ପୁରୀ ରେ ବଙ୍ଗୀୟ ଝିଅଙ୍କ ଦେହବେପାର ମାତ୍ର ୨୫୦ ଟଙ୍କା ରେ ସବୁ,ଜାଣନ୍ତୁ କେମିତି ଚାଲିଛି।
ପୁରୀରେ ଖୁଲମ ଖୁଲା ଚାଲିଛି ବଙ୍ଗୀୟ ସୁନ୍ଦରୀ ଙ୍କ ଦେହ ବେପାର। ଶ୍ରୀକ୍ଷେତ୍ର ପୁରୀ କୁ ବେଶ୍ୟାବୃତ୍ତି ପେଣ୍ଠସ୍ଥଳ ବନେଇ ସାରିଲେଣି ବଙ୍ଗୀୟ ସୁନ୍ଦରୀ। ପୁରୀ ର ବିଭିନ୍ନ ହୋଟେଲ ରେ ଦେହ ବେପାର କରୁଛନ୍ତି ବଙ୍ଗାଳୀ ଝିଅ। ଶସ୍ତା ୨୫୦ ଟଙ୍କା ୫୦୦ ଟଙ୍କାରେ ସେ-କ୍ସ କରୁଛନ୍ତି ଝିଅ। ପୁଅ ମାନଙ୍କୁ କେମିତି ଫସାଉଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ।ଲକ ଡାଉନ ରେ ସେକ୍ସ କାରବାର ବଢି ଚାଲିଥିବା ବେଳେ ,ବିଶେଷ କରି ଏବେ ପୁରୀ କୁ ଟାର୍ଗେଟ କରିଛନ୍ତି ଦେହଜୀବୀ ଏବଂ ଗ୍ରାହକ ମାନେ। ଅନଲାଇନ ରେ ଚାଲିଛି ମୂଲଚାଲ।ତେବେ କୋଲକତା ରୁ ଲମ୍ବିଛି ପୁରୀ କୁ ଚେର ,ତାହା ପୁଣି ଅନଲାଇନ ରେ। ଭିଡିଓ କଲ କଲେ 250,ପରେ ଯୁବତୀ ଜଣଙ୍କ କହିବେ 500 ଡିପୋଜିଟ କରନ୍ତୁ ,500 ଡିପୋଜିଟ କଲେ ଏଥର ଅଶ୍ଳୀଳ ସୀମା ଲଙ୍ଘିବେ ଯୁବତୀ ।

ଜଗନାଥ ଭୂମି ପୁରୀ ରେ ଚାଲିଛି ଦେହ ବେପାର ସେ ପୁଣି ଖୋଲାମ ଖୋଲା । ନୂଆ ଷ୍ଟାଇଲରେ ବି ହେଉଛି ଏହି ଦେହ ବେପାର । ଏବେ ଅନଲାଇନ ମାଧ୍ୟମରେ ହେଉଛି ଦେହ ବେପାର । ଜଣେ ସମାଜ ସେବୀ ଙ୍କ କହିବା କଥା – ପୁରୀ ଯେଉଁ ସବୁ ବସ୍ତି ଅଞ୍ଚଳ ରହିଛି ସେଠାରେ ଖୁଲମ ଖୋଲା ଦେହ ବେପାର ହେଉଛି । ସମାଜ ସେବୀଙ୍କର ଅଭିଯୋଗ ହେଲା ଏହାକୁ ଜାଣି ବି ପୁରୀ ପ୍ରଶାସନ ଚୁପ ରହିଛି ।ତାଙ୍କର ଆଉ ଏକ ସାଂଘାତିକ ଅଭିଯୋଗ ହେଲା ସ୍ମାର୍ଟ ସିଟି ରେ ଯେଉଁ ଭଲି ପ୍ରତିଦିନ ଦେହ ବେପାର ଧରା ପଡୁଛି, ପୁରୀ ଠିକ ସେହି ପରି ସ୍ମାର୍ଟ ହେଇନି ସତ କିନ୍ତୁ ତା ଠାରୁ ବି ଅଧିକ ସ୍ମାର୍ଟ ଉପାୟରେ ଏଠି ଦେହ ବେପାର ଚାଲିଛି । ସେମାନେ ବ୍ୟକ୍ତିର ପ୍ରଫେସନ କୁ ଦେଖି ପଇସା ଡିମାଣ୍ଡ କରନ୍ତି, କାହାକୁ ୨୫୦, କାହାକୁ ୫୦୦, କାହାକୁ ୧୦୦୦ ଆଉ କାହାକୁ ୫୦୦୦ ସେମାନେ ଦାବି କରନ୍ତି ।
ଗଣମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ଆପଣ ଦେଖୁଥିବେ ପୁରୀରେ ଲାଗାତର ଭାବେ ଯେମିତି ଧଳା ଜହର ଉପରେ ଚଢାଉ କରି ଧରା ଯାଉଥିଲା ଏବେ ବି ସେମିତି ତିନି ଦିନ ହେଲାନି ପୋଲିସ ଲଗାତର ଭାବେ ଚଢାଉ କରି ଦେହ ବେପାର କରୁଥିବା ଲୋକଙ୍କୁ ଧରୁଛି, କିନ୍ତୁ ଆଗରୁ ପୁରୀ ପୋଲିସ ସୋଇଥିଲା । ପୁରୀ ଏବେ ଐତିହ ସହର ମାନ୍ୟତା ପାଇଲାଣି । ପୁରୀ ରେ ଅନେକ ଉନ୍ନୟନ ମୂଳକ କାମ ଆରମ୍ଭ ହେଲାଣି । ଏହି ସମୟରେ ପୁରୀ ରେ ସୂର୍ଯ୍ୟ ଅସ୍ତ ରେ ବଡ ଦାଣ୍ଡରେ ଚାଲିଛି ଦେହ ବେପାର ।

ବିଭିନ୍ନ ଯେଉଁ ସବୁ ବସ୍ତି ଏରିଆ ଅଛି ସେଠାରେ ଦେହ ବେପାର ପୁରା ଖୋଲାମ ଖୁଲା ହେଉଛି । ସବୁ ଦେଖି କି ଚୁପ ରହୁଛି । ସେଥିପାଇଁ ପୁରୀର ନାମ ପ୍ରତିଦିନ ତଳକୁ ଖସିବାରେ ଲାଗିଛି । ଯେଉଁ ବଡ ଦାଣ୍ଡର ଧୂଳି କୁ ମୁଣ୍ଡରେ ମରାଯାଏ ସେହି ପବିତ୍ର ବଡ ଦାଣ୍ଡ ଉପରେ ଦେହଜୀବି ମାନେ ଠିଆ ହେଲେଣି । ଏହା ଚିନ୍ତାର ବିଷୟ କିପରି ଭାବେ ପୁରୀର ସମ୍ମାନ ହାନି ହେବା ପାଇଁ ଯାଉଛି ।
ଯୁବକ ଜଣଙ୍କ କିଛି ଯୁବକ ମାନଙ୍କ ଠାରୁ ଶୁଣିବା ପାଇଁ ପାଇଥିଲେ କି ପୁରୀ ରେ ଏହି ପରି ଭାବେ ଚାଲିଛି ଦେହ ବେପାର । ତାପରେ ସେ ନିଜେ ଏକ ଆଇଡିରୁ ମେସେଜ କରିଥିଲେ । ତାଙ୍କ ପାଖକୁ ପ୍ରଥମେ HII ମେସେଜ ଆସିଥିଲା । ହାଏ ପରେ ସେ ଆପଣଙ୍କୁ ପଚାରିବେ ଆପଣ କଣ କରନ୍ତି । ଯେଉଁ ଅନୁସାରେ ଆପଣ ତାଙ୍କୁ ପ୍ରଫେସନ କହିବେ ସେହି ଅନୁସାରେ ସେମାନେ ଆପଣଙ୍କ ଠାରୁ ଟଙ୍କା ଡିମାଣ୍ଡ କରିବେ ।ସେ ପ୍ରଥମେ କହିଥିଲେ ସେ ଜଣେ ସମାଜ ସେବୀ । ଏହା ପରେ ସେ ଉତ୍ତର କରିଥିଲେ ଯେ ସେ ସମାଜ ସେବୀ, ମିଡିଆ, ପୋଲିସ ଓ ରାଜନେତାଙ୍କ ସହ ସେ କଥା ହୁଅନ୍ତି ନାହିଁ । ସେ ଆଇ ଡୁ ନଟ ଲାଇକ କହି ସେ ତାଙ୍କୁ ବ୍ଲକ କରିଥିଲେ ।

ସେହି ମହିଳାଙ୍କୁ ସେ ସନ୍ଧ୍ୟା ବେଳେ ଅନ୍ୟ ଏକ ଆଇଡିରୁ ମେସେଜ କରିଥିଲେ । ତାଙ୍କର କହିବା କଥା ହେଲା ସକାଳେ ସେ ଯେଉଁ ଆଇଡିରୁ ମେସେଜ କରିଥିଲେ ସେଥିରେ ବି ତାଙ୍କ ଫଟୋ ଥିଲା ଆଉ ଏଥିରେ ବି ଫଟୋ ଥିଲା ।ଯିଏ ସକାଳେ ଫଟୋ ଦେଖି ସନ୍ଧ୍ୟା ବେଳକୁ ଭୁଲି ଯାଉଛି ଭାବନ୍ତୁ ଯେ ୨୪ ଘଣ୍ଟାରେ ଅନଲାଇନ ରହିକି ସେମାନେ ଏମିତି କେତେ ପିଲାଙ୍କୁ ଫସାଉଥିବେ । ଏହାପରେ ସେ ନିଜ ପରିଚୟ ଦେଇଥିଲେ ସେ ଜଣେ କଣ୍ଟ୍ରାକଟର, ତାପରେ ମହିଳା କହିଥିଲେ ମୁଁ ଏହି ସବୁ କଥା ହେବି ଆଉ ମୋର ରେଟ ଚାଟ ଏହା ରହିଛି । ତାପରେ ଯୁବକ ତାକୁ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।