ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଆସେ ? ଦମ ଅଛି ତ ଉତ୍ତର ଦିଅ -IAS QUESTION

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

ପ୍ରଶ୍ନ ୧- ଆପଣ କେବଳ 2ର ପ୍ରୟୋଗ କରି 23 କେମିତି ଲେଖି ପାରିବେ ?
ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି- 22 + 2/2

ପ୍ରଶ୍ନ୨- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର: ମାତ୍ର 8 ଗ୍ରାମ ।

ପ୍ରଶ୍ନ :3- ଆଜି ପର୍ଯ୍ୟନ୍ତ କାହାର କାରରେ ଭାରତରେ ନମ୍ବର ପ୍ଲେଟ୍ ନାହିଁ ? କହିକି ନାହି ଜାଣନ୍ତୁ –

ଉତ୍ତର – ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ କାରରେ ନମ୍ବର ପ୍ଲେଟ୍ ନାହିଁ | କାରଣ ସେମାନଙ୍କ କାରରେ ନମ୍ବର ପ୍ଲେଟ ବଦଳରେ ଅଶୋକା ଚିହ୍ନ ଅଛି |

ପ୍ରଶ୍ନ4 : – ଜାଲିଆନୱାଲା ବାଗ କେଉଁ ସହରରେ ଅବସ୍ଥିତ?

ଉତ୍ତର: ଅମୃତସର

ପ୍ରଶ୍ନ 5 :- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉତ୍ତର : – ଅରୁଣାଚଳ ପ୍ରଦେଶ

ପ୍ରଶ୍ନ6 :- ରେଶମ କୀଟର ଖାଦ୍ୟ ପଦାର୍ଥ କଣ ?

ଉତ୍ତର : – ମଲବେରି ପତ୍ର

ପ୍ରଶ୍ନ୭: ଏମିତି କେଉଁ ଦେଶ ଯେଉଁଠି ଜିନ୍ସ ପିନ୍ଧିବା ମନା ?
ଉତ୍ତର: ନୋର୍ଥ କୋରିଆରେ ଜିନ୍ସ ପିନ୍ଧିବା ଆଇନ ଅନୁସାରେ ମନା । ସେଠାରେ ଜିନ୍ସ ପିନ୍ଧି ଧରା ପଡିଲେ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।

ପ୍ରଶ୍ନ୮: ଏମିତି କେଉଁ ଜିନିଷ ଯେଉଁଥିରେ ଅନେକ କଣା ଥିଲେ ମଧ୍ୟ ପାଣିକୁ ଅଟକି ଦେଇଥାଏ ?

ଉତ୍ତର: ସ୍ପଞ୍ଜ

ପ୍ରଶ୍ନ୯: ଏମିତି କେଉଁ କାମ ଯାହା ସାରା ଦୁନିଆରେ କେବଳ ରାତିରେ କରନ୍ତି ?
ଉତ୍ତର: ନିଦ ବା ଶୋଇବା କାମ ଦୁନିଆରେ ସମସ୍ତେ ରାତିରେ କରନ୍ତି ।

ପ୍ରଶ୍ନ ୧୦ – କେଉଁ ପକ୍ଷୀ ନିଜ ଛୁଆ କୁ କ୍ଷୀର ଦିଏ ?
ଉତ୍ତର – ବାଦୁଡି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.