ଏମିତି ଜାଣନ୍ତୁ ଗୋଟେ ସ୍ତ୍ରୀର ଚରିତ୍ର।
ଯେତେବେଳେ ଆଚାର୍ଯ୍ୟ ଚାଣକ୍ୟ ଭାରତର ଲୋକ ମାନଙ୍କୁ ଧର୍ମ ବନ୍ଧନରେ ଵାନ୍ଧି ହେଉଥିବାର ଦେଖିଲେ ସେ ଭାବିଲେ ଆଜି ମନୁଷ୍ୟ ଜୀବନକୁ ସମ୍ପୂର୍ଣ୍ଣ ଜ୍ଞାନ ଦେବାର ଆଵଶ୍ୟକତା ଅଛି।ଆଜି ଆମେ ଜାଣିବା କିପରି ଗୋଟେ ଚରିତ୍ରହିନ ସ୍ତ୍ରୀକୁ ଚିନ୍ହିବା,ଆଉ ଗୋଟେ ସ୍ତ୍ରୀର ଚରିତ୍ର ସହିତ ଜଡିତ ଏହି ବିଶେଷ କଥା ସମସ୍ତଙ୍କୁ ହଇରାଣରେ ପକେଇ ଥାଏ।ବହୁତ ଧର୍ମ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ମାନଙ୍କରେ ଗୋଟେ ସ୍ତ୍ରୀ କିପରି ପୂଜନୀୟ ସେ ବିଷୟରେ ଏଠାରେ କୁହାଯାଇ ଅଛି।ଆଉ ଅନ୍ୟପଟରେ ଗୋଟେ ସ୍ତ୍ରୀର ବିଧ୍ଵଂସକ ଓ ଖରାପ ଚରିତ୍ରର ଉଜାଗର କରାଯାଇ ଅଛି।ଆଉ ଏପଟରେ କୁହାଯାଇଛିକି ଗୋଟେ ସ୍ତ୍ରୀର ଭଲ ସ୍ଵଭାଵ ଓ ଲଖଣ ଗୋଟେ ପରିବାରକୁ ଉନ୍ନତି ପଥରେ ଅଗ୍ରସର କରିପାରିବ କିନ୍ତୁ ଅପର ପକ୍ଷରେ ଗୋଟେ ସ୍ତ୍ରୀର ଖରାପ ଗୁଣ ଓ ଲକ୍ଷଣ ସମ୍ପୂର୍ଣ୍ଣ ପରିବାରକୁ ନଷ୍ଟ କରି ପାରିବ।

ମହିଳା ମାନେ ବହୁତ କୋମଳ ଓ ସୌମ୍ୟ ସ୍ୱଭାବର ହୋଇଥାଆନ୍ତି।ମହିଳା ମାନଙ୍କ ହୃଦୟ ବୁଝିବା ବହୁତ କଷ୍ଟକର ହୋଇଥାଏ ଆଉ କୁହାଯାଏ ମହିଳାମାନେ କୋମଳତାର ପ୍ରତୀକ ହୋଇ ଥାଆନ୍ତି।ଆଉ ମହିଳା ମାନେ ମମତାର ଭଣ୍ଡାର ହୋଇଥାଆନ୍ତି କିନ୍ତୁ ପ୍ରତ୍ୟକ ମହିଳା ଏକ ଭଳି ହୋଇ ନଥାନ୍ତି।ମହିଳା ମାନଙ୍କୁ ବୁଝିବା ଅସମ୍ଭବ ଅଟେ କିନ୍ତୁ ଆପଣ ସେମାନଙ୍କ ଚରିତ୍ରକୁ ବୁଝି ପାରିବେ।ଆଚାର୍ଯ୍ୟ ଚାଣକ୍ୟ ନିଜର ଚାଣକ୍ୟ ନୀତି ଗ୍ରନ୍ଥରେ ଚରିତ୍ରହିନ ମହିଳା ବିଷୟରେ କିଛି ଏମିତି କଥା କହିଛନ୍ତି,ଯାହାକୁ ବିଚାର କରୁଥିବା ବ୍ୟକ୍ତି ଜୀବନରେ କେବେ ହେଲେ ଦୁଃଖ,ଧୋକା ଆଦି ଭାବ ଉତତ୍ପର୍ଣ୍ଣ ହୋଇନଥାଏ।ଆଚାର୍ଯ୍ୟ ଚାଣକ୍ୟ ନିଜ ପୁସ୍ତକରେ ଏମିତି କିଛି କଥା ଲେଖିଛନ୍ତି ଯାହା ଆଜି ମଧ୍ୟ ଦେଖିବାକୁ ମିଳିଥାଏ।ଏମିତିହିଁ ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀ ମାନଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି,ଯାହାକୁ ଜାଣି ଆପଣ କୌଣସି ଚରିତ୍ର ହିନ ସ୍ତ୍ରୀର ପ୍ରେମରେ ପଡିବେ ନାହିଁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସ୍ତ୍ରୀ ଜାତି ଗୋଟେ ବହୁତ ପୂଜନୀୟ ଜାତି ଅଟେ।ଚାଣକ୍ୟଙ୍କ ଅନୁସାରେ ବେଦରେ ସ୍ତ୍ରୀ କୁ ଦେବୀ ବୋଲି କୁହାଯାଇ ଥାଏ।ବହୁତ ମହିଳା ଏମିତି ଥାଆନ୍ତି ଯେଉଁମାନେ ନିଜର ଚରିତ୍ର କାରଣରୁ ନିଜ ପରିବାର ଓ କୂଳ ଉପରେ ଖରାପ ପ୍ରଭାବ ପକେଇ ଥାଆନ୍ତି।ଏମିତି ମହିଳାଙ୍କୁ କେବଳ ଗୋଟେ ପୁରୁଷକୁ ଭଲ ପାଇବା ଆସିନଥାଏ।ଏହି ମହିଳା ମାନେ ହୃଦୟ ଓ କଥା ଭିତରେ ତାଳମେଳ ରଖି ପାରନ୍ତି ନାହିଁ।ଏମିତି ମହିଳା ମାନଙ୍କର ଅନେକ ପୁରୁଷ ମିତ୍ର ଥାଆନ୍ତି।ଏମିତି ମହିଳା ମାନେ ଭଲ ପାଇବା କାହାକୁ ଦିଅନ୍ତି କିନ୍ତୁ ପ୍ରେମ ଆଉ କାହାକୁ କରନ୍ତି।ଏମିତି ମହିଳା ମାନଙ୍କୁ ପ୍ରତ୍ୟକ ସମୟରେ ଲୋକଙ୍କୁ ଲୋଭେଇ ଥାଆନ୍ତି।ଏମିତି ମହିଳା ଚେଷ୍ଟା କରନ୍ତିକି ପୁରୁଷ ଏମାନଙ୍କୁ ଦେଖନ୍ତୁ।

ଯଦି କୌଣସି ମହିଳାର କାନି ଆଙ୍ଗୁଳି ଆଉ ତାର ପାଖ ଆଙ୍ଗୁଳି ମାଟିକୁ ଛୁଇଁନଥାଏ,ନହେଲେ ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳି ଅଧିକ ଲମ୍ବା ହୋଇଥାଏ,ଏମିତି ମହିଳା ସମୟ ଅନୁସାରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି।ଯେଉଁ ମହିଳା ରାଗି ସ୍ୱଭାବର ଅଟନ୍ତି ତାହେଲେ ସେମାନଙ୍କ ସ୍ଵଭାଵ ଉପରେ ବିଶ୍ୱାସ କରାଯାଇ ପାରିବ ନାହିଁ।ଯେଉଁ ମହିଳା ମାନଙ୍କ ଗୋଡ଼ର ପଛ ଭାଗ ମୋଟା ଆଉ ଉପରକୁ ଉଠିଥାଏ ତାହେଲେ ଏମିତି ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଉଚିତ।ଯେଉଁ ମହିଳା ମାନଙ୍କର ପେଟ ଗିନା ଆକାରର ହୋଇଥାଏ ସେମାନଙ୍କ ସମ୍ପୂର୍ଣ୍ଣ ଜୀବନ ଗରିବ ଓ ଦରିଦ୍ରତା ପୁର୍ଣ୍ଣ ହୋଇଥାଏ।ଯେଉଁମହିଳା ମାନଙ୍କ ଓଠର ଉପରି ଭାଗରେ ଅଧିକ ଚୁଟି ଆସିଥାଏ,ଏମିତି ମହିଳା ପତି ପାଇଁ ଅଶୁଭ ଅଟନ୍ତି।ଯେଉଁ ମହିଳା ମାନଙ୍କ ହାତ ଶିରା ବାହାରକୁ ବହାରିଥାଏ ଏମାନଙ୍କୁ ସୁଖ ଆଉ ଧନ ମିଳିନଥାଏ।ଯେଉଁମହିଳା ମାନଙ୍କ ବେକ ଲମ୍ବା ହୋଇଥାଏ ସେମାନେ ନିଜ ଵଂଶକୁ ନଷ୍ଟ କରିଦିଅନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରନ୍ତୁ।