କ୍ରାଇମବ୍ରାଞ୍ଚ ପୋଲିସ ରୁ ବଡ଼ ଖବର! ୩ ମାସ ପରେ ଧରାପଡ଼ିଲା ଆଦିତ୍ୟଙ୍କ ହତ୍ୟାକାରୀ!

ବନ୍ଧୁଗଣ ଆପଣ ମାନଙ୍କୁ ଆମ ୱେବସାଇଟ କୁ ସ୍ୱାଗତ। ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର। ରହସ୍ୟ ଉପରୁ ଉଠିଲା ପରଦା! କେମିତି ହୋଇଥିଲା ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଧରାପଡ଼ିଲା ହତ୍ୟାକାରୀ? ଆଦିତ୍ୟ ଙ୍କ ହତ୍ୟା କିଏ କରିଛି? କେମିତି ହୋଇଥିଲା ହତ୍ୟା? ଏହି ଖବର ସମ୍ପୂର୍ଣ୍ଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସମାଜସେବୀ ଅଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼। କ୍ରାଇମବ୍ରାଞ୍ଚ ପୋଲିସର ବଡ଼ ବୟାନ! ଦୀର୍ଘ ୩ ମାସ ଧରି ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ଉପରୁ ପରଦା ଉଠାଇ ପାରିଲା ନାହିଁ ଓଡିଶା କ୍ରାଇମବ୍ରାଞ୍ଚ ପୋଲିସ। ବର୍ତ୍ତମାନ କେସ୍ ଟିକୁ ଆତ୍ମହତ୍ୟା ଦର୍ଶାଇ ବନ୍ଦ କରିବାକୁ ଯାଉଛି କ୍ରାଇମବ୍ରାଞ୍ଚ ପୋଲିସ।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ପରି ବଦଳିଗଲା ରାଜ୍ୟର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲା। କମିସନରେଟ ପୋଲିସଠୁ କ୍ରାଇମବ୍ରାଞ୍ଚକୁ ଯାଇଥିବା କେସରେ ସ୍ପଷ୍ଟ ହେଲାନି ହତ୍ୟା। ଶେଷରେ ଆଦିତ୍ୟଙ୍କୁ ହତ୍ୟା କରାଯାଇନାହିଁ ବୋଲି ସଙ୍କେତ ଦେଇଛି କ୍ରାଇମବ୍ରାଞ୍ଚ। ୩ ମାସର ତନାଘନା ପରେ ବି ହତ୍ୟାର କୌଣସି ପ୍ରମାଣ ମିଳିନାହିଁ ବୋଲି ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି।


ମିଳିଲାନି ସମାଜସେବୀ ଆଦିତ୍ୟ ଦାଶ ହତ୍ୟାର ପ୍ରମାଣ। କେସ ବନ୍ଦ କରିପାରେ କ୍ରାଇମବ୍ରାଞ୍ଚ। ଆଜି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଏକ ସତ୍ୟପାଠ ଦାଖଲ କରିଛି। ଯେଉଁଠାରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ଭଳି କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି।

ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତଦନ୍ତ ବେଳେ କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି। ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ ଅପଡେଟ୍ ରିପୋର୍ଟ ଦାଖଲ ହୋଇପାରିନାହିଁ। ତେବେ ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.