ଆସିଲା ନୂଆ ଫିଚର whatsappରେ ପଠାଇ ପାରିବେ ଟଙ୍କା କେମିତି ଜାଣନ୍ତୁ।

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଜିକାଲିର ଦୁନିଆ ବହୁତ ଆଡ଼ଭାନ୍ସ ହେବାରେ ଲାଗିଛି,ଆଉ ବହୁତ ଲୋକଙ୍କର ଜୀଵନ ଶୈଳି ବହୁତ ଆରାମ ଦାୟକ ହେବାରେ ଲାଗିଛି।ମଣିଷ ଧୀରେ ଧୀରେ ସମୟ କ୍ରମେ ନିଜକୁ ପରିବର୍ତ୍ତନ କରିବାରେ ଲାଗିଛି।ଆଉ ଆପଣ ଯେମିତି ଆଗରୁ ଜାଣିଥିବେ ସେ ଆଗରୁ କଣ କରୁଥିଲା ନା ଗଛର ବକଳ ପିନ୍ଧୁଥିଲା ଆଉ ଗୁମ୍ଫାରେ ରହୁଥିଲା।ଆଉ ଧିରେ ଧିରେ ସେ ଉନ୍ନତି କରିବାରେ ଲାଗିଲେ।

ଏହାପରେ ସେ ଧୀରେ ଆଗକୁ ଯାଇଁ ନିଆଁର ବ୍ୟବହାର ଶିଖିଲ।ଭୋକ ଲାଗିଲେ ଆଗରୁ କଞ୍ଚା ମାଂସ ଖାଉଥିଲା।ତାପରେ ସେ ଧୀରେ ଧୀରେ ମାଂସ ପୋଡି ଖାଇବା ଶିଖିଲ।ଏହାପରେ ସେ ନିଜର ଲଜ୍ଜ୍ୟା ଲୁଚେଇବା ପାଇଁ ପୋଷାକ ପତ୍ର ପରିଧାନ କଲା,ସମୟ କ୍ରମେ ସେ ଟଙ୍କାର ଆଦାନ ପ୍ରଦାନ ଜିନିଷ କ୍ରୟ କରିବା ପାଇଁ କଲା।ଟଙ୍କାର ବ୍ୟବହାର କରି ସେ ନିଜକୁ ଏକ ସଠିକ ଶୈଳୀରେ ଗଢି ତୋଳି ରଖିଥିଲା।

ଆଉ ଧୀରେ ଏହି ପଦ୍ଧତି ମଧ୍ୟ ପୁରୁଣା ହେବାରେ ଲାଗିଲା ବର୍ତ୍ତମାନ ସମୟରେ ନୂଆ ଟେକନୋଲୋଜି ଆସିଲା ଆଉ ଲୋକମାନେ ସ୍ମାର୍ଟ ହୋଇଗଲେ ସେମାନେ ଏବେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଟଙ୍କା ପଠେଇବା ଆରମ୍ଭ କଲେ।ଆଉ ସାଙ୍ଗରେ ଏତେ ଟଙ୍କା ଧରି ବୁଲିବାକୁ ପଡିଲା ନାହିଁ।ତାପରେ ଲୋକମାନଙ୍କ ପାଇଁ ଏହା ବହୁତ ସୁରକ୍ଷିତ ମଧ୍ୟ ରହିଲା ଜାହାଫଳରେ ସେମାନଙ୍କ ପାଖରୁ ଆଉ ଟଙ୍କା ଚୋରି ହେବାର ଭୟ ରହିଲା ନାହିଁ।ଆଉ ସେମାନେ ସୁରଖିତରେ ବିନା ଚିନ୍ତାରେ ଯେତେ ବଡ଼ ଆମାଉଣ୍ଟ ହେଉ ସହଜରେ ଦେଇ ପାରିଲେ ଓ ନେଇ ପାରିଲେ।

ଆଉ ଏହାକୁ ଆପଣେଇବାକୁ ଲୋକମାନେ ମଧ୍ୟ ଆଗରୁ ବହୁତ ଡରୁଥିଲେ କିନ୍ତୁ ଧୀରେ ଧୀରେ ଲୋକମାନେ ଏହାକୁ ଆପଣେଇବା ଶିଖିଗଲେ।ତାପରେ ସେମାନେ ସେହି ଆପ ଦ୍ୱାରା ଦିଆ ଯାଇଥିବା ଏନେକ ଲୋଭ ବର୍ଦ୍ଧକ ଅଫର ଆଦି ବ୍ୟବହାର କରିଲେ ଆଉ ଉପକୃତ ହେଲେ।ଏହି ଭଳି ଅନେକ ଆପ ଅଛି ଯେମିତି ଗୁଗଲ ପେ,ଫୋନ ପେ,ପେଟିଏମ ଆହୁରି ଅନେକ ଆପ ଗୁଡିକ ଅଛି।

ଆଗରୁ ହ୍ଵାଟ୍ସଆପରେ ଟଙ୍କା ପଠେଇ ହେବ ବୋଲି ମଝିରେ ଶୁଣିବାକୁ ଆସିଥିଲା।ବହୁତ ଦିନର ଆଇନ ଗତ ବାଧା ବିଘ୍ନ ପରେ ହ୍ଵାଟ୍ସଆପ ଲଞ୍ଚ କଲା ପେମେଣ୍ଟ ଫିଚର।ଗୁଗଲ ପେ,ଫୋନ ପେ ଓ ପେଟିଏମ ଭଳି ଟଙ୍କା ଲେଣ ଦେଣ କରି ପାରିବେ ୟୁଜର।ଏ ନେଇ ଗତ କାଲି ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ବିଦ୍ଧି ବଧ ଭାବରେ ସୂଚନା ଜାରି କରାଯାଇଅଛି।ଏହି ଭଳି ଗୋଟେ ମେସେଜ ଭଳି ଅତି ସହଜରେ ୟୁଜର ମାନେ ଟଙ୍କା ପଠେଇ ପାରିବେ ବୋଲି କମ୍ପାନୀ ଦାବି କରିଛି।ତେବେ ଆପଣ କିପରି ହ୍ଵାଟ୍ସଆପରେ ଟଙ୍କା ଲେଣ ଦେଣ କରିପାରିବେ ଚାଲନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା।

ପ୍ରଥମେ ଆପଣ ହ୍ଵାଟ୍ସଆପରେ ଥିବା ଆଟାଚ ଅପସନକୁ ଯାଇଁ ଚୟନ କରନ୍ତୁ।ଏହାପରେ ପେମେଣ୍ଟ ଅପ୍ସନକୁ ଚୟନ କରନ୍ତୁ।ଏହାପରେ ବ୍ୟାଙ୍କ ଆକାଉଣ୍ଟ ଚୟନ କରି ଡେବିଟ କାର୍ଡ଼ ଅପ୍ସନକୁ ଭେରିଫାଏ କରନ୍ତୁ।ଆଉ ଏହାପରେ ୟୁପିଆଇ ପିନ ସେଟ କରନ୍ତୁ।ତେବେ ବିଶ୍ୱର ୪୦୦ ମିଲିୟନ ୟୁଜର ମାନଙ୍କ ଭିତରୁ ୨୦ ମିଲିୟନ ୟୁଜର ଏହାର ଲାଭ ଉଠାଇ ପାରିବେ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.