ଯେତେବେଳେ ନୋରା ଙ୍କ ଅଙ୍ଗ କୁ ଖରାପ ତରିକା ରେ ଛୁଇଁଲେ ମେକପ ଆର୍ଟିଷ୍ଟ ତାପରେ

ଯେତେବେଳେ ସମସ୍ତଙ୍କ ଆଗରେ ମେକଅପ ଆର୍ଟିଷ୍ଟ ନୋରାଙ୍କୁ ସମସ୍ତଙ୍କ ଆଗରେ ଭୁଲ ଉପାୟରେ ଛୁଇଁଲା।

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନୋରା ଫତେହି ନିଜର ସୁନ୍ଦରତା ଓ ଫିଟନେଶ ଓ ଚୁଲବୁଲି ଗୁଣ ପାଇଁ ଅନେକ ଲୋକପ୍ରିୟ ହେବାରେ ଲାଗିଛନ୍ତି।ଆଉ ଆଜିକାଲି ନୋରା ନିଜର ଗୀତ ନାଚ ମେରି ରାନୀ ପାଇଁ ଅନେକ ଲୋକ ପ୍ରିୟ ହେବାରେ ଲାଗିଛନ୍ତି।ଆଉ ନୋରଙ୍କ ସହିତ ଜଡିତ କିଛି ଉପଶ ଅଵସ୍ଥା ବହୁତ ଭାଇରାଲ ହେବାରେ ମଧ୍ୟ ଲାଗିଛି।ଆଉ ପ୍ରାୟ ସମୟରେ ନୋରା ଫତେହିଙ୍କୁ ନିଜ ପୋଷାକ ପାଇଁ ଲଜ୍ଜିତ ହେବାକୁ ପଡିଥାଏ।ଆଉ ପ୍ରାୟ ସମୟରେ ନୋରା ଏମିତି ଉପଶ ଅବସ୍ଥାର ଶିକାର ହୋଇଯାଆନ୍ତି ଯାହା ଦେଖୁ ଦେଖୁ ବହୁତ ଭାଇରାଲ ହେବାରେ ଲାଗିଥାଏ।ଆଜି ଆମେ ଏଠାରେ ଆପଣଙ୍କୁ ଏହି ଭଳି କେତେକ ଅଵସ୍ଥା ବିଷୟରେ ଆପଣଙ୍କୁ ଜନେଇବାକୁ ଯାଉଛୁ।ଆଉ ଏହି ବିଷୟରେ ଆଗକୁ ବଢି କଥା ହେବାକୁ ଯାଉଛେ ସାକୀ ସାକୀ ଗୀତର ଏକ ଇଭେଣ୍ଟରେ।

ଆମେ ଆପଣଙ୍କୁ କହି ରଖିବୁକି ଯେତେବେଳେ ନୋରା ଫତେହି ପେପରାଜିଙ୍କୁ ପୋଜ ଦେଉଥିଲେ ଆଉ ସେତେବେଳେ ତାଙ୍କ ମେକପ ଆର୍ଟିଷ୍ଟ ତାଙ୍କୁ ଭୁଲ ଜାଗାରେ ଛୁଇଁବାକୁ ଲାଗିଥିଲା।ଆଉ ଏହି ଜିନିଷ କ୍ୟାମେରାରେ ସୁଟ ହୋଇଯାଇଥିଲା।ଦେଖିବାକୁ ଗଲେ ଏହି ଗୀତ ନୋରାଙ୍କର ସାକୀ ସାକୀ ପ୍ରମୋସନାଲ ଇଭେଣ୍ଟର ସମୟ ଅଟେ ଯେଉଁଠାରେ ନୋରା,ହଳଦିଆ ରଙ୍ଗର ବ୍ଲେଜର ସହିତ ହଳଦିଆ ରଙ୍ଗର ପ୍ୟାଣ୍ଟ ଓ ଧଳା କଳା ବିନ୍ଦୁ ଯୁକ୍ତ ଟପ ପିନ୍ଧିଥିବାର ଦେଖାଯାଉଛନ୍ତି।ଆଉ କହି ରଖିବୁକି ସମସ୍ତେ ନୋରାଙ୍କର ଫୋଟୋ ସୁଟ କରିବାରେ ବହୁତ ବ୍ୟସ୍ତ ଅଛନ୍ତି।ଆଉ ସେ ସମୟରେ ଏମିତି କିଛି ହେଲା ତାଙ୍କର ଟପ ଧୀରେ ଧୀରେ ତଳକୁ ଖସିବାରେ ଲାଗିଲା।ଆଉ ଏହାକୁ ଠିକ କରିବାକୁ ନୋରା ତାଙ୍କ ମେକପ ଆର୍ଟିଷ୍ଟଙ୍କୁ ଡାକିଲେ।

ଆଉ ଯେମିତି ସେ ମେକପ ଆର୍ଟିଷ୍ଟଙ୍କୁ ଡାକିଛନ୍ତି ସେ ସମୟରେ ସେ ମେକପ ଆର୍ଟିଷ୍ଟ ଆସି ନୋରାଙ୍କୁ ଅନେକ ଜାଗାରେ ଛୁଇଁବାକୁ ଲାଗେ।ଆଉ ଏହି ଜିନିଷ କ୍ୟାମେରାରେ କଏଦ ହୋଇଥିଲା।ଆଉ ଏହି ଜିନିଷକୁ ଦେଖି ପ୍ରସଂସକ ମାନେ ତାଙ୍କର ମେକପ ଆର୍ଟିଷ୍ଟଙ୍କ ଉପରେ ବହୁତ କିଛି ଲାଞ୍ଚନ ଲଗେଇ ଥିଲେ।ନୋରାଙ୍କୁ ପ୍ରାୟ ସମୟରେ ତାଙ୍କ ମେକପ ଆର୍ଟିଷ୍ଟଙ୍କ ସହିତ,ବାହାରେ ବୁଲୁଥିବାର ଦେଖାଯାଇଅଛି।ଆଉ ତାଙ୍କ ଦୁଇଜଣଙ୍କୁ ପ୍ରାୟ ସମୟରେ କାରରେ ମସ୍ତି କରିଥିବାର ଓ ସମୁଦ୍ର କୂଳରେ ନାଚୁଥିବାର ଦେଖାଯାଆନ୍ତି।ଆଉ ତାପରେ ଆସିବ ନୋରା ଫତେହି ଓ ଟେରେନ୍ସ ଲୁଇସଙ୍କ ସହିତ ହେଇଥିବା ଘଟଣା।ଦେଖିବାକୁ ଗଲେ ସୋନିରଏକ ପପୁଲାର ସୋରେ ଜର୍ଜ ଲୁଇସ କିଛି ଏମିତି କାମ କଲେ ଲୋକମାନେ ତାଙ୍କୁ ବହୁତ ଭଲ ଓ ଖରାପ କହିଥିଲେ।

ଲୁଇସ ନୋରାଙ୍କ ବ୍ୟାକକୁ ଛୁଇଁ ଥିବାର କ୍ଲିପ ନୋରଙ୍କ ଫ୍ୟାନ ଦେଖିଲେ ଲୁଇଶଙ୍କୁ ଜର୍ଜ ପଦବୀରୁ ହଟେଇବାକୁ ଦାବି କଲେ।ଆଉ ଏହି ଭିଡିଓ ପାଇଁ ନୋରାଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା।ତାପରେ ତିନି ନମ୍ବରରେ ଆସିବ ନୋରାଙ୍କର ଏକ ଅଭ୍ୟାସ ଭିଡି଼ଓ।ଥରେ କଣ ହୋଇଛିନା ତାଙ୍କର ଗୋଟେ ନାଚ ଅଭ୍ୟାସ ଭିଡିଓ ଭାଇରାଲ ହେଲା ଆଉ ତାଙ୍କ ସହିତ ନାଚୁଥିବା ଅଭିନେତାଙ୍କୁ ବହୁୟ ଖରାପ କୁହାଯାଇଥିଲା।ତାପରେ ନୋରାଙ୍କର ଗୋଟେ ନାଚ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଥିଲା।ଯେଉଁଥିରେ ସେ ଜଣଙ୍କ ସହିତ ତାକି ତାକି ଗୀତରେ ନାଚୁଥିଲେ।ଆଉ ପ୍ରଶଂସକଙ୍କ କହିବା ଅନୁସାରେ ତାଙ୍କ ସହିତ ନାଚୁଥିବା ଲୋକ ଜଣଙ୍କ ନୋରାଙ୍କୁ ଛୁଇଁ ଫାଇଦା ଉଠେଇବାକୁ ଚେଷ୍ଟା କରୁଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.