କାଳୀପୂଜା ରେ ଜନ୍ମ ନେଲେ ମାଆ କାଳୀ, ଗାଁ ରେ ଘଟୁଛି ଚମତ୍କାର,ଚାଲିଛି ପୂଜାର୍ଚ୍ଚନା

ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ। କାଳୀ ପୂଜାରେ ଅବତାର ନେଲେ ମାତା କାଳୀ। ଜଣେ ଦମ୍ପତ୍ତି ଙ୍କ ପରିବାର ରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ। ମାଆ କାଳୀ ଙ୍କ ସମ୍ପୂର୍ଣ୍ଣ ଅବତାର ଜନ୍ମ ନେଇଛି। ଯିଏ ଯାହା ମାଗୁଛି ତାହା ପୂରଣ ହେଉଛି। ଏହି ଅଦ୍ଭୁତ ଶିଶୁ କନ୍ୟାର ପୂଜାର୍ଚ୍ଚନା ଚାଲିଛି।ବର୍ତ୍ତମାନ ଏହି ଫଟୋ ଏବଂ ଭିଡ଼ିଓ ସବୁ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଶିଶୁ ଟି ଆର୍ଶୀବାଦ ଦେଉଛି ଏବଂ ଲୋକମାନେ ଶିଶୁ କନ୍ୟା ଟିକୁ ମାତା କାଳୀ ଙ୍କ ଅବତାର ମାନି ପୂଜା କରୁଛନ୍ତି। ମାତା କାଳୀ ଙ୍କ ପୂଜା ଦିନରେ ଜନ୍ମ ହୋଇଥିବାରୁ ଲୋକେ ଆଶ୍ଚର୍ଯ୍ୟ ଏବଂ ବିସ୍ମିତ ହୋଇଛନ୍ତି ସେମାନେ ଏହି ନବଜାତ ଶିଶୁ କନ୍ୟା କୁ ପୂଜା କରୁଛନ୍ତି।

ଉତ୍ତର ପ୍ରଦେଶର ଭବାନୀପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଦୀପାବଳୀର ଏହି ପାବନ ଅବସର ରେ ଏହି ଗ୍ରାମରେ ଜନ୍ମ ନେଇଛି ଏକ ଅଜବ ଧରଣର ଶିଶୁ ଯାହାକୁ ଲୋକମାନେ ଚମତ୍କାର ବୋଲି ଭାବିନେଇଛନ୍ତି। ଆଜି ପୁଣି ମାଆ କାଳୀ ଙ୍କ ପୂଜା ରହିଛି, କାଳୀ ପୂଜା। ଏହି ସମୟରେ ଏହି ଶିଶୁ ର ଫଟୋ ବର୍ତ୍ତମାନ ସାରା ଦେଶରେ ଭାଇରଲ ହେବାରେ ଲାଗିଛି। ଏହି ଅଦ୍ଭୁତ ଶିଶୁ ଟିକୁ ଦେଖିବା ପାଇଁ କାହିଁ କେତେ ଦୂରରୁ କେତେ ଲୋକ ଆସୁଛନ୍ତି। ଦର୍ଶନ କରୁଛନ୍ତି। ଟଙ୍କା ପଇସା ଦାନ ପକାଉଛନ୍ତି। ନଡ଼ିଆ,କଦଳୀ,ସେଓ,ଫଳ ମୂଳ ଭୋଗ ଲଗାଉଛନ୍ତି। ବର୍ତ୍ତମାନ ଭବାନୀ ପୁର ଗ୍ରାମ କୌଣସି ତୀର୍ଥ କ୍ଷେତ୍ର ରୁ କମ ନୁହେଁ। ଏହି ବିସ୍ମୟ ଶିଶୁ କୁ ଲୋକେ ମାତା କାଳୀ ଙ୍କ ଅବତାର ବୋଲି କହୁଛନ୍ତି।

ସୋସିଆଲ ମିଡିଆରେ ଏହି ଶିଶୁ କନ୍ୟାର ଫଟୋ ଭିଡ଼ିଓ କୁ ଲୋକେ ସେୟାର୍ କରୁଛନ୍ତି। ଏନେଇ କିନ୍ତୁ ଡାକ୍ତର ମାନେ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପ୍ରଦାନ କରିଛନ୍ତି। ସେମାନେ ଏହି ଘଟଣା କୁ ଅନ୍ଧ ଶ୍ରଦ୍ଧା କହିବା ସହ ବିଜ୍ଞାନ ସମ୍ମତ ଯୁକ୍ତି ମଧ୍ୟ ଦେଇଛନ୍ତି। ବାସ୍ତବରେ ଏହି ଶିଶୁ କନ୍ୟା ଟି ଏକ ମୃତ ଶିଶୁ ଅଟେ। ଏହା ଅପରିପକ୍ବ ଭ୍ରୁଣ ଅଟେ ଯାହା କି ୬ ମାସରେ ଜନ୍ମ ନେଇଛି। ଡାକ୍ତର ଏଭଳି ହେବାର କାରଣ ମଧ୍ୟ କହିଛନ୍ତି। ଗର୍ଭରେ ସମ୍ପୂର୍ଣ୍ଣ ବିକାଶ ନଘଟି ଫୋଲିକ ଏସିଡ ଅଭାବ କାରଣରୁ ଭ୍ରୁଣ ଏଭଳି ନଷ୍ଟ ହୋଇଯାଇଥାଏ। ଆମ ଦେଶରେ ଅନ୍ଧଭକ୍ତ ମାନଙ୍କ କମି ନାହିଁ ବୋଲି ଏଠାକାର ସ୍ଥାନୀୟ ଡାକ୍ତର ମନ୍ତବ୍ୟ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।ଏହି ଖବର କୁ ଅଧିକରୁ ଅଧିକ ସେୟାର୍ କରନ୍ତୁ

Leave a Reply

Your email address will not be published.