ନିଜର ବଡ଼ ଅଙ୍ଗ ପାଇଁ ସଭିଙ୍କ ଆଗରେ ହଟ ହଟା ହେଲେ କାଜଲ

ଯେତେବେଳେ ହଟ ଶାଢ଼ୀ ପିନ୍ଧି ସର୍ମଶାର ହେଲେ କାଜୋଲ ଦେବଗନ।

ବଲିଉଡ ଅଭିନେତ୍ରୀ ପଛେ ନିଜ ବୟସର ୪୦ ବର୍ଷ ବିତେଇ ସାରିଲେଣି କିନ୍ତୁ ଆଜିବି ସେ ମଧ୍ୟ ବହୁତ ସୁନ୍ଦରୀ ଆଉ ବୋଲ୍ଡ ରୂପରେ ନଜର ଆସନ୍ତି।ଆଜ୍ଞା ହଁ ଏମାନଙ୍କ ଭିତରୁ ଏମିତି ଏକ ଅଭିନେତ୍ରୀ ଅଛନ୍ତି ଯେ ହେଉଛନ୍ତି କାଜୋଲ ଦେବଗନ।କାଜଲ ଏବେ ପ୍ରାୟ ୪୬ ବର୍ଷର ହୋଇ ସାରିଲେଣି କିନ୍ତୁ ଆଜି ମଧ୍ୟ ସେ ପ୍ରାୟ ଭଲ ଭଲ ହିରୋଇନ ମାନଙ୍କୁ ଟକ୍କର ଦେଇ ପାରିବେ।ଆପଣଙ୍କୁ କହି ରଖିବୁକି ଏନବିଟି ଉତ୍ସବ ଆୱାର୍ଡ ୨୦୧୯ ରେ ଅଭିନେତ୍ରୀ କାଜଲ ଲାଇଟ ଗ୍ରିନ ପ୍ଲାମ ସୂଟରେ ନଜର ଆସିଥିଲେ।ଏହି ଡ୍ରେସ ସହିତ ଥ୍ରୀଲ ତାଙ୍କର ଷ୍ଟାଇଲ ଆହୁରି ସୁନ୍ଦର ବନେଇ ଦେଇଥିଲା।ଆଉ ସେଠି ଲାଇଟ ଓ କ୍ୟାମେରା ସହିତ କାଜଲ ନିଜ ଉଣ୍ଡରେ ହାଇ ପୋନି ଟେଲ ବନେଇଥିଲେ।ଆଉ ତାପରେ ସେ ନିଜର ଫୋଟୋ ମଧ୍ୟ ନିଜେ ଇନଷ୍ଟା ଗ୍ରାମରେ ସେୟାର କରିଥିଲେ।

ତାପରେ ତାଙ୍କର ପ୍ରଶଂସକ ତାଙ୍କର ଏହି ଫୋଟୋ ଗୁଡିକୁ ଦେଖି ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିବାରେ ଲାଗିଥିଲେ।ସେମିତିରେ ଆପଣଙ୍କୁ କହି ରଖିବୁ କାଜଲ ବହୁତ ଗୁଡିଏ ଆୱାର୍ଡ଼ ସୋରେ ନିଜର ଲୁକକୁ କାଜଲ ବହୁତ ସାଧଆରଣ ରଖନ୍ତି କିନ୍ତୁ ସେଥିରେ ବୋଲ୍ଡନେଶର ତଡକା ନିଶ୍ଚିତ ଭାବରେ ଲାଗନ୍ତି।ଆଉ ସେଠି ସେ ଆୱାର୍ଡ ସୋରେ ତାଙ୍କର ସେ ଡ୍ରେସରେ ଥିବା କ୍ଳଞ୍ଜି ନେକଲାଇନ ସମସ୍ତଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିବାକୁ ବାଧ୍ୟ କରିଥିଲା।ତାଙ୍କର ଏହି ଆଉଟ ଫିଟରେ ପଲନଜିଙ୍ଗ ନେକ ଲାଇନ ପାଇଁ ତାଙ୍କୁ ଚୋଲର୍ସଙ୍କର ମଧ୍ୟ ସାମ୍ନା କରିବାକୁ ପଡିଥିଲା।ଏହାର ମୁଖ୍ୟ କାରଣ ହେଲା ତାଙ୍କର ଏକ ଡ୍ରେସରେ ତାଙ୍କର କ୍ଲିଭେଜ ବହୁତ ଅଧିକ ଦେଖା ଯାଉଥିଲା।

ଆଉ ଏହା କାରଣରୁ ସେ ସେଠାରେ ବହୁତ ଅସହଜ ମନେ କରୁଥିଲେ।ଆଉ ଯେତେବେଳେ ତାଙ୍କୁ ସେ ଡ୍ରେସରେ କିଛି ଅସୁବିଧା ଲାଗିଲା ତାପରେ ସେ ତୁରନ୍ତ ନିଜର ଇଣ୍ଟରଭ୍ୟୁ ଶେଷ କରି ସେ ସ୍ଥାନରୁ ବାହାରକୁ ଚାଲିଗଲେ।କେବଳ କାଜଲ ହିଁ ନୁହଁ କାଜଲଙ୍କ ବ୍ୟତୀତ ତାଙ୍କ ଝିଅ ନେଆସା ଦେବଗନ ମଧ୍ୟ ତାଙ୍କଠାରୁ ବହୁତ ଆଗୁଆ ଅଛନ୍ତି।ନେଆସାଙ୍କ ବିକିନି ଫୋଟୋ ତାଙ୍କ ସୋସିଆଲ ମେଡିଆରେ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି।ଆଉ ସେପଟରେ ନେଆସା ଦେଵଗନ ନିଜ ବିରୁଦ୍ଧରେ ଅନେକ ଗୁଡିଏ କଣ୍ଟ୍ରୋଭର୍ଶି ସୃଷ୍ଟି କରିବାରେ ପଛରେ ରହି ନାହାନ୍ତି।ସେ ପ୍ରାୟ ସମୟରେ ଇଭେଣ୍ଟରେ ବା ଆୱାର୍ଡ ସେରିମନିରେ ନିଜ ମାଙ୍କ ସହିତ ଲଢେଇ ଝଗଡା କରୁଥିବାର ଦେଖାଯାଆନ୍ତି।ଏହି କାରଣରୁ ତାଙ୍କୁ ବହୁତ ଟ୍ରୋଲ କରାଯାଏ।

ଆମେ ଆପଣଙ୍କୁ କହି ରଖିବୁକି ନେଆସା ଦେଵଗନ ନିଜ ପରିବାର ଠାରୁ ଦୁରେରେ ବ୍ୟାଙ୍ଗଲୋର ଠାରେ ରହୁଛନ୍ତି।ଆଉ ସେଠାରେ ନିଜର ପାଠ ପଢା ମଧ୍ୟ ଜାରି ରଖିଛନ୍ତି, ଆଉ ସେଠାରେ ପ୍ରାୟ ନେଆଶା ଦେବଗନ ନିଜ ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି।ବର୍ତ୍ତମାନ ସମୟରେ କଥା ଉଠୁଛିକି ନେଆସା ଦେଵଗନ କାଳେ ନିଜ ମାଙ୍କ ଭଳି ଚର୍ମ ଟ୍ରିଟମେଣ୍ଟ କରୁଛନ୍ତି।କାଜଲ ଓ ତାଙ୍କ ଝିଅ ଦୁହେଁ ଦୁହିଁଙ୍କ ଠାରୁ କମ ନୁହଁନ୍ତି ଆଉ ଦୁଇଜଣ ନିଜ ସୁନ୍ଦରତାରେ ସମସ୍ତଙ୍କୁ ଦିୱାନା କରି ରଖିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.