ଅର୍ଚ୍ଚିତା ସାହୁ ଙ୍କ ଭଉଣୀ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆସନ୍ତୁ ଜାଣିବା ଅର୍ଚ୍ଚିତାଙ୍କ ବିଷୟରେ କିଛି ତଥ୍ୟ।

ଆଜି ଆମେ ଏଠାରେ ଆପଣ ମାନଙ୍କ ପ୍ରିୟ ଓଲିଉଡର ହିରୋଇନ ଅର୍ଚ୍ଚିତା ସାହୁଙ୍କ ବିଷୟରେ ସବୁ କିଛି ଜାଣିବା।ଯେମିତି ତାଙ୍କର ଘର ପରିବାର ଓ ତାଙ୍କର ସମ୍ପତ୍ତି କେତେ ଓ ଏମିତି ଅର୍ଚ୍ଚିତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଥିବ ଯାହା ଆପଣ କେବେହେଲେ ଜାଣିନଥିବେ।ତାହେଲେ ତାଙ୍କ ବିଷୟରେ ଟିକିନିକୀ ସବୁ ତଥ୍ୟ ଆଜି ଏଠାରେ ଆପଣ ଜାଣିବାକୁ ପାଇଯିବେ।

ତାହେଲେ ଆପଣ ମାନେ ଜାଣିନଥିବେ ଅର୍ଚ୍ଚିତା ସାହୁ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଜଣେ ବହୁତ ବଡ଼ କ୍ଲାସିକାଲ ନର୍ତ୍ତକୀ ଥିଲେ।ଆପଣମାନେ ଗୋଟେ କଥା ଜାଣିଛନ୍ତିକି ଅର୍ଚ୍ଚିତା ସାହୁ ତାଙ୍କ ସମୟରେ ଓଡ଼ିଶୀର ଜଣେ ଏକ ନମ୍ବର୍ ନର୍ତ୍ତକୀ ଥିଲେ।ଏହାର କାରଣ ହେଲା ଅର୍ଚ୍ଚିତା ସାହୁ ନିଜର ଛଅ ବର୍ଷ ବୟସରୁ ପ୍ରାୟ ଓଡିଶୀ ଡ୍ୟାନ୍ସ କରି ଆସିଛନ୍ତି।ତାହେଲେ ଆପଣମାନେ ଯଦି ଅର୍ଚ୍ଚିତାଙ୍କ ଭବିଷ୍ୟତକୁ ଦେଖିବେ ତାହେଲେ ସେ ପ୍ରାୟ ୨୦୦୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।

ଆଉ ଅର୍ଚ୍ଚିତା ଦାସଙ୍କ ଜୀବନର ପ୍ରଥମ ଚଳଚ୍ଚିତ୍ରର ନାମ ହେଲା ଓ ମାଇଁ ଲଭ।ତାଙ୍କର ପ୍ରାୟ ତିନି ଗୋଟି ଚଳଚ୍ଚିତ୍ର ବାବୁ ଆଇ ଲଭ ୟୁ,ଓ ମାଇଁ ଲଭ,ଆକାଶେ କି ରଙ୍ଗ ଲାଗିଲା।ଆଉ ଆପଣ ଯଦି ଦେଖିବେ ତାଙ୍କର ଓ ମାଇଁ ଲଭ କେବଳ ସମ୍ପୂର୍ଣ୍ଣ ଓଡିଶା ବର୍ଷରେ ନୁହଁ ସମ୍ପୂର୍ଣ୍ଣ ଭାରତ ବର୍ଷରେ ପ୍ରସିଦ୍ଧ ଲାଭ କରିଥିଲା।ପ୍ରକୃତରେ ଯଦି ଦେଖିବେ ଅର୍ଚ୍ଚିତା ସାହୁ ଆମ ଓଡ଼ିଶା ପାଇଁ ଅନେକ ଗୁଡିଏ ସୁନାମ ଅର୍ଜନ କରିଛନ୍ତି।ଯେମିତିକି ସେ ୨୦୧୩ ମସିହାରେ ଫେମିନା ମିଶ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଆଉ ସେଠି ମଧ୍ୟ ସେ ପ୍ରଥମ ରନର୍ସ ଅପ ହୋଇଥିଲେ।ସେ ସେଠାରେ ମିଶ ଟ୍ୟାଲେଣ୍ଟଡ଼ ଓ ମିଶ ଷ୍ଟାଇଲିସ ହେୟାର ପଦ ଜିତିଥିଲେ।ଆଉ ଏହା ସହିତ ଯଦି ଆପଣ ଧ୍ୟାନ ଦେବେ ତାହେଲେ ଅର୍ଚ୍ଚିତା ସାହୁଙ୍କର ବୟସ ଆସି ପହଁଞ୍ଚିଛି ୨୭ ବର୍ଷ ବୟସରେ।ଆଉ ତାପରେ ଯଦି ଦେଖିବା ତାହେଲେ ଅର୍ଚ୍ଚିତାଙ୍କ ଶରୀରର ଓଜନ ପ୍ରାୟ ୫୫ କେଜି ଅଟେ।ଆଉ ତାପରେ ଅର୍ଚ୍ଚିତାଙ୍କ ଶରୀରର ଉଚ୍ଚତା ପ୍ରାୟ ୫.୯ ଇଞ୍ଚ ଅଟେ।

ତାପରେ ଆପଣ ଯଦି ଓଡ଼ିଆ ଚଳଚ୍ଚିତ୍ର ଜଗତର ହିରୋଇନ ଅର୍ଚ୍ଚିତା ସାହୁଙ୍କର ସମ୍ପତ୍ତି ଉପରେ ଯଦି ନଜର ପକେଇବେ ତାହେଲେ ଅର୍ଚ୍ଚିତାଙ୍କ ପାଖରେ ୫୫ ଲକ୍ଷ୍ୟ ଟଙ୍କାର ଏକ ବିଏମ ଡବ୍ଲ୍ୟୁ କାର ରହି ଅଛି।ଆଉ ଏହା ସହିତ ଅର୍ଚ୍ଚିତାଙ୍କ ପାଖରେ ଏକ ସୁନ୍ଦର ଓ ଆଲିସାନ ଘର ରହି ଅଛି।ଆଉ ଆପଣ ମାନେ ଗୋଟେ କଥା ଅର୍ଚ୍ଚିତାଙ୍କ ବିଷୟରେ ଜାଣି ନଥିବେକି ସେ ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ପ୍ରାୟ ୧୫-୨୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।ତାପରେ ସେ ଯେକୌଣସି ଏକ ବ୍ରାଣ୍ଡର ପ୍ରମୋସନ ପାଇଁ ପାଖାପାଖି ୩-୫ ଲକ୍ଷ୍ୟ ଟଙ୍କା ନେଇଥାଆନ୍ତି।ସେ ୨୦୦୫ ରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୩୫ ଟି ଚଳଚ୍ଚିତ୍ରରେ କାମ କରି ସାରିଲେଣି।

ଆଉ ତାଙ୍କର ପ୍ରସଂସକ ମାନଙ୍କୁ ଦେଖିବାତ ଓଡ଼ିଶାରେ ତାଙ୍କ ପ୍ରସଂସକଙ୍କ ସଂଖ୍ୟା ବେଶ ଅଧିକ ରହିଥାଏ।ଆଉ ତାପରେ ଅର୍ଚ୍ଚିତାଙ୍କୁ ଓଡ଼ିଶାର ପ୍ରତ୍ୟକ ଯୁବକ ଓ ଜୁବତୀ ବେଶ ଭଲ ପଆନ୍ତି।ଆଉ ସେ ଗୋଟେ ଚଳଚ୍ଚିତ୍ର ପାଇଁ ଯେତେ ଟଙ୍କା ନେଇ ଥାଆନ୍ତି ପ୍ରାୟ ଓଡ଼ିଶାରେ ଅନ୍ୟ କୌଣସି ହିରୋଇନ ସେତେ ଟଙ୍କା ନେଇ ନଥାନ୍ତି।ଆଉ ଅର୍ଚ୍ଚିତା ସାହୁ ବର୍ତ୍ତମାନ ସମୟରେ ସିଙ୍ଗିଲ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.