ଗ୍ରାହକ ମାନଙ୍କ ପାଇଁ ଦୀପାବଳିର ବଡ଼ ଅଫର ଦୀପାବଳି ପାଇଁ ଶସ୍ତା ହେଲା ସୁନା,

ଆଜିକାଲି କାହାକୁ ସୁନା କିଣିବାକୁ ଭଲ ନଲାଗେ କହିବାକୁ ଗଲେ ଜଣେ ଜଣେ ସମସ୍ତେ ସୁନା ପ୍ରେମୀ ଅଟନ୍ତି।ନିଜକୁ ସଜେଇବା ଓ ସୁନ୍ଦର ଦେଖିବାରେ ଏହି ସୁନାର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ।ଆଉ ଆପଣ ମାନେ ଜାଣିଥିବେ ଓଡିଶା ବଜାରରେ ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ହ୍ରାସ ପାଇବାରେ ମଧ୍ୟ ଲାଗିଛି।ସେହିପରି ବର୍ତ୍ତମାନ ସମୟରେ ମଧ୍ୟ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ଆଉ ଯଦି ଆପଣ ଓଡିଶା ବଜାରରେ ସୁନା କଣିବାକୁ ଚାହୁଁଛନ୍ତି ତାହେଲେ ଭଲ ଭାବରେ ହଲମାର୍କ ଦେଖି ଓ ପରୀକ୍ଷା କରି ସୁନା କିଣିବାକୁ ଚେଷ୍ଟା କରନ୍ତି।ଯାହାଦ୍ୱାରା ଆପଣ ଜାଣିପାରିବେ ସୁନାର କ୍ବାଲିଟି ଓ ସୁନାର ଦରଦାମ କେତେ ରହି ଅଛି କାରଣ ସୁନା ଦରର କିଛି ଭରସା ନାହିଁ କେତେବେଳେ ବଢିଥାଏ ଓ କେତେବେଳେ କମିଥାଏ।

ବହୁତ ଲୋକ ମୁଖ୍ୟତଃ ଓଡ଼ିଶାରେ ସୁନାକୁ ଆଭୂଷଣ ଭାବରେ ଗ୍ରହଣ କରିଥାଆନ୍ତି,ଆଉ ତାପରେ ଏହା ସାମୀକିଆ ଆହେଉ କିମ୍ବା ଶସ୍ତା ତାକୁ ଦେଖି ଓ ସୁନାର ଭଲ ଭାବରେ ପରିଚୟ କରେଇ ଥାଆନ୍ତି।ଆଉ ତାପରେ ସୁନା କିଣିବା କଥା ଚିନ୍ତା କରି ଥାଆନ୍ତି।ସାଧାରଣତ ସୁନା ଆଭୂଷଣ ମୁଖ୍ୟତଃ ଲୋକମାନଙ୍କ ପସନ୍ଦର ସର୍ବୋଚ୍ଚରେ ରହିଥାଏ ଓ ସେମାନେ ଏହାକୁ ବହୁତ ପସନ୍ଦ କରିଥାନ୍ତି।ସାଧାରଣତ ଓଡ଼ିଶାରେ ଉଚ୍ଚ ବର୍ଗରୁ ଆରମ୍ଭ କରି ମଧ୍ୟମ ବର୍ଗର ଲୋକମାନେ ବହୁତ ସହଜରେ ସୁନା କିଣି ପାରନ୍ତି।ଆଉ ତାପରେ ଭଗବାନଙ୍କ ପାଖରେ ସୁନ ଆଦି ଆଭୂଷଣ କ୍ରୟ କରି ପୂଜା କରିବା ଦ୍ୱାରା ମା ବହୁତ ପ୍ରସନ୍ନ ରହିଥାଆନ୍ତି।ତାପରେ ବହୁତ ଲୋକ ନିଜ ନିଜ ଆୟ ଅନୁସାରେ ସୁନା କିମ୍ବା ରୂପାର ଜିନିଷ କିଣିଥାନ୍ତି ଆଉ ତାର ପୂଜା ମଧ୍ୟ କରି ଥାଆନ୍ତି।

ସାଧାରଣତଃ ସମସ୍ତେ ଦୀପାବଳି ଦିନ ଘରକୁ ଧନ ଓ ଲକ୍ଷ୍ମୀ ଆଣିବା ପାଇଁ ସମସ୍ତେ ଘରେ ମା ଲକ୍ଷ୍ମୀଙ୍କ ପୂଜା କରି ଥାଆନ୍ତି।ଆଉ ଏହାର ମୁଖ୍ୟ କାରଣ ହେଲା ମା ଲକ୍ଷ୍ମୀ ଯେପରି ପ୍ରସନ୍ନ ହୋଇଯିବେ ଓ ସମସ୍ତଙ୍କ ଉପରେ ସୁଦୃଷ୍ଟି ବେନେଇ ରଖିବେ,ସେଥିପାଇଁ ସେମାନେ ସୁନା କିମ୍ବା ରୁପା କିଣି ଏହାର ପୂଜା କରି ଥାଆନ୍ତି।ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତରାସ ପଡେ ଆଉ ଏହି ଦିନ ପୂର୍ବରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ।ପୁରାଣରେ ବର୍ଣ୍ଣିତ ଅଛିକି ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନନ୍ତରି ନିଜ ସହିତ ଅମୃତର କଳସ ଏବଂ ଆୟୁର୍ବେଦ ନେଇ ଆସିଥିଲେ।

କଥାରେ ଅଛି ଧନତେରସ ଦିନ କିଛିନା କିଛି କିଣା କିଣି କଲେ ଏହା ବହୁତ ଶୁଭ ହୋଇଥାଏ।ଆଉ ଦୀପାବଳୀ ସମ୍ବନ୍ଧୀୟ କିଣା କିଣି ମଧ୍ୟ ଏହି ଦିନ କରାଯାଇଥାଏ।ତେବେ ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏହି ଦିନ କିଣିଲେ ଆପଣଙ୍କ ଘରକୁ ସୁଖ ସଂବୃଦ୍ଧି ଆସିବ ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଗୃହରେ ରହିବ।

ଚଳିତ ବର୍ଷ ଏହା ଉପରେ ଏକ ଅଫର ଆସିଛି ଯେମିତି ସମସ୍ତେ ଅତି ସହଜରେ ସୁନ କିଣି ପାରିବେ ସେଥିପାଇଁ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଆଣିଛି ଏକ ନୂଆ ଅଫର,ସେହି ପରି ସୁନା ମୂଲ୍ୟରେ ପ୍ରାୟ ୧୦ ଗ୍ରାମ ପ୍ରତି ୩ ହଜାର ଟଙ୍କାର ରିହାତି ରହି ଅଛି।ସେହିଭଳି ଡାଇମଣ୍ଡ ଗହଣା ଉପରେ ୨୫% ରିହାତି ଥିବା ସମୟରେ ସିଲଭର ଓ ଗସିପି ଉପରେ ପ୍ରାୟ ୧୫% ରିହାତି ରହି ଅଛି।ସୁନା ମୁଦ୍ରାର ଗଢେଇ ମୂଳୟ ଉପରେ ପ୍ରାୟ ୧୦୦ % ରିହାତି ରହିଛି।ନଭେମ୍ବର ୧ ,୨୦୨୦ ଠାରୁ ନଭେମ୍ବର ୧୫,୨୦୨୦ ପର୍ଯ୍ୟନ୍ତ ରହିବ ଏହି ଅଫର।ଏହା ଫଳରେ ସବୁ ଲୋକ ବହୁତ ସହଜରେ ସୁନା କିଣି ନିଜର ଧନତରାସ ବହୁତ ଖାସ ବନେଇ ପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.