ପୋଷ୍ଟ ଅଫିସ ର ନୂଆ ଯୋଜନା, ଶହେ ଟଙ୍କା ଭରନ୍ତୁ ଶୀଘ୍ର ହୁଅନ୍ତୁ ଲକ୍ଷପତି

ପୋଷ୍ଟ ଅଫିସ ଆଣିଛି ଏକ ନୂଆ ସ୍କିମ।

ଆମ ପୋଷ୍ଟଅଫିସରେ ଆସିବାକୁ ଯାଉଛି ଏକ ବଢିଆ ଓ ସୁନ୍ଦର ସ୍କିମ ଯାହା ହେଉଛି ୧୦୦ ଟଙ୍କା ଭରନ୍ତୁ ଆଉ ବହୁତ ଶିଘ୍ର ଲକ୍ଷ୍ୟ ପତି ହୁଅନ୍ତୁ।ପ୍ରାୟ ସମସ୍ତେ ଚାହାଁନ୍ତି ନିଜ ରୋଜଗାର କରୁଥିବା ଟଙ୍କା ଭିତରୁ କିଛି ଟଙ୍କା ସେ ସେଭିଙ୍ଗ କରି ରଖିବା ପାଇଁ।ଆଉ ଏହା ଉପରେ ଲୋକମାନଙ୍କ ସାମ୍ନାରେ ପ୍ରତିଦିନର ଖର୍ଚ୍ଚ ଆଉ ଅଵଶ୍ୟକତାକୁ ଆଖି ଆଗରେ ରଖିବା ଦ୍ୱାରା ଟଙ୍କା ସଞ୍ଚୟ ସମ୍ଭବ ପର ହୋଇନଥାଏ।

ସେହିଭଳି କିଛି ଲୋକ ନିଜ ରୋଜଗାରରୁ ସେଭିଙ୍ଗ କରିବା ପାଇଁ ରୋଜଗାର ଟଙ୍କାର କିଛି କିଛି ମାତ୍ରାକୁ ସେ ସେଭିଙ୍ଗ କରି ଥାଆନ୍ତି।ମାତ୍ର ଏହା ପରେ ମଧ୍ୟ ବଡ଼ ରକମର ଟଙ୍କା ଶେଭିଙ୍ଗ କରି ପାରିନଥାନ୍ତି।ଏବେ ଲୋକମାନଙ୍କର ଏହି ସ୍ୱପ୍ନ ସମ୍ଭବ ହୋଇ ପାରିବ।ପ୍ରତିଦିନ ଯଦି ଆପଣ ନିଜ ଖର୍ଚ୍ଚରୁ ୧୦୦ ଟଙ୍କା ବଞ୍ଚେଇ ଭାରତୀୟ ଡାକ ବିଭାଗରେ ନିବେଶ କରିବେ ତାହେଲେ ଭବିଷ୍ୟତରେ ଆପଣ ନିଶ୍ଚିତଭାବରେ ଲକ୍ଷାଧିକ ଟଙ୍କାରେ ଫଣ୍ଡର ମାଲିକ ହୋଇ ପାରିବେ।

ଦୁନିଆର ସବୁଲୋକ ଚାହିଁ ଥାଆନ୍ତି କିପରି ସେମାନେ କମ ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରି ପାରିବେ।ଲୋକମାନଙ୍କର ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ ମଧ୍ୟ ଅନେକ ଆକର୍ଷଣିୟ ଯୋଜନା ବାହାର କରି ଅଛି।ଯେଉଁଥିରେ ସଞ୍ଚୟ ଖାତାରୁ ଆରମ୍ଭ କରି ବଡ଼ ବଡ଼ ଫଣ୍ଡରେ ଟଙ୍କା ନିବେଶ କରି କୋଟିପତି ହେବାର ସୁଯୋଗ ରହି ଅଛି।ଆଉ ପୋଷ୍ଟାଲର ଏହି ଅନେକ ସବୁ ଯୋଜନା ମାନଙ୍କ ଭିତରୁ ଆର୍ଡି ତଥା ରିକରିଙ୍ଗ ଡିପୋଜିଟ ଗୋଟିଏ ଅଟେ।ଆପଣ ଏହି ଖାତାରେ ମାତ୍ର ୧୦୦ ଟଙ୍କା ନିବେଶ କରି ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ପାଇ ପାରିବେ।ଏହାର ପର କଥା ହେଉଛି ପୋଷ୍ଟଅଫିସର ଏହି ଆକାଉଣ୍ଟ ଉପରେ ଆପଣଙ୍କୁ ଅନ୍ୟ ସରକାରୀ ବ୍ୟାଙ୍କ ଆକାଉଣ୍ଟ ତୁଳନାରେ ଅଧିକ ଶୁଧ ମିଳୁଥିବା ସମୟରେ,ଏଥିରେ ଆପଣଙ୍କୁ କୌଣସି ପ୍ରକାରର ମିନିମମ ବଲାନ୍ସ ରଖିବାକୁ ପଡିନଥାଏ।

କିସ୍ତି ନଦେଇ ପାରିଲେ ଲାଗିବ ଫାଇନ,ଆଉ ଏହାର ନିୟମ ହେଉଛି ଆପଣ ଯଦି ସଠିକ ସମୟରେ ଧାର୍ଯ୍ୟ କରାଯାଇଥିବା ଟଙ୍କାର ପରିମାଣ ଆଣି ଆପଣ ଆକାଉଣ୍ଟରେ ଭରିବେ ନାହିଁ ତାହେଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ।ସେହିଭଳି ଲଗାତାର ୪ ଟି କିସ୍ତି ଭରି ନପାରିଲେ ଖାତାଧି କାରୀଙ୍କ ଖାତା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଜିବ।ତେବେ ଖାତା ବନ୍ଦ ହେବା ପରେ ମଧ୍ୟ ଆପଣ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଏହାକୁ ପୁଣିଥରେ ସକ୍ରିୟ କରି ପାରିବେବା ଖୋଲି ପାରିବେ।କେଉଁମାନେ ଖୋଲି ପାରିବେ ଖାତା ? ଯେକୌଣସି ବ୍ୟକ୍ତି ନିଜ ନାମରେ ଚାହିଁଲେ ଯେତେଟା ଆର୍ଡି ହେଉ ଖୋଲି ପାରିବେ ଓ ଏଥିରେ ଖାତା ସଂଖ୍ୟାକୁ ନେଇ କୌଣସି ପ୍ରକାରର ପ୍ରତିବନ୍ଧକ ରଖାଯାଇ ନାହିଁ।ଦୁଇଜଣ ବ୍ୟକ୍ତି ଚାହିଁଲେ ଜଏଣ୍ଟ ଆରଡି ଆକାଉଣ୍ଟ ଖୋଲି ପାରିବେ।ବ୍ୟକ୍ତିଗତ ଆରଡି ଖାତାକୁ ଜଏଣ୍ଟ ଖାତାରେ ପରିବର୍ତ୍ତନ କରିହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.