ଜାଣନ୍ତୁ ସେକ୍ସ ରେ ନିଜ ମହିଳା ସାଥୀ ଙ୍କୁ ସନ୍ତୁଷ୍ଟ କିପରି କରିବେ? ୯୯ ପ୍ରତିଶତ ପୁରୁଷ ଫେଲ୍

ନିଜ ମହିଳା ସାଥୀଙ୍କୁ ଚରମ ତୃପ୍ତିରେ ପହଁଞ୍ଚାଇବେ କିପରି ?

ଶାରିରୀକ ସ-ମ୍ବନ୍ଧରେ ମହିଳାମାନଙ୍କୁ ଖୁସିରେ ରଖିବାକୁ ହେଲେ ସେମାନଙ୍କ ସହ ଭାଵନାତ୍ମକ ଭାବେ ଜଡିତ ହୋଇ ରହିବାର ଅଛି।କେତେକଙ୍କ ମତରେ ଶାରୀରିକ ସ-ମ୍ଵନ୍ଧ କେବଳ ଶୋଇବା ବେଳେ ଓ ଶୋଇବା ଘରେ କରିବା ଉଚିତ ଯାହାଦ୍ୱାରା ଆପଣଙ୍କ ମହିଳା ସାଥୀଙ୍କର ଚରମ ସୁଖରେ ବ୍ୟାଘାତ ସୃଷ୍ଟି ହୋଇପାରେ।ସେଥିପାଇଁ ଆପଣ ନିଜ ସାଥୀକୁ ଖୁସି କରିବାକୁ ଚାହୁଁଥିଲି ନୂଆ ନୂଆ ଉପାୟରେ ଓ ନୂଆ ସ୍ଥାନରେ କରିବା ଆରମ୍ଭ କରିଦିଅନ୍ତୁ।

କେତେକ ପୁରୁଷ ତାଙ୍କ ମହିଳା ସାଥୀଙ୍କ ସନ୍ତୁଷ୍ଟି ଉପରେ ଧ୍ୟାନ ଦିଅନ୍ତିନି ସେ କେବଳ ନିଜ ବିଷୟରେ ଓ ନିଜ ସନ୍ତୁଷ୍ଟ ବିଷୟରେ ଭାଵନ୍ତି ଯାହାଫଳରେ ଆପଣଙ୍କ ମହିଳା ସାଥୀର ଚରମ ସୁଖରେ ବ୍ୟାଘାତ ସୃଷ୍ଟି କରି ପାରେ।ଆପଣ ଧ୍ୟାନ ରଖିବା ଦରକାର ଆପଣ ନିଜ ସହିତ ନିଜ ସାଥିକୁ ଚରମ ସୁଖରେ ପହଞ୍ଚାଇବା ନିହାତି ଆଵଶ୍ୟକ ଓ ତାଙ୍କ ଖୁସିର ଯତ୍ନ ନେବା ଆଵଶ୍ୟକ ଯାହାଦ୍ୱାରା ସିଏବି ସେତିକି ଖୁସି ଅନୁଭବ କରି ପାରିବେ।

ଗୋଟେ ପରିକ୍ଷଣରୁ ଜଣା ପଡ଼ିଛିକି ବହୁତ ମହିଳା ଚରମ ସୁଖରୁ ବଞ୍ଚିତ ହୁଅନ୍ତି,ଏହାର ମୁଖ୍ୟ କାରଣ ହେଲା ସେମାନଙ୍କ ପୁରୁଷ ସାଥୀର ଅପାରଗତା ଓ ସ୍ୱାର୍ଥପର ମନଭାଵତା ଯାହାଫଳରେ ସେମାନଙ୍କ ଭିତରେ ଅଶାନ୍ତି ଆରମ୍ଭ ହୁଏ।ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ନିଜ ସାଥିକୁ ସନ୍ତୁଷ୍ଟ କରି ପାରିବେ।ଆସନ୍ତୁ ଜାଣିବା।

୧.ଆରାମ କରନ୍ତୁ,ଆପଣ ଶାରୀରିକ ସ-ମ୍ଵନ୍ଧ ବନେଇବା ସମୟରେ ଅଳ୍ପ କିଛି କିଛି ସେକେଣ୍ଡ ପାଇଁ ଆରାମ କରିବେ।ଉଦାହରଣ ସ୍ୱରୂପ ଆପଣ ଯେପରି ପାଣିରେ ପହଁରିଲା ବେଳେ ଉପରକୁ କିଛି ସମୟ ପାଇଁ ନିଶ୍ୱାସ ନବାକୁ ଆସନ୍ତି ସେହି ଭଳି ଆପଣ ଶାରିରୀକ ସ-ମ୍ଵନ୍ଧ ରଖିବା ସମୟରେ ଆପଣ ମଝିରେ ମଝିରେ ରହିଯିବେ,ଏହାଦ୍ଵାରା ଆପଣଙ୍କ ଶରୀରରେ ନଷ୍ଟ ହୋଇଥିବା ଶକ୍ତି ପୁଣି ଫେରି ଆସେ ଓ ଆପଣ ନିଜ ଶାରୀରିକ ସ-ମ୍ବନ୍ଧର ସମୟ ବଢ଼େଇ ପାରନ୍ତି।

୨.ଶାରୀରିକ ସ-ମ୍ଵନ୍ଧ ସମୟରେ କିଛି ନୂଆ ପ୍ରକାରର ଆସନ ଓ ନୂଆ ପ୍ରକାରର କୋଶଳ ଓ ନୂଆ ସ୍ଥାନରେ କରିବା ନିହାତି ଆଵଶ୍ୟକ ଯାହାଫଳରେ ତାଙ୍କ ମନରେ ରୋମାଞ୍ଚ ଭରିଦିଏ ଆଉ ସେ ସବୁ ଜିନିଷକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରି ପାରନ୍ତି।

୩.ଶିଘ୍ର ଶିଘ୍ର କିଛିବି କରିବେନି,କାହିଁକିନା ମହିଳା ମାନଙ୍କ କାମ ଉତ୍ତେଜନା ଆସିବ ପାଇଁ କିଛି ସମୟ ନିଏ ସେଥିପାଇଁ ଆପଣ ଶିଘ୍ର ଶିଘ୍ର କଲେ ଆପଣ ସନ୍ତୁଷ୍ଟ ହୋଇଯିବେ କିନ୍ତୁ ସେ ହେବେ ନାହିଁ।

୪.ଯେତେବେଳେ ଦୁଇ ଜଣଙ୍କ ସେ କାମ ପ୍ରତୀ ଆଗ୍ରହ ଥିବ ବା ଯଦି କାହାର ଜଣଙ୍କର ନଥିବ ତାହେଲେ ଦୁଇ ଜଣଙ୍କ ଭିତରେ କେହି ସନ୍ତୁଷ୍ଟ ହୋଇ ପାରିବେ ନାହିଁ।

୫.ଇସାରା ବୁଝୁଥିବା ଦରକାର,ସେମାନେ ବହୁତ ଲାଜକୁଳା ହୋଇଥାନ୍ତି ଓ ସେମାନେ ନିଜ ମନକଥା ଖୋଲିକି ନକହି ଇସାରା ସାହାଯ୍ୟରେ କୁହନ୍ତି।ଯେମିତିକି ସେ ଆଉ ଚାହୁଁଛନ୍ତିକି ନାହିଁ ସେ ଭଳି।

୬.ସେ ଯାହା କହିବେ ଆପଣ ସେଇୟା କରନ୍ତୁ,ଯଦି ଆପଣ ତାଙ୍କ ଶରୀର ସହ କିଛି ରୋମାଣ୍ଟିକ କାର୍ଯ୍ୟକଳାପ କଲେ ତାଙ୍କୁ ପସନ୍ଦ ଆସୁଛି ତାହେଲେ ଆପଣଙ୍କୁ ତାହା ନିଶ୍ଚିନ୍ତ କରିବାର ଅଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.