ରାଇମୋହନ ପରିଡାଙ୍କ ଘର ପରିବାର ଓ ସମ୍ପତ୍ତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ।
ଆଜି ଆମେ ଏଠାରେ ଜଣେ ଏପରି ଏକ ଖଳନାୟକଙ୍କ ବିଷୟରେ କଥା ହେବାକୁ ଯାଉଛେ ଯେ ନିଜର ପରିଶ୍ରମ ଓ ଅଭିନୟ ବଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଗୁଡିଏ ହିଟ ଚଳଚ୍ଚିତ୍ର ଦେଇଛନ୍ତି।ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରିୟ ଖଳନାୟକ ରାଇମୋହନ ପରିଡା।ତାଙ୍କର ପ୍ରତିଭା କହିଲେ ନସରେ।ସେ ଜଣେ ବହୁତ ପ୍ରତିଭାଶାଳୀ ବ୍ୟକ୍ତି ଅଟନ୍ତି ଆଉ ନିଜର ଏହି ପ୍ରତିଭା ଦ୍ୱାରା ଲୋକମାନଙ୍କ ଭିତରେ ବେଶ ପରିଚିତ ହେବାରେ ଲାଗିଛନ୍ତି,ସେ ଖଳନାୟକ ହୋଇଥିଲେ ମଧ୍ୟ ତାଙ୍କ ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସେ ଓ ସେ ଅଭିନୟ କରିଥିବା ଚଳଚ୍ଚିତ୍ରକୁ ଲୋକମାନେ ବହୁତ ମଜାର ସହିତ ଉପଭୋଗ କରିବାରେ ଲାଗନ୍ତି।

ତାପରେ ଆଜି ଆମେ ଏଠାରେ ଆପଣ ମାନଙ୍କୁ ଏହି ଶ୍ରେଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ବିଷୟରେ ସବୁ କିଛି ଜଣେଇବାକୁ ଯାଉଛୁ।ଆପଣ ମାନେ ରାଇମୋହନ ପରିଡାଙ୍କୁ ବହୁତ ଭଲ ଭାବରେ କଣିଥିବେ କିନ୍ତୁ ଆପଣ ମାନେ ଜାଣିଛନ୍ତିକି ତାଙ୍କ ଝିଅ କିଏ ଆଉ କିଏ ତାଙ୍କର ପତ୍ନୀ ଓ ସେ ଏବେ କେଉଁଠାରେ ଅଛନ୍ତି ? ତାପରେ ରାଇଅମୋହନ ପରିଡାଙ୍କ ଘର ପରିବାର ଓ ସମ୍ପତ୍ତି କେତେ ଆପଣ ମାନଙ୍କ ଭିତରୁ କେହି ଜାଣିଛନ୍ତିକି ? ଯଦି ଜାଣି ନାହାନ୍ତି ତାହେଲେ ଆଗକୁ ନିଶ୍ଚିତଭାବରେ ମନଧ୍ୟାନ ଦେଇ ପଢ଼ନ୍ତୁ।ଆଉ ଏଠାରୁ ଆପଣ ରାଇମୋହନ ପରିଡାଙ୍କ ବିଷୟରେ ସବୁ ଅଜଣା କଥା ଜାଣିପାରିବେ।ଯାହାକୁ ଆପଣ ଆଗରୁ କେବେ ଶୁଣି ନଥିବେ ଓ ଏହାକୁ ଶୁଣି ଆପଣ ମାନେ ନିଶ୍ଚିତଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ରାଇମୋହନ ପରିଡା ସେ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ଏହା ବ୍ୟତିତ ବର୍ତ୍ତମାନ ସମୟରେ ତାଙ୍କର ଭୁବନେଶ୍ୱର ଠାରେ ଦୁଇଟି ବଡ଼ ବଡ଼ ଆଲିସାନ ଘର ଅଛି।ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଶିକ୍ଷାନୁଷ୍ଠାନରେ ବିଦ୍ୟା ଅର୍ଜନ କରିଥିଲେ।ସେ ଚଳଚ୍ଚିତ୍ର ଜଗତକୁ ଆସିବ ପୂର୍ବରୁ ଅଶ୍ରୁମୋଚନ ମହାନ୍ତିଙ୍କ ସହିତ ମିଶି ତାରିଣୀ ଗଣନାଟ୍ୟରେ କାମ କରୁଥିଲେ।ଆଜ୍ଞା ହଁ ସେ ସେହି ଅଭିନେତା ଯିଏ ତାରିଣୀ ଗଣନାଟ୍ୟରେ ଅଭିନୟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଜଣେ ବହୁତ ବଡ଼ କଳାକାର ହୋଇ ପାରିଛନ୍ତି।ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୧୯୯୪ ମସିହାରେ ପାଦ ଦେଇଥିଲେ।ଆଉ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଗଙ୍ଗଶିଉଳି ଆଉ ଯାହା ଆଜିକୁ ପ୍ରାୟ ୩୫ ବର୍ଷ ତଳେ ତିଆରି ହୋଇଥିଲା।ଏହାପରେ ସ ପ୍ରାୟ ୭୦ ଟି ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି।

ରାଇମୋହନଙ୍କ ପତ୍ନୀଙ୍କର ନାମ ହେଲା ରଞ୍ଜିତା ପରିଡା।ଆଉ ଦୁଇ ଜଣଙ୍କର ବାହାଘର ପ୍ରାୟ ୧୯୮୬ ମସିହାରେ ହୋଇଥିଲା।ରାଇମୋହନ ପରିଡାଙ୍କୁ ଆପଣ ମାନେ ବୋଧେ ଜାଣିନଥିବେ ଆଉ ତାଙ୍କର କେବଳ ଗୋଟେ ମାତ୍ର ଝିଅ ଅଛି ଯାହା ଦିଲ୍ଲୀରେ ରହି ପାଠ ପଢୁଛି,ଆଉ ତାଙ୍କ ଝିଅର ବୟସ ପାଖା ପାଖି ୨୪ ବର୍ଷ ହେଲାଣି।ତଥାପି ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି।ରାଇମୋହନ ପରିଡା ଗୋଟେ ଚଳଚ୍ଚିତ୍ର କରିବା ପାଇଁ ପାଖାପାଖି ୫-୭ ଲକ୍ଷ୍ୟ ଟଙ୍କା ନେଇ ଥାନ୍ତି।ସେ ଗୋଟେ ବ୍ରାଣ୍ଡର ପ୍ରମୋସନ କରିବା ପାଇଁ ପାଖାପାଖି ୮୦ ହଜାରରୁ ଦେଢ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।ତାଙ୍କର ଏକ ପଲସର ବାଇକ ଅଛି।ଆଉ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨-୩ କୋଟି ଟଙ୍କାର ହେବ।ସେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ ନା କେବେ ସିଗ୍ରେଟ ଟାଣିଛନ୍ତି ନା କେବେ ମଦ ପିଇଛନ୍ତି ରିଲ ଲାଇଫରେ ଖଳନାୟକ ହେଲେ ମଧ୍ୟ ରିଏଲ ଲାଇଫରେ ସେ ଜଣେ ସାଧୁ ଅଟନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ