ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଶିକ୍ଷକ: ଯଦି ଆପଣ ଏକ ଜଙ୍ଗଲରେ ଅଛନ୍ତି ଏବଂ ସିଂହ ସେଠାରେ ଆସନ୍ତି ତେବେ ଆପଣ କ’ଣ କରିବେ? ବାଳକ: ସାର୍, ମୁଁ ଗଛ ଉପରକୁ ଯିବି, ଗୁରୁ: ଯଦି ସେ ମଧ୍ୟ ସେଠାକୁ ଆସନ୍ତି? ପୁଅ: ତା’ପରେ ମୁଁ ପାଣି ଭିତରକୁ ଡେଇଁବି? ଶିକ୍ଷକ: ଏବଂ ଯଦି ଏହା ପାଣି ଭିତରକୁ ଆସେ? ବାଳକ: ସାର୍, ପ୍ରଥମେ ତୁମେ ମୋତେ କୁହ ଯେ ସିଂହ ତୁମର ସମ୍ପର୍କୀୟ କି ଏତେ ସାପୋର୍ଟ କରୁଚ?
୨) ଡାକ୍ତର ମହିଳାଙ୍କ ପାଟିରେ ଥର୍ମୋମିଟର ରଖି ତାଙ୍କୁ କିଛି ସମୟ ପାଟି ବନ୍ଦ କରିବାକୁ କହିଲା… ପତ୍ନୀ ଚୁପ୍ ରହିଥିବାର ଦେଖି ସ୍ୱାମୀ ପଚାରିଲେ… ଡାକ୍ତର ସାର୍… ଏହି ଯାଦୁକରୀ ଜିନିଷ କେତେ ଟଙ୍କାର ଆସେ?

୩) ସ୍ତ୍ରୀ : ଆଜି ମୋ ହିଲ ଚପଲ ଭାଙ୍ଗିଗଲା ସନ୍ଧ୍ୟା ବେଳକୁ ମୋ ପାଇଁ ନୂଆ ଚପଲ ନେଇ ଆସିବ
ସ୍ୱାମୀ : ଠିକ ଅଛି ଆଜି ସନ୍ଧ୍ୟାରେ ମନ୍ଦିର ଯିବା ତମର ହଳେ ମୋର ହଳେ ନୂଆ ଚପଲ ଆଣିବା
୪)ଶିକ୍ଷକ – ଗତକାଲି ତୁମେ ସ୍କୁଲକୁ କାହିଁକି ଆସିଲ ନାହିଁ ..? ପୁଅ – ମୁଁ ଭଲ ଅନୁଭବ କରୁ ନଥିଲି .. ଶିକ୍ଷକ – ଠିକ ଅଛି ..! ତେଣୁ ଆସନ୍ତାକାଲି ଡାକ୍ତରଙ୍କ ଔଷଧ ପ୍ରେସକ୍ରିପସନ୍ ଆଣ ..! ବାଳକ – ମୁଁ ବାବାଙ୍କ ପାଖକୁ ଯାଇଥିଲି ସେ ବିଭୂତି ଦେଇଛନ୍ତି।
୫) ଅଞ୍ଜଳୀ ରିକ୍ସା ବାଲା କୁ ପଚାରିଲା : କଣ ଭାଇ ଯିବ କି?
ରିକ୍ସା ବାଲା : ନିଶ୍ଚୟ ଯିବ ଏବେ ଏବେ, ତେଲ ଲଗେଇ ଠିଆ କରିଛି..
ଅଞ୍ଜଳୀ- ତାହାଲେ ପଛକୁ ବୁଲେଇ ସାଇଡ଼ କର ମୋ ସ୍କୁଟି ଭିତରେ ଅଛି।
୬)ଥରେ ଖାଲି ବାହାଘର ହେଇଯାଉ ତା ପରେ ନିଜ ସ୍ତ୍ରୀକୁ ଏତେ ଭଲ ପାଇବାର ଅଛି ପଡୋଶୀ ଦେଖି କହିବେ କାଶ ମୁଁ ବି ତା ସ୍ତ୍ରୀ ହେଇଥାନ୍ତି ।
୭) ମହିଳା : ଡକ୍ଟର ସର ମୋ ଓଠରେ ଇନଫେକସନ ହେଇଯାଇଛି ।
ମହିଳା : ବର୍ଷରେ ଥରେ ।
ଡକ୍ଟର : ଇନଫେକସନ ନୁହ ଜଙ୍ଗ ଲାଗି ଯାଇଛି ।
୮) ୧୯୯୦ରେ ଝିଅ ମାନଙ୍କ ମନରେ ଡର ରହୁଥିଲା କେଜାଣି କେମିତିକା ସାସୁ ମିଳିବ ।
୨୦୨୦ରେ ସାସୁମା ମାନଙ୍କ ମନରେ ଡର ଅଛି କେଜାଣି କେମିତିକା ବହୁ ମିଳିବ ।
୯)କିଛି ଲୋକ ବିଡି ପିବା ପରେ ବିଡି ଗୋଡ ତଳେ ଏମିତି ଚକଟି ଥାନ୍ତି ଯେମିତି ସେ କୋର୍ଟରେ ଯାଇ ତାଙ୍କ ବିରୁଦ୍ଧରେ କମ୍ପଲେନ କରିବ ।

୧୦) ଛୁଆ : ବାପା ତମେ ଯେମିତି ବାଡାଅ ଜେଜ ଭି ତମକୁ ସେମିତି ବାଡଉଥିଲେ ?
ବାପା : ହଁ ପୁଅ ।
ଛୁଆ : ତେବେ ଏହି ଖାନଦାନି ଗୁଣ୍ଡାଗର୍ଦି କେତେ ଦିନ ଚାଲିବ ।
୧୧) ଭଲ ହେଇଛି ମୋ ସବୁ ସପନ ପୁରା ହଉ ନାହିଁ ।ନଚେତ ମୋ ସାଙ୍ଗମାନେ କାହା କାହାକୁ ଭାଉଜ କହି ଡାକିବେ ଠିକ ନାହିଁ।
୧୨)ନିଜ ସାଙ୍ଗ ମାନଙ୍କ ମହତ୍ଵ ବୁଝ ତମ ବାହାଘରରେ ତାଙ୍କୁ ହିଁ ମୁଜରା କରିବାର ଅଛି ।
୧୩) ଆମ ସମୟରେ ୩ଜି, ୪ଜି ନଥିଲା କେବଳ ଗୁରୁଜୀ ଥିଲେ ।
କେବଳ ଗୋଟେ ଜାବଡାରେ ସବୁ ନେଟୱର୍କ ଆସି ଯାଉଥିଲା ।

୧୪) ଚାଇନା ଲୋକଙ୍କ ଆଖି ଯେତେ ବଡ ରହିଥାଏ ଭାରତରେ ସ୍କୁଲ ପ୍ରାର୍ଥନା ରେ ଛୁଆଙ୍କ ଆଖି ସେତିକି ଖୋଲା ଥାଏ ।
୧୫) ସ୍ତ୍ରୀ ଜଣେ ଡାକ୍ତର ଙ୍କ ପାଖକୁ ଯାଇଥିଲେ
ସ୍ତ୍ରୀ : ମୋ ସ୍ୱାମୀ ଙ୍କର ଆଉ ଉଠୁନି
ଡାକ୍ତର : ଜାପାନୀ ତେଲ ମାର
ସ୍ତ୍ରୀ : ତଥାପି ଉଠୁନି
ଡାକ୍ତର: ତାହାଲେ ଭିତରକୁ ଆସ,ମୋର ହଉଚି କି ନାଈଁ ଟେଷ୍ଟ କରିବା
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।