ଖୁଲମ ଖୁଲା ରାଜଧାନୀ ଭୁବନେଶ୍ୱରରେ ଭାଉଜ ମାନେ ଘରେ ଚଲାଉଛନ୍ତି ଦେହ ବେପାର

ଭବନେଶ୍ୱର : ସ୍ୱାମୀ ଘରୁ ଯିବା ପରେ, ଦେହ ବେପାର କରୁଛନ୍ତି ଭାଉଜ ଗ୍ୟାଙ୍ଗ, କେତେ ଟଙ୍କା ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଘଟଣା ଖୋଦ ରାଜଧାନୀ ଭବନେଶ୍ୱର ରେ ଘଟିଛି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ହାଉସ ୱାଇଫ ମାନଙ୍କର ଏକ ସକ୍ରିୟ ଗ୍ୟାଙ୍ଗ ଧରାପଡିଛି। ଏହି ଭାଉଜ ମାନେ ସ୍ୱାମୀ ଘରୁ ସ୍ୱାମୀ ଅଫିସ କିମ୍ବା କାମକୁ ବାହାରକୁ ଯିବା ପରେ ଏମାନେ ହୁଆଟସପ ଏବଂ ଫେସବୁକ ଯୋଗେ ଫସେଇଥିବା କଲେଜ ଛାତ୍ର ଏବଂ ଯୁବକ ମାନଙ୍କୁ ଘରେ ଡାକି ପାର୍ଟ ଟାଇମ ଦେହ ବ୍ୟବସାୟ କରୁଥିବା କଥା ସାମ୍ନା କୁ ଆସିଛି। ଏହି ସ୍ତ୍ରୀ ମାନଙ୍କୁ ଏହି ଆଇଡ଼ିଆ ଏକ ଅନଲାଇନ ଗୃପ ରୁ ମିଳିଥିବା କଥା ସାମ୍ନା କୁ ଆସିଛି।

ସମାନ ଏଭଳି ଢଙ୍ଗର ଘଟଣା ପୂର୍ବରୁ କଲିକତା,ଦିଲ୍ଲୀ,ମୁମ୍ବାଇ,ନୋଇଡ଼ା ଆଦି ବଡ଼ ବଡ଼ ସହର ରେ ଦେଖିବା ଏବଂ ଶୁଣିବା ପାଇଁ ମିଳୁଥିଲା କିନ୍ତୁ ଏବେ ଏହା ଖୋଦ ଭବନେଶ୍ୱର ଭଳି ସ୍ମାର୍ଟ ସିଟି ରେ ଦେଖିବାକୁ ମିଳୁଛି।ଯାହା କି ଆଶ୍ଚର୍ଯ୍ୟଜନକ ଘଟଣା।

ଏହି ଭାଉଜ ମାନେ ଫେସବୁକ ରେ ବିଭିନ୍ନ ଆକାଉଣ୍ଟ ଖୋଲି ଫେକ ଫଟୋ ଦେଇ ପ୍ରଥମେ ଯୁବକ ମାନଙ୍କୁ ଫସାଉଥିଲେ ଏହାପରେ ଆଡ଼ଭାନ୍ସ ନେଇ ଘରକୁ ଡାକୁଥିଲେ କାର୍ଯ୍ୟକ୍ରମ ସରିବା ପରେ ପୂରା ଦାମ୍ ନେଉଥିଲେ। ଦିନ ତମାମ ୩ ରୁ ୪ ଜଣ ପୁଅଙ୍କୁ ଏମାନେ ସମାନ ଉପାୟରେ ଲୁଟୁଥିଲେ। ପ୍ରତ୍ୟେକ ଥର ପାଇଁ ଏମାନେ ୨୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ସ୍ୱାମୀ ଘରେ ନଥିବା ବେଳେ ଏହି ପାର୍ଟ ଟାଇମ ବେପାର କରି ଏହି ସ୍ତ୍ରୀ ମାନେ ରୋଜଗାର କରୁଥିଲେ ସମାନ ଘଟଣା ଆଇ ଆର ସି ଭିଲେଜ, କଳିଙ୍ଗ ବିହାର (HIG), ସମ୍ ହସ୍ପିଟାଲ ନିକଟସ୍ଥ କଲୋନୀ,ଖଣ୍ଡଗିରି କଲୋନୀ,ତମାଣ୍ଡୋ ନିକଟରୁ ଦେଖିବାକୁ ମିଳିଛି। ଏହି ରାକେଟ ଆହୁରି ବଡ଼ ବୋଲି ପୋଲିସ ଅନୁମାନ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.