ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
ପତ୍ନୀ ତାଙ୍କ ସ୍ୱାମୀଙ୍କ ସହିତ ମନ୍ଦିରକୁ ଗଲେ… ଏବଂ ବରଗଛରେ ନାଲି ସୂତା ବାନ୍ଧି ମନସ୍କାମନା ମାଗିଲେ, ତା’ପରେ ତୁରନ୍ତ ସୂତାଟି ଖୋଲିଦେଲେ ସ୍ୱାମୀ – କ’ଣ ହେଲା, ସୂତା କାହିଁକି ଖୋଲିଲା? ପତ୍ନୀ- ମୁଁ ଏକ ମନସ୍କାମନା କରିଥିଲି ଯେ, ତୁମର ଜୀବନର ସମସ୍ତ ଅସୁବିଧା ଦୂର ହେଇ ଯାଉ, ତା’ପରେ ହଠାତ୍ ମୁଁ ଭାବିଲି ଯେ ମୁଁ ମରିଯିବି ଯଦି?
୨) ଶିକ୍ଷକ ; ନଦୀ ମଝିରେ ଲେମ୍ବୁ ଗଛ ଅଛି,ଏବେ କୁହ ତମେ ସେହି ଲେମ୍ବୁ କେମିତି ତୋଳିବ
ଚିଣ୍ଟୁ : ଚଢ଼େଇ ହେଇ
ଶିକ୍ଷକ : ଚଢେଇ କଣ ତତେ ତୋ ଜେଜ ଆସି ବନେଇବ
ଚିଣ୍ଟୁ : ନାଇଁ ତମ ଜେଜ ଯିଏ ନଇ ମଝିରେ ଲେମ୍ବୁ ଗଛ ଲଗେଇ ଥିଲା।

୩)ଶିକ୍ଷକ: ଏହା କ’ଣ ଯାହା ଆମେ ଦେଖିପାରୁ ନାହୁଁ କି ଅନୁଭବ କରିପାରିବୁ ନାହିଁ, ତଥାପି ଆମେ ଏହା ବିନା ବଞ୍ଚି ପାରିବୁ ନାହିଁ? ବଣ୍ଟି: ପବନ
ଶିକ୍ଷକ: ବହୁତ ଭଲ
ମୋନୁ: ଆହୁରି ଗୋଟେ ଜିନିଷ ଅଛି
ଶିକ୍ଷକ: ଠିକ ଅଛି, ତୁମେ ମୋତେ କୁହ ତାହା କ’ଣ?
ମୋନୁ: ଇଣ୍ଟରନେଟ୍ ସଂଯୋଗ!
୪)ସ୍ୱାମୀ ଏବଂ ସ୍ତ୍ରୀ ବିଦେଶ ଯାଉଥିଲେ… ପତ୍ନୀ – ଯଦି ମୁଁ ସେଠାରେ ହଜି ଯାଇଥିଲି, ତୁମେ ମୋତେ କିପରି ପାଇବ…?
ସ୍ୱାମୀ – ମୁଁ ସବୁ ରାସ୍ତାରେ ହଜିଯାଇଛି ବୋଲି ପୋଷ୍ଟର ଫଟୋ ଲଗେଇବି।
ପତ୍ନୀ – ୱୋ, ଜାନୁ, ପୋଷ୍ଟରରେ ତୁମେ କ’ଣ ଲେଖିବ?
ସ୍ୱାମୀ – ଏହି ମୋଟି ମଇକେନା କୁ ଯିଏ ପାଇଲା ତାର..
୫)କାନ୍ଥରେ ଲେଖାଥିଲା “ଏଠାରେ କୁକୁରମାନେ ସୁସୁ କରନ୍ତି!” ସାନ୍ତା ସେଠାରେ ସୁସୁ କରିଦେଲା ଏବଂ ତା’ପରେ ହସିଲେ: ଏହା ବୁଦ୍ଧି କୁହାଯାଏ .. ସୁସୁ ମୁଁ କଲି ଏବଂ କୁକୁରର ନା ଆସିବ !!

୬)ଓକିଲ – ହନିମୁନ୍ ପରଦିନ ଛାଡପତ୍ର କରିବାକୁ ପଡିଲା କ’ଣ ହେଲା ଏମିତି? …
ଚିଣ୍ଟୁ – ମୁଁ କହିଲି, ଓଢଣୀ ଉଠା, ତା’ପରେ ସେ କହିଲା – ତୁମେ ଉଠାଅ…! ସେହି ସମୟରେ ମୁଁ ବୁଝିଗଲି ଯେ ଏଇ ମାଇକେନା ଗୋଟେ କାମ ଚୋର !!! ତୁରନ୍ତ ୟାକୁ ବିଦା କରିବା ଦରକାର।
୭)ଆଲମୀରା ଖୋଲିଲେ ସବୁ ମହିଳାଙ୍କ ଦୁଇଟି ମୁଖ୍ୟ ସମସ୍ୟା ହୋଇଥାଏ , ପିନ୍ଧିବା ପାଇଁ କପଡା ନାହିଁ ଓ ରଖିବା ପାଇଁ ଜାଗା ନଥାଏ ।
୮) ପୁଅ ତୁମେ ଚାଇନିଜ୍ ପରି ଦେଖାଯାଉଛ , ଝିଅ : କାରଣ ମୋର ବାପା ଚାଇନିଜ୍ ଅଟନ୍ତି , ପୁଅ : ଏବେ ସେ କେଉଁଠି ଅଛନ୍ତି , ଝିଅ : ମରି ଯାଈଛନ୍ତି , ପୁଅ : ଚାଈନାର ମାଲ୍ ଥିଲା ସେମିତି କେତେ ଦିନ ବା ଚାଲିଥାନ୍ତା ।
୯)ଥରେ ଜଣେ ମଉସା ଏକ ମାଉସୀଙ୍କୁ କମେଣ୍ଟ ମାରିଦେଲେ , ଆଣ୍ଟୀ ଅଙ୍କଲଙ୍କୁ ବହୁତ ଗାଳିକଲେ , ପାଖରେ ଏକ ପୁଅ ଯାଉଥିଲା କହିଲା କଣ ହେଲା ଆଣ୍ଟୀ, ଅଙ୍କଲ୍ : କିଛି ନାହିଁ ପୁଅ : ପୁରୁଣା ଟ୍ରାନ୍ସଫରମର୍ ଅଟେ , ଢିଲା ହୋଇଗଲାଣି ।
୧୦) ମୋନୁ : ମୋତେ ଜଣାଅଛି ତୁମର କାହାର ସହ ଆଫେୟାର୍ ଚାଳୁଛି , ନେହା : ହଁ ତ କଣ ହେଲା , ମୋନୁ : ନିଜ କାନ ପାଖରେ ବନ୍ଧୁକ ରଖିଲା , ଏହା ଦେଖିକରି ନେହା ହସିବାକୁ ଲାଗିଲା , ମୋନୁ : ଏତେ ଖୁସି ହୁଅ ନାହିଁ , ଏହି ବନ୍ଧୁକରେ ଗୁଳି ଦୁଇଟୀ ଅଛି , ଓ ଆଗାମୀ ଗୁଳି ତୁମ ପାଇଁ ଅଟେ ।
୧୧)ଆଜି କାଲି ମାତା ପିତାଙ୍କୁ ଦୁଇଟି ଚିନ୍ତା ରହିଥାଏ , ପ୍ରଥମ : ଇଣ୍ଟରନେଟ୍ ରେ ପୁଅ କଣ ଡାଉନଲୋଡ୍ କରୁଛି , ଓ ଦ୍ୱିତୀୟଟି ହେଲା ଝିଅ : ଇଣ୍ଟରନେଟ୍ ରେ କଣ ଅପଲୋଡ୍ କରୁଛି

୧୨)ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ପାର୍କରେ ବସି କଥା ହଉଥିଲେ ।
ବୟଫ୍ରେଣ୍ଡ : ମୁଁ ତମକୁ ବାହା ହେଇ ପାରିବିନି ଆମ ଘରେ ରାଜି ହେଉ ନାହାଁନ୍ତି
ଗାର୍ଲଫ୍ରେଣ୍ଡ : ତମ ଘରେ କିଏ କିଏ ଅଛନ୍ତି?
ବୟଫ୍ରେଣ୍ଡ ; ଦୁଇଜଣ ଛୁଆ ଆଉ ମୋ ସ୍ତ୍ରୀ
(ଗାର୍ଲଫ୍ରେଣ୍ଡ ବେହୋସ)
୧୩) ସାଣ୍ଟା- ବନ୍ଧୁ, ମୋର ଘଣ୍ଟା କୌଣସି ସ୍ଥାନରେ ହଜିଯାଇଛି, ଆପଣ ଦେଖିଛନ୍ତି କି?ବଣ୍ଟା – ତୁମର ଘଣ୍ଟା ବନ୍ଦ ଥିଲା କିମ୍ବା ଚାଲୁଥିଲା
ସାନ୍ତା – ଚାଲୁଥିଲା
ବଣ୍ଟା – ତାହାଲେ ସେ ଚାଲି ଚାଲି କୁଆଡେ ପଳେଇଥିବ ଆଉ ବାଟ ଭୁଲି ଯାଇଥିବ
୧୪ )ସମାଚାର- ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ବିଳମ୍ବରେ ଚାଲୁଛି
ପପୁ – ତେବେ ବର୍ଷା କୁ ଟ୍ରେନରୁ ଓଲେହି ଦଉନ କାହିଁକି ?
୧୫) ଆକବର – (ଗୋଟିଏ ଚକ ଖଡ଼ି ରେ ଗାର ଭୂମିରେ ଟାଣି) ବିରବଲ, ଏଇ ଗାର ଟିକୁ ନଛୁଇଁ ଛୋଟ କରି ପାରିବ କି ?
ବିରବଲ – (ଚକ୍ ଖଡ଼ି ଟିକୁ ନେଇ ସେହି ଗାର ପାଖେ ଏକ ବଡ଼ ଗାର ଟାଣିଦେଲେ ଏବଂ କହିଲେ) ଦେଖନ୍ତୁ ମହାରାଜ ଆପଣଙ୍କ ଗାରଟି କେମିତି ଛୋଟ ହୋଇଗଲା,ମୁଁ ଆପଣଙ୍କ ଗାର କୁ ବିଲକୁଲ ଛୁଇଁନି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ