ରାନି ସିରିଏଲ ଶେଷ ହେବା ପରେ ବର୍ତ୍ତମାନ କଣ କରୁଛନ୍ତି ଏହି ଅଭିନେତ୍ରୀ ଜାଣନ୍ତୁ

ରାଣୀ ସିରିଏଲ ସରିବା ପରେ ବର୍ତ୍ତମାନ ସମୟରେ କଣ କରୁଛନ୍ତି ରାଣୀ।

ଆଜିକାଲି ଯୁଗରେ ଟିଭି କିଏ ନଦେଖେ ଆଉ ସାଧାରଣତଃ ଲୋକ ମାନେ ସେମାନଙ୍କ ମନୋରଞ୍ଜନ ପାଇଁ ହେଉ କିମ୍ବା ସମୟ ବିତେଇବା ପାଇଁ ହେଉ ସେମାନେ ଟିଭି ଦେଖିଥାନ୍ତି।ଆଉ କାହାର ପସନ୍ଦ କେଉଁ ଭଳି ହୋଇଥାଏ ତାହା ମଧ୍ୟ ଠିକ ହୋଇନଥାଏ।ଆମ ମାନଙ୍କ ଭିତରୁ କାହାକୁ ସିରିଏଲ ଦେଖିବାକୁ ଭଲ ଲାଗେତ ଆଉ କାହାକୁ ଖେଳ,ନ୍ୟୁଜ,ଚଳଚ୍ଚିତ୍ର ଓ ଆହୁରି ଅନେକ ଜିନିଷ ଦେଖି ନିଜ ସମୟ ବ୍ୟତୀତ କରିବାକୁ ତାଙ୍କୁ ଭଲ ଲାଗେ।ସିରିଏଲ ମାନଙ୍କ ଭିତରେ ଆହୁତି କେତେକ ପ୍ରକାର ସିରିଏଲ କାହାକୁ ଭଲ ଲାଗେନି ଆହୁରି କେତେ ପ୍ରକାରର ତାଙ୍କୁ ଭଲ ଲାଗେ।ଏମିତିରେ ସେମିତି କେତେକ ଲୋକଙ୍କୁ ହିନ୍ଦୀରେ ଆସୁଥିବା ସିରିଏଲ ଗୁଡିକ ଭଲ ଲାଗେତ ଆଉ କେତେଜଣଙ୍କୁ ଓଡ଼ିଆ ସିରିଏଲ ଭଲ ଲାଗେ।

ଏହି ଓଡ଼ିଆ ସିରିଏଲ ଆମ ଓଡ଼ିଶାରେ ପ୍ରାୟ ଓଡ଼ିଆ ଲୋକ ଦେଖିବାକୁ ଭଲ ପାଆନ୍ତି।ଆଉ ଏହାକୁ ଦେଖି ପ୍ରାୟ ଓଡ଼ିଶାର ଲୋକ ଏହାକୁ ଉପଭୋଗ କରିଥାନ୍ତି,ଆଉ ସେମାନଙ୍କ ଖାଲି ସମୟ ମଧ୍ୟ ବ୍ୟତୀତ ହୋଇଯାଏ।ଆପଣ ମାନଙ୍କର ମନ ଥିବ ଗୋଟେ ଓଡ଼ିଆ ସିରିଏଲ ଆସୁଥିଲା ଯାହାର ନାମ ଥିଲା ରାଣୀ ଆଉ ସେଥିରେ ଜଣେ ଅଭିନେତ୍ରୀ କାମ କରୁଥିଲେ ସେ ହେଉଛନ୍ତି ସିତ୍ତଳ ପଟ୍ଟନାୟକ।ଆଉ ଏହି ସିରିଏଲଟି ତରଙ୍ଗରେ ପ୍ରସାରିତ ହେଉଥିଲା ଆଉ ସେତେବେଳେ ସମୟରେ ଏହି ସିରିଏଲ ବହୁତ ଲୋକପ୍ରିୟ ମଧ୍ୟ ଥିଲା।ଆଉ ସେ ଅଭିନେତ୍ରି ସିତ୍ତଳ ପଟ୍ଟନାୟକଙ୍କ ସେହି ଅଭିନୟକୁ ବହୁତ ଭଲ ଭାବରେ ଓ ସୁଚାର ରୂପରେ ତୁଲେଇ ଥିଲେ।

ଆଜି ଆମେ ଏଠାରେ ସେହି ଅଭିନେତ୍ରୀ ସିତ୍ତଳ ପଟ୍ଟନାୟକଙ୍କ ଜୀବନୀ ବା ପରିବାର ବିଷୟରେ ସବୁ କିଛି ଜାଣିବା।ଯେମିତିକି ସେ କଣ କରୁଛନ୍ତି,ଆଉ ସେହି ଅଭିନେତ୍ରୀ ସିତ୍ତଲ ପଟ୍ଟନାୟକଙ୍କ ଘର ପରିବାର ଓ ସେ କେଉଁଠି ରହୁଛନ୍ତି ଏମିତିକି କଣ କରୁଛନ୍ତି ?ଆଉ ସେ କେବେ ପୁଣି ନୂଆ ସିରିଏଲ ସହିତ ସିରିଏଲ ଜଗତକୁ ଫେରି ଆସିବେ ଏହି ସବୁ ବିଷୟରେ ସବୁ ପ୍ରକାରର ଅପଡେଟ ଆମେ ଆପଣଙ୍କୁ ଏହିଠାରେ ଜଣେଇବାକୁ ଯାଉଛୁ।ଏହା ସହିତ ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ତଥ୍ୟ ମଧ୍ୟ ଆପଣଙ୍କୁ ଜଣାଇବାକୁ ଯାଉଛୁ।ଏହି ରାଣୀ ଅଭିନୟରେ କାମ କରୁଥିବା ଅଭିନେତ୍ରୀଙ୍କର ପ୍ରକୃତ ନାମ ହେଉଛି ସିତ୍ତଲ ପଟ୍ଟନାୟକ।ଆଉ ଏହି ଅଭିନେତ୍ରୀ ସିତ୍ତଲ ପଟ୍ଟନାୟକଙ୍କ ଅଭିନୟ ପାଇଁ ସେ ଲୋକମାନଙ୍କ ଭିତରେ ବହୁତ ପ୍ରଶଂସିତ ହେବାରେ ଲାଗିଛନ୍ତି।ଆଉ ତାଙ୍କ ଅଭିନୟ ଦେଖି ସମସ୍ତେ ବହୁତ ଉପଭୋଗ ମଧ୍ୟ କରୁଥିଲେ।

ଆଉ ଏହି ଅଭିନେତ୍ରୀ ସିତ୍ତଲ ପଟ୍ଟନାୟକ ଚାରିଆଡେ ରାଣୀ ନାମରେ ବହୁତ ଚର୍ଚ୍ଚିତ ଅଟନ୍ତି।ଆପଣଙ୍କର ତରଙ୍ଗରେ ଆସୁଥିବା ରାଣୀ ସିରିଏଲ ସରିବା ପରେ ମୁଖ୍ୟ ଭୂମିକାରେ କାମ କରୁଥିବା ସିତ୍ତଲ ପଟ୍ଟନାୟକ ବର୍ତ୍ତମାନ ସମୟରେ ରଖିଲେ ସିଏ ମରିବ କିଏ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ଆଉ ତାଙ୍କ ଅଭିନୟ ଗୁଡିକ ମଧ୍ୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି।ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଲୋକମାନଙ୍କ ହୃଦୟରେ ଅଲଗା ସ୍ଥାନ ବନେଇ ପାରିଛନ୍ତି।ଆଉ ଏହି ଅଭିନେତ୍ରୀ ସିତ୍ତଲ ପଟ୍ଟନାୟକ ନିଜର ପରିବାରର ଲୋକଙ୍କ ସହିତ ଭୁବନେଶ୍ୱର ଠାରେ ବସବାସ କରୁଛନ୍ତି।ତାଙ୍କ ପରିବାରରେ ତାଙ୍କର ବାପା ଓ ମା ଆଉ ତାଙ୍କର ସାନ ଭଉଣୀ ଟିଏ ଅଛନ୍ତି।ତାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି।ଆଉ ତାଙ୍କୁ ଆପଣ କୁଆଁରୀ ଵୋହୁ ସିରିଏଲରେ ଦେବିକାରାଣୀ ଭେସରେ ଅଭିନୟ କରୁଥିବାର ଆପଣ ଦେଖୁଥିବେ।ଆଉ ତାଙ୍କ ସାନ ଭଉଣୀ କୁନି ରାଣୀ ଭାବରେ ପରିଚିତ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.