ସ୍ବରାଜ ଙ୍କ ବିଷୟରେ ଅଜଣା କଥା,ତାଙ୍କ ପରିବାର,ଗାର୍ଲଫ୍ରେଣ୍ଡ ଏବଂ ଜୀବନୀ

ପ୍ରଥମ ଥର ଜାଣନ୍ତୁ ସ୍ୱରାଜଙ୍କ ବିଷୟରେ ଆଗରୁ କେବେ ଜାଣିନଥିବେ।

ଆଜିକାଲି ଯୁଗରେ ଟିଭି କିଏ ନଦେଖେ ଆଉ ସାଧାରଣତଃ ଲୋକ ମାନେ ସେମାନଙ୍କ ମନୋରଞ୍ଜନ ପାଇଁ ହେଉ କିମ୍ବା ସମୟ ବିତେଇବା ପାଇଁ ହେଉ ସେମାନେ ଟିଭି ଦେଖିଥାନ୍ତି।ଆଉ କାହାର ପସନ୍ଦ କେଉଁ ଭଳି ହୋଇଥାଏ ତାହା ମଧ୍ୟ ଠିକ ହୋଇନଥାଏ।ଆମ ମାନଙ୍କ ଭିତରୁ କାହାକୁ ଚଳଚ୍ଚିତ୍ର ଦେଖିବାକୁ ଭଲ ଲାଗେତ ଆଉ କାହାକୁ ଖେଳ,ନ୍ୟୁଜ,ସିରିଏଲ ଓ ଆହୁରି ଅନେକ ଜିନିଷ ଦେଖି ନିଜ ସମୟ ବ୍ୟତୀତ କରିବାକୁ ତାଙ୍କୁ ଭଲ ଲାଗେ।ଚଳଚ୍ଚିତ୍ର ମାନଙ୍କ ଭିତରେ ଆହୁତି କେତେକ ପ୍ରକାର ଚଳଚ୍ଚିତ୍ର କାହାକୁ ଭଲ ଲାଗେନି ଆହୁରି କେତେ ପ୍ରକାରର ତାଙ୍କୁ ଭଲ ଲାଗେ।ଏମିତିରେ ଦେଖିବାକୁ ଗଲେ ପ୍ରାୟ କେତେକ ଲୋକଙ୍କୁ ହିନ୍ଦୀରେ ଆସୁଥିବା ଚଳଚ୍ଚିତ୍ର ଓ ତେଲୁଗୁ,ତାମିଳି ଚଳଚ୍ଚିତ୍ର ଗୁଡିକ ଭଲ ଲାଗେତ ଆଉ କେତେଜଣଙ୍କୁ ଓଡ଼ିଆରେ ଆସୁଥିବା ଚଳଚ୍ଚିତ୍ର ଭଲ ଲାଗେ।

ଏହି ଓଡ଼ିଆ ଚଳଚ୍ଚିତ୍ର ଆମ ଓଡ଼ିଶାରେ ପ୍ରାୟ ଓଡ଼ିଆ ଲୋକ ଦେଖିବାକୁ ଭଲ ପାଆନ୍ତି।ଆଉ ଏହାକୁ ଦେଖି ପ୍ରାୟ ଓଡ଼ିଶାର ଲୋକ ଏହାକୁ ଉପଭୋଗ କରିଥାନ୍ତି,ଆଉ ସେମାନଙ୍କ ଖାଲି ସମୟ ମଧ୍ୟ ବ୍ୟତୀତ ହୋଇଯାଏ।ଆଉ ଆମେ ମାନେ ଗର୍ବ କରିବା କଥା ଆମ ଓଡ଼ିଆ ଅଭିନେତା ମାନେ ଏତେ ପରିଶ୍ରମ କରି ଆମକୁ ମନୋରଞ୍ଜନ କରିବାରେ ଲାଗିଛନ୍ତି।ଆପଣ ମାନେ ଓଡ଼ିଆ ଚଳଚ୍ଚିତ୍ର ହିରୋ ସ୍ୱରାଜ ବାରିକଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ଆଜି ଆମେ ଏଠାରେ ସ୍ୱରାଜଙ୍କ ବିଷୟରେ ଟିକିନିକି କଥା ଆପଣଙ୍କୁ ଜଣେଇବାକୁ ଯାଉଛୁ।ଯେମିତି ସେ କେଉଁଠି ରୁହନ୍ତି ତାଙ୍କ ବାପା ମା କିଏ ଏହି ଭଳି କିଛି ତଥ୍ୟ ସବୁକୁ ଆମ ଏଠାରେ ବିସ୍ତାର ଭାବରେ ଵର୍ଣ୍ଣନା କରିବାକୁ ଯାଉଅଛୁ।

ତାହେଲେ ଓଲିଉଡ ଇଣ୍ଡଷ୍ଟ୍ରୀ ବା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶିଶୁ କଳାକାର ଭାବରେ ପ୍ରବେଶ କରିଥିଲେ ଶିଶୁ ଅଭିନେତା ସ୍ୱରାଜ ବାରିକ।ସ୍ୱରାଜ ବାରିକ ନିଜ ପରିଶ୍ରମ ବଳରେ ଅନେକ ଗୁଡିଏ ଚଳଚ୍ଚିତ୍ରରେ କଠିନ ପରିଶ୍ରମ କରି ଲୋକମାନଙ୍କ ହୃଦୟରେ ଏକ ଅଲଗା ସ୍ଥାନ ବନେଇ ପାରିଥିଲେ।ତାଙ୍କ ଶିଶୁ ଚରିତ୍ରରେ ଅଭିନୟ ଅନେକ ଦର୍ଶକ ମାନଙ୍କୁ ବେଶ ଖୁବ ପସନ୍ଦ ଆସୁଥିଲା।ବହୁତ ଚଳଚ୍ଚିତ୍ରରେ ଅନୁଭବ ମହାନ୍ତିଙ୍କ ଶିଶୁ ଚରିତ୍ରରେ ନଜର ଆସୁଥିଲେ ସ୍ୱରାଜ ବାରିକ।ହର ପଟ୍ଟନାୟକ ତାଙ୍କୁ କହିଥିଲେକି ଯଦି ହିରୋ ହେବାର ଅଛି ତାହେଲେ ଶିଶୁ ଚରିତ୍ରରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ରହିବା ଉଚିତ।ଆଉ ଏହି କାରଣରୁ ସେ ପ୍ରାୟ ୪ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ରହିଥିଲେ।

ଏହା ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁ ମୋ ଲଭ ଷ୍ଟୋରିରେ ସ୍ୱରାଜ ହିରୋ ଭୂମିକାରେ ନଜର ଆସିଥିଲେ।ଆଉ ତାଙ୍କର ଏହି ହିରୋ ଭୂମିକାରେ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।ତାଙ୍କର ଅତି ସୁନ୍ଦର ଅଭିନୟ ପାଇଁ ସେ ଲୋକମାନଙ୍କ ମନରେ ଏକ ସୁନ୍ଦର ସ୍ଥାନ ବନେଇ ପାରିଥିଲେ।ଆଉ ସେ ବହୁତ ଶିଘ୍ର ଲୋକପ୍ରିୟ ହୋଇ ପାରିଥିଲେ।ସ୍ୱରାଜ ବାରିକ ହର ପଟ୍ଟନାୟକଙ୍କ ଶିକ୍ଷା ଅନୁଯାଇ ବହୁତ ଆଗକୁ ଯାଇ ପାରିଛନ୍ତି।ସ୍ୱରାଜ ବାରିକ ୧୯୯୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଆଉ ତାଙ୍କର ପ୍ରାୟ ବର୍ତ୍ତମାନର ବୟସ ହେଉଛି ୨୨ ବର୍ଷ।ଆଉ ତାଙ୍କର ଘର ହେଉଛି ବାରିପଦା କିନ୍ତୁ ସେ ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ରହୁଛନ୍ତି।ତାଙ୍କ ପରିବାରରେ ତାଙ୍କ ବାପା,ମା,ଜେଜେବାପା,ଜେଜେମା ଓ ଚାରି ଭଉଣୀ ଅଛନ୍ତି।ସ୍ୱରାଜ ବାରିକ ୩୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.