ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
୧) ଗୋଟେ ବ୍ୟକ୍ତି ଲଗାତାର ୧୨ ଦିନ ଚାଲିଥାଏ , ତେବେ ସେ ବିନା ଶୋଇ କିପରି ରହିପାରିବ ?
ଉତ୍ତର : ଯଦି ଏହି ପ୍ରଶ୍ନକୁ ଭଲ ଭାବେ ଜାଣିବେ ତେବେ ଜାଣିପାରିବେ କି ଏହାର ପ୍ରଶ୍ନ ମଧ୍ୟରେ ଉତ୍ତର ଅଛି , ପ୍ରକୃତରେ ବ୍ୟକ୍ତି ଦିନରେ ଚାଲିଥାଏ , ଓ ରାତିରେ ଶୋଇଥାଏ ।
୨) A B ର ବାପା ଅଟନ୍ତି , କିନ୍ତୁ B A ର ପୁଅ ନୁହେଁ ଏମିତି କିପରି ?
ଉତ୍ତର : ଏହି ପ୍ରଶ୍ନକୁ ଶୁଣିବାପରେ ଆପଣଙ୍କ ଦିମାଗରେ ଏହା କିପରି ସମ୍ଭବ ହୋଇପାରିବ ଭାବି ପ୍ରଶ୍ନ ଆସୁଥିବ , କିନ୍ତୁ ଯେବେ ଏହାକୁ ଭଲର୍ ଜାଣିବେ ତେବେ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ , ଏହି ପ୍ରଶ୍ନର ସଠିକ୍ ଜବାବ୍ ହେଲା B A ର ପୁଅ ନୁହେଁ ଝିଅ ଅଟେ ।

୩) ଗୋଟେ ସମୁଦ୍ରରେ ଏକ ଜାହାଜ ଯାଉଥିଲା, ଓ ସେହି ଜାହାଜରେ ସିଢି ତଳେ ଝୁଲିଥିଲା, ଯାହାର ଲମ୍ବାଇ ପ୍ରାୟ ୧୨ ଫୁଟ୍ ଥିଲା, ସେହି ସିଢିରେ ଚଢିବାପାଇଁ ଏକ ୭ ଫୁଟ୍ ର ବାଡିଥିଲା, କିନ୍ତୁ କିଛି ସମୟ ପରେ ସମୁଦ୍ରର ଜଳସ୍ତର ୩ ଫୁଟ୍ ବଢିଗଲା , ତେବେ ସିଢି କେତେ ଫୁଟ୍ ଉପରକୁ ଜଳସ୍ତର ଆସିଥିବ ,
ଉତ୍ତର ଏହାର ଉତ୍ତର ହେଲା କି ଏବେ ଏହି ୩ ଟି ସିଢିରେ ପାଣି ଉପରକୁ ଚାଲିଯାଇଥିବ , କାରଣ ପାଣିର ସ୍ତର ୩ ଫୁଟ୍ ଉପରକୁ ଚାଲିଯାଇଥିଲା, କିନ୍ତୁ ଆମେ ଆପଣଙ୍କୁ ସୁଚେଇଦେବୁ କି ଏହାର ସଠିକ୍ ଜବାବ୍ ହେଲା ସିଢିରେ ପାଣି ଭିତରକୁ ଆସିନଥିବ , କାରଣ ପାଣିର ସ୍ତରର ଉପରକୁ ଉଠିବା ସହ ଜାହାଜ ବି ଉପରକୁ ଉଠିଥିବ ।
୪) ଆମ ଭାରତରେ ଏପରି କେଉଁ ବ୍ୟକ୍ତିର ଗାଡିର ଚାଲାଣ କେବେ ମଧ୍ୟ କଟାଯାଇପାରିବ ନାହିଁ ?
ଉତ୍ତର : ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗଭର୍ନର ଙ୍କରଗାଡିର ଚାଲାଣ କେବେ କଟା ଯାଏ ପାରିବ ନାହିଁ
୫) ଆପଣଙ୍କ କେଉଁ ସିଷ୍ଟରଙ୍କ ସ୍ୱାମୀ ଆପଣଙ୍କ ଜିଜୁ ହୋଇନଥାନ୍ତି?
ଉତ୍ତର-ମେଡିକାଲ ସିଷ୍ଟର
୬) -ମୁଁ ପୁରୁଷ ଅଟେ କିନ୍ତୁ ଦୁଇଟି ଲୋକ କରେ ?ମୁଁ କଣ
ଉତ୍ତର-ଆଇନା
୭) -ମୁଣ୍ଡ ଅଛି ପାଦ ନାହିଁ ପେଟ ଅଛି ଆଖି ଅଛି କାନ ନାହିଁ ତାର?
ଉତ୍ତର-ସାପ
୮)ପାରାସୁଟ ସର୍ଵ ପ୍ରଥମେ କେଉଁ ଦେଶରେ ତିଆରି ହୋଇଥିଲା ?
ଉତ୍ତର-ଫ୍ରାନ୍ସ

୯) ରେଲଗାଡି ଇଞ୍ଜିନରେ ଶୌଚାଳୟ କଣ ପାଇଁ ନଥାଏ?
ଉତ୍ତର-୨୦୧୬ ପର୍ଯ୍ୟନ୍ତ ନଥିଲା ଏବେ ଅଛି।
୧୦) ଭାରତରେ ଏପରି କେଉଁ ରେଳ ଷ୍ଟେସନ ଯେଉଁଠି କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର-ମନତୁଙ୍ଗା ରେଳ ଷ୍ଟେସନ
୧୧) Wifi କେତେ ଦୂର ପର୍ଯ୍ୟନ୍ତ କନେଟ ହୋଇଥାଏ?
ଉତ୍ତର-୯୨ ମିଟର ପର୍ଯ୍ୟନ୍ତ
୧୨) କ୍ଷୀରରେ କେଉଁ ଏସିଡ ମିଳିଥାଏ ?
ଉତ୍ତର-ଲେଟ୍ରିକ ଏସିଡ
୧୩) ତାଜମହଲ କେଉଁ ବ୍ୟକ୍ତି ତିଆରି କରିଥିଲେ ?
ଉତ୍ତର-ସାହାଜହାନ୍
୧୪) ଅଣ୍ଟା ହାଡ଼ରେ କେତେ ହାଡ଼ ଥାଏ?
ଉତ୍ତର-୩୩ ହାଡ଼
୧୫) ଭାରତରେ କେଉଁ ରାଜ୍ୟରେ ଅଧିକ ମନ୍ଦିର ଅଛି ?
ଉତ୍ତର-ତାମିଲନାଡୁ
୧୬) ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା?
ଉତ୍ତର-ଭାରତ

୧୭) ଅପରାଧୀ ମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ହିଁ କାହିଁକି ଫାସୀ ଦିଆଯାଏ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଉତ୍ତର- ରାତିରେ ଶୋଇ ସକାଳୁ ଉଠୁ ଉଠୁ ବ୍ରେନ ଏତେ ସକ୍ରିୟ ହୋଇନଥାଏ।କାରଣ ଦିନସାରା ଅପେକ୍ଷା କରିବା ଅପରାଧୀଙ୍କ ମନରେ ଖରାପ ପ୍ରଭାବ ପକାଇପାରେ ଏବଂ ସୂର୍ଯ୍ୟ ଉଦୟ ପରେ ଅନ୍ୟ କାରାଗାର କାର୍ଯ୍ୟ ଆରମ୍ଭ ହୁଏ, ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଫାଶୀ ଦଣ୍ଡ ଦିଆଯାଏ ।
୧୮)ପୁରୁଷମାନେ ଜୀବନରେ କେବଳ ଥରେ ଅଧେ ବେଳେ ବେଳେ କ’ଣ କରନ୍ତି, ଏବଂ ମହିଳାମାନେ ସାରା ଜୀବନ ଏହି କାମ ଜାରି ରଖନ୍ତି?
ସଠିକ୍ ଉତ୍ତର ହେବ – ସିନ୍ଦୁର ଲଗେଇବା, ଆପଣ ଏହା ଭାବିଛନ୍ତି କି?
୧୯) ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ ଏବଂ ମୃତ୍ୟୁ ପୂର୍ବରୁ ଚାଲିଯାଏ?
ଉତ୍ତର- ଦାନ୍ତ
୨୦) କେଉଁ ଜିନିଷ ସୂର୍ଯ୍ୟକିରଣରେ ଶୁଖି ନଥାଏ?
ସଠିକ୍ ଉତ୍ତର ହେବ – ଝାଳ, ବନ୍ଧୁଗଣ,ଝାଳ ଏପରି ଏକ ଜିନିଷ ଯାହା ଖରାରେ ଶୁଖିଯାଏ ନାହିଁ ଅଧିକ ବାହାରେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।