ ସବୁ ଓ ଅନ୍ୟ କେତେକ କାର୍ଯ୍ୟାନୁଷ୍ଠାନ ତାପରେ ବସ ଚଳାଚଳ ଓ ଟ୍ରେନ ଚଳାଚଳ ଆଦି କେତେକ ସ୍ଥାନ ମାନଙ୍କୁ ଓ ଯେଉଁଥିରୁ ଅଧିକ ଟିକସ ଆଦାୟ ହୋଇପାରିବ କିନ୍ତୁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ ସେ ଭଳି ଜିନିଷ ଯେମିତି ମଦ ଇତ୍ୟାଦି।ଏସବୁ ପରେ ମଧ୍ୟ ସବୁ ଖୋଲିଲା ପରେ ମଧ୍ୟ ଯାତ୍ରା ମଞ୍ଚ ଓ ଚଳଚ୍ଚିତ୍ର ଜଗତ ଆଉ ସିନେମାହଲ,ମନ୍ଦିର ଭଳି ଅନେକ କେତେକ ସ୍ଥାନ ଆଦି ସବୁ ବନ୍ଦ ରଖାଯାଇଛି।

ଏହି ସବୁ ଜିନିଷ ଖୋଲିଲା ପରେ କଳାକାର ଲାଇନ ବା ଯାତ୍ରା ମଞ୍ଚ ଖୋଲିବା ପାଇଁ ରାଣୀ ପଣ୍ଡା ଭୁବନେଶ୍ୱର ଠାରେ କଳାକାର ସଂଘର ସଦସ୍ୟ ମାନଙ୍କ ସହିତ ମିଶି କଳାକାର ଲାଇନ ଖୋଲିଵା ପାଇଁ ଆନ୍ଦୋଳନ କରିଥିଲେ।ଆଉ ସେମିତିରେ ଦେଖିବାକୁ ଗଲେ ଏହି ଭଳି କଳାକାର ମାନଙ୍କ ଜୀବିକା ଏହି ଛୋଟ ବଡ଼ ଯାତ୍ରା କରିକି ହିଁ ଭରଣ ପୋଷଣ ହୋଇଥାଏ ଆଉ ତାପରେବି ସେ ଏମିତି କେତେଦିନ ବୀନା ରୋଜଗାରରେ ଘରେ ବସିବେ।ଏହାକୁ ଆଖି ଆଗରେ ରଖି ନିଜର ଏହି ଆନ୍ଦୋଳନକୁ କାର୍ଯ୍ୟ କାରୀ କରିଛନ୍ତି।ଆଉ ଏହି ଆନ୍ଦୋଳନରେ ରାଣୀ ପଣ୍ଡା ଆଗରେ ରହି ସବୁ କଳାକାର ମାନଙ୍କର ନେତୃତ୍ୱ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.