ଆପଣମାନେ ଜାଣିଥିବେକି ବଲିଉଡର ସୁନ୍ଦରି ଅଭିନେତ୍ରୀ ମାନଙ୍କ ଭିତରେ ଏବେ ଉର୍ବଶୀ ରଟେଲାଙ୍କ ସୁବଡ଼ରତା ପଛରେ ସମସ୍ତେ ପଡିଛନ୍ତି।ବଲିଉଡର ଚଳଚ୍ଚିତ୍ର ସିଂ ସାହାଵ ଦି ଗ୍ରେଟ ଚଳଚ୍ଚିତ୍ରରୁ ସେ ବଲିଉଡ ଚଳଚ୍ଚିତ୍ରକୁ ଫେରି ଆସିଥିଲେ।ଏହି ଚଳଚ୍ଚିତ୍ର ଦ୍ୱାରା ଉର୍ବଶୀ ରଟେଲା ସମସ୍ତଙ୍କୁ ନିଜର ଦିୱାନା ବନେଇ ଥିଲେ।ଆଉ ପ୍ରାୟ କେତେକ ଚଳଚ୍ଚିତ୍ରରେ ଉର୍ବଶୀ ରଟେଲା ନିଜେ ବୋଲ୍ଡନେଶର ଶେଷ ସୀମା ପାର କରି ଦେଇଥିଲେ।ଆଉ ସେଠି ଆଜିକାଲି ସୋସିଆଲ ମେଡିଆରେ ଉର୍ବଶି ରଟେଲାଙ୍କର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।ଯାହା ସବୁ ଆଡେ ବହୁତ ବଵାଲା କରିବାରେ ଲାଗିଛି।ନାଚ ଅଭ୍ୟାସ ସମୟରେ ଉର୍ବଶୀ ରଟେଲା ନିଜର ଟପ ଓଲ୍ହାଈ ଦେଇଥିଲେ।କହି ରଖିବୁକି ଚାଇନାରେ ହୋଇଥିବା ଏକ ପ୍ରତିଯୋଗିତା ମିଶ ଟୁରୀଯମ କୁଇନ ଅଫ ଡି ଇଅର ୨୦୧୧ ନାମକ ସନ୍ନମାନ ଉର୍ବଶୀ ରଟେଲା ଜିତିଥିଲେ।

ତାପରେ ଉର୍ବଶୀ ବହୁତ ଚର୍ଚ୍ଚାର ରହିଲେ ଆଉ ତାଙ୍କୁ ଅନେକ ଗୁଡିଏ ଚଳଚ୍ଚିତ୍ରର ଅଫର ମଧ୍ୟ ଆସିବାରର ଲାଗିଲା।ଆଉ ଆଜି ଉର୍ବଶୀ ଏତେ ଲୋକ ପ୍ରିୟ ହୋଇ ସାରିଛନ୍ତି ଯେ ସେ ଆଜି ବଲିଉଡ ଚଳଚ୍ଚିତ୍ର ଜଗତରେ ସବୁଠାରୁ ଅଧିକ ଟଙ୍କା ନେଉଥିବା ହିରୋଇନ ମାନଙ୍କ ଭିତରୁ ଜଣେ ହୋଇ ସାରିଲେଣି।ଏହି ଅଭିନେତ୍ରିଙ୍କୁ ପ୍ରକୃତି ସୁନ୍ଦରୀ ମଧ୍ୟ କୁହାଯାଏ।ଆଉ ନିଜର ଏକ ଗୀତ ବିଜଲୀ କି ତାରର ସଭ୍ୟାସ ସମୟରେ ସେ ନିଜର ଟପ ଓଲ୍ହାଈ ଦେଇଥିଲେ।ଆଉ ସେ ଏହାକୁ ଇନଷ୍ଟା ଗ୍ରାମରେ ପୋଷ୍ଟ କରିଥିଲେ ଯାହାକୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଦେଖିଥିଲେ।ବହୁତ ପ୍ରଶଂସକ ଉର୍ବଶୀଙ୍କର ଏହି ମୁଭକୁ ବହୁତ ପ୍ରଶଂସା କଲେ ଆଉ ଅନେକ ପ୍ରସଂଶକ ଏପରି କରିବାରୁ ତାଙ୍କୁ ଗାଳିଦେଲେ।
ଆଉ ଉର୍ବଶୀଙ୍କର ଏହି ନାଚ ଅଭ୍ୟାସ ଲୋକମାନଙ୍କ ଦ୍ବାରା ବହୁତ ଚର୍ଚ୍ଚିତ ହୋଇଥିଲା ଆଉ ଏହା ପ୍ରଥମ ଥର ହୋଇନାହିଁ ଯାହା ଉର୍ବଶୀ ନିଜର ଏପରି ସୁନ୍ଦରତା ପାଇଁ ଲୋକଙ୍କ ଚର୍ଚ୍ଚାରେ ଆସିଛନ୍ତି।ଆଉ ଆମେ ଆପଣଙ୍କୁ କହି ରଖୁଛୁକି ଥରେ ଉର୍ବଶୀ ରଟେଲା ଓ ବୋନି କପୁରଙ୍କର ଏହି ଭଳି କିଛି ଭିଡି଼ଓ ସୋସିଆଲ ମେଡିଆରେ ଯାଇ ଭାଇରାଲ ହେବାରେ ଲାଗିଥିଲା।ଆଉ ତାକୁ ଦେଖିବା ପରେ ଉର୍ବଶୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା।ଆଉ ଏହି ଭିଡ଼ିଓଟି ରାତା ରାତି ଭାଇରାଲ ହେବାରେ ଲାଗିଥିଲା।କଥା କଣ ହୋଇଛିନା ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଡ୍ୟୁସର ଜୟନ୍ତୀ ଲାଲ ଗଡାଙ୍କ ପୁଅର ରିସେପସନ ପାର୍ଟିରେ ଏହି ଘଟଣାଟି ଘଟିଥିଲା।

ବୋନି କପୁର ଏମିତି କିଛି କାମ କରିଥିଲେ ଯାହାର ଫଳ ସ୍ୱରୂପ ଉର୍ବସୀଙ୍କୁ ବହୁତ ଲଜ୍ଜିତ ଅନୁଭବ କରିବାକୁ ପଡିଥିଲା।କହି ରଖିବୁକି ଉର୍ବଶୀ ରଟେଲା ସେହି ପାର୍ଟିରେ ପହଁଞ୍ଚିଥିଲେ ଯେଉଁଠି ବୋନୀ କପୁର ଆଗରୁ ଯାଇଁ ପହଁଞ୍ଚିଯାଇଥିଲେ।ଆଉ ଯେତେବେଳେ ଉର୍ବଶୀ ବୋନିଙ୍କ ସହିତ ଦେଖାକଲେ ସେତେବେଳେ ଜ୍ୟାମେରା ମ୍ୟାନ ଏମିତି ଫୋଟୋ ନେଲା ବା ଭିଡିଓ କଲା ଯାହା ଭାଇରାଲ ହେବା ପରେ ବହୁତ ଆପତ୍ତିଜନକ ଲାଗିଲା।ଆଉ ଏହାକୁ ଦେଖିଲା ପରେ ଉର୍ବଶୀ କହିଥିଲେକି ସେମିତି କିଛି ହେଇନି ଆଉ ଏ ଭିଡିଓ ଭୁଲ କୋଣରୁ ନିଆ ଯାଇଛି।ଆଉ ଉର୍ବଶୀ ସବୁବେଳେ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ