ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଯେତେବେଳେ ଆମେ କେହି ଝିଅଙ୍କ ସହିତ ରିଲେସନ ସିପ ବିଷୟରେ କଥା ହେଇ ଥାଉ,ଏ ବିଷୟରେ ସେମାନଙ୍କର ଭିନ୍ନ ଭିନ୍ନ ମତ ଥାଏ।ବହୁତ ଲୋକ ନିଜର ବିଗତ ରିଲେସନକୁ ନେଇ ଅଧିକ ଖୁସିରେ ରହିଥାନ୍ତିତ ଆଉ କେତେ ଜଣ ରିଲେସନ କଥା ଶୁଣୁ ଶୁଣୁ ବିରକ୍ତ ହୋଇ ଯାଆନ୍ତି।ତେଣୁ ସେ ସିଙ୍ଗଲ ରହିବାକୁ ଇଛା କରନ୍ତି ଆଉ ଏମିତି ସେ ଜଣେ ଭୁଲ ସାଥିକୁ ବାଛିବା ପରେ ଏମିତି ହୋଇଥାଏ।ଆଜି ଆମେ ଏଠାରେ ୯ ଜଣ ପୁରୁଷଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ।ଆଉ ଆପଣ ତାଙ୍କ ଠାରୁ ଦୁରେଇ ରହିବେତ ବହୁତ ଭଲ ହେବ।

୧.ସେ ଟାଇପର ପୁଅ ଯେଉଁମାନେ,ସେଲଫିସ ହୋଇଥାନ୍ତି ତାଙ୍କୁ ସବୁବେଳେ ଆଟେନ୍ସନ ଦରକାର ହୋଇଥାଏ।ଆଉ ତାଙ୍କ ପାଇଁ ନିଜ ଇମେଜ ଠାରୁ ଆଉ କିଛିବି ମୂଲ୍ୟବାନ ନାହିଁ।ସେମାନେ କେବେହେଲେ ଅନ୍ୟର ଦୁଃଖ ଓ କଷ୍ଟ ବୁଝି ପାରନ୍ତି ନାହିଁ।ଏଭଳି ପୁରୁଷ ଆରମ୍ଭରୁ ବହୁତ ଆଟ୍ରାକ୍ଟିଭ ଲାଗନ୍ତି।ଏହାର କାରଣ ହେଲା ସେମାନେ ଆପଣଙ୍କ ବିଶ୍ୱାସ ଜିତିବା ପାଇଁ ସବୁପ୍ରକାରର ଉପାୟ ଭଲ ଭାବରେ ଜାଣିଥାନ୍ତି।ଆଉ ଏମାନଙ୍କର ଅସଲ ଉଦ୍ଦେଶ୍ୟ ଜଣାପଡି ନଥାଏ।
୨.ଏପରି ପୁରୁଷ ଯାହାର କିଛି ଲାଇଫ ଗୋଲ ନଥାଏ,ଆପଣ ଯେତେବେଳେ ଯୁବତୀ ଥାଆନ୍ତି ଆପଣଙ୍କୁ ଫରକ ପଡେନିକି ଆପଣଙ୍କ ପାର୍ଟନର ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଅଛିକି ନାହିଁ।ଅଧିକାଂଶ ସମୟ ଆମେ ଦେଖୁକି ଏ ମଣିଷ ଦେଖିବାକୁ ଠିକ ଲାଗୁଛି ଆଉ ବହୁତ ଭଲ ମଧ୍ୟ ହୋଇଛି ଆଉ ତାପରେ ଆମେ ତା ପ୍ରେମରେ ପଡିଯାଉ।ଆମ ଜୀବନକୁ ଏପରି ମଣିଷ ଚାଲିଆସେ ଆମେ ଯାହାକୁ ସ୍ପେଶାଲ କହୁ,ଆପଣ ତା ସହିତ ସର୍ଟ ଟର୍ମ ପାଇଁ ରହିପାରନ୍ତି ଏହାର କାରଣ ସେ ଜଣେ ଲକ୍ଷ୍ୟ ହିନ ମଣିଷ,ସେମାନେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ନଥାନ୍ତି।
୩.ଏଭଳି ପୁରୁଷ ଯିଏ ଜଣେ ପ୍ରାୟ ଇମୋସନାଲି ଡିପେଡେଣ୍ଟ ରହିଥାଏ,ସେ ବହୁତ ନିନ୍ଦିତ ହୋଇଥାଏ ଆଉ ତାକୁ ସବୁବେଳେ ଅନ୍ୟଠାରୁ ଇମୋସନାଲ ଆଭେଲେବେଲିଟି ଆଵଶ୍ୟକ ହୋଇଥାଏ।ଇଏବି ଗୋଟେ ଏପରି ସଙ୍କେତ ଯାହା ଜଣେଇ ଦିଏକି ଏଭଳି ପୁରୁଷଙ୍କ ଠାରୁ ଦୂରେଇ ରହିବା ଉଚିତ।ଏହାର କାରଣ ସେ ପିଲା ନିଜ ପିଲାଦିନର ହଜିଯାଇଥିବା ପ୍ରେମକୁ ଅନ୍ୟଠାରୁ ପାଇବାକୁ ଚାହୁଁଛି।ତାହେଲେ ତାଙ୍କ ଠାରୁ ଦୁରେଇ ରୁହନ୍ତୁ।
୪.ତାପରେ ଯେଉଁ ପୁରୁଷ ଆପଣଙ୍କୁ ଭଲ ଭାବରେ ରେସ୍ପେକ୍ଟ ଦେଇ ନଥାଏ,ଅଧିକାଂଶ ମହିଳାଙ୍କୁ ଜଣେ ଏପରି ପୁରୁଷ ଦରକାର ଯାହାର ନିଜର ଡ଼ିସିସନରେ କନଫିଡେନ୍ସ ଥିବ ଆଉ ଯାହା କରିବାକୁ ନିଷ୍ପତ୍ତି ନେବ ତାକୁ ପୁର୍ଣ୍ଣ କରୁଥିବ ଏହି କ୍ବାଲିଟି ଜଣେ ଖରାପ ପିଲାର ଲକ୍ଷଣ ଅଟେ।କେଉଁ କାମ ଖରାପ ଓ କେଉଁ କାମ ଭଲ ଏ ଦୁଇଟି ଜିନିଷକୁ ସେ ବୁଝି ପାରନ୍ତି ନାହିଁ।ଯେଉଁ ଝିଅ ଏମାନଙ୍କ ଚକରରେ ଫସିଯାଏ ସେ ବହୁତ ହଇରାଣ ହୁଏ।

୫.ଯେଉଁ ପୁଅ ମାନେ ନିଜର ଖର୍ଚ୍ଚରେ ନିୟନ୍ତ୍ରଣ ରଖି ନଥାନ୍ତି,ଏହି ଭଳି ପୁରୁଷ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ।ଏହାର କୌଣସି ରେସପନ୍ସିବଲ ନାହିଁ ଓ ସେ ଜଣେ ଇନ ମ୍ୟାଚୁଅର ବ୍ୟକ୍ତି ଅଟେ।ଏମାନେ ନିଜ ମ୍ୟାଚୁଅର ବୟସରେ ମଧ୍ୟ ଛୋଟ ଛୁଆ ଭଳି ଆକ୍ଟ କରି ଥାଆନ୍ତି।କୌଣସି ପୁରୁଷ ଯଦି କଞ୍ଜୁସ ଓ ବହୁତ ପଇସା ଉଡାଉଛି ଓ
ପଇସାର ହିସାବ ରଖୁନି,ଆପଣଙ୍କ ଠାରୁ ଇଚ୍ଛା ରଖେକି ଆପଣ ତାର ସବୁ ପଇସା ଦିଅନ୍ତୁ।ଏହିଭଳି ପୁରୁଷଙ୍କ ଠାରୁ ଦୂରେଇ ରୁହନ୍ତୁ।
୬.ଏଭଳି ପୁରୁଷ ଯେ ଆପଣଙ୍କ ବାହ୍ୟ ସୁନ୍ଦରତାକୁ ପସନ୍ଦ କରିଥାଏ,ଗୋଟେ ଭଲ ସମ୍ପର୍କକୁ ବାହ୍ୟ ସୁନ୍ଦରତା ବେସିଦିନ ଚଲେଇ ପାରେ ନାହିଁ।ସେଥିପାଇଁ କେହି ମଣିଷ ଯଦି ଆପଣଙ୍କ ବାହ୍ୟ ସୁନ୍ଦରତାକୁ ଭଲ ପାଉଛି ତାହେଲେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।
୭.ଯେଉଁ ପୁରୁଷମାନେ ପ୍ରକୃତରେ ବହୁତ ଦୁର୍ବଳ ହୋଇଥାଆନ୍ତି,ଏଠି ଆମେ ସାଇକୋଲଜିକାଲ,ଇମୋସନାଲ ଓ ଫିଜିକାଲ ଦୁର୍ବଳତା ଉପରେ କଥା ହେଉଛେ।ଏହାର କାରଣ ଯଦି କୌଣସି ପୁରୁଷ ଏ ତିନୋଟି କ୍ଷେତ୍ରରେ ଦୃଢ଼ ନାହିଁତ ସେ ଆପଣଙ୍କ ଉପରେ ନିର୍ଭର ରହିବ।ଏ ଭଳି ପରିସ୍ଥିତି ଗୋଟେ ପୁଅ କିମ୍ବା ଝିଅ ପାଇଁ ଅନହେଲଦୀ ହୋଇଥାଏ।ଏଭକି ପୁରୁଷଙ୍କ ଠାରୁ ଦୂରେଇ ଯିବା ଉଚିତ।
୮.ଯେଉଁ ପୁରୁଷ ପଇସାକୁ ନିଜ ଭଗବାନ ବୋଲି ଭାବିଥାଏ ତାସହିତ ରହିବା ବହୁତ ସାଂଘାତିକ ହୋଇପାରେ।ଏହାର କାରଣ ସେ ନିଜ ଖୁସି ନିଜ ପଇସାରେ ଖୋଜିଥାନ୍ତି ନାକୀ ସେମାନଙ୍କୁ ପ୍ରକୃତ ମଣିଷ ପାଖରୁ କୌଣସି ପ୍ରେମ ଦରକାର।ଆପଣ ଏଭଳି ପୁରୁଷ ସହିତ ନିଜ ଭବିଷ୍ୟତ କରିବା ଅପେକ୍ଷା ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ।
୯.ମିଛ କହୁଥିବା ପୁରୁଷ,ଏଭଳି ପୁରୁଷ ଏତେ ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ନଥାନ୍ତି।ଆଉ ଆପଣ କେବେ ଜାଣିପାରିବେ ନାହିଁ ସେ କେତେବେଳେ ସତ କହୁଛି ଓ କେତେବେଳେ ମିଛ କହୁଛି।ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ