ବାପା ରାଷ୍ଟ୍ରପତି କିନ୍ତୁ ଝିଅ କରୁଛନ୍ତି ଏପରି କାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆପଣଙ୍କୁ ଆମ ନିଉଜ୍ ପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ଆପଣ ଆମର ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଆଜି ଆମେ ଆପଣଙ୍କୁ ତାଙ୍କ ଝିଅ ଙ୍କ ବିଷୟରେ କହିବୁ। ବାପା ରାଷ୍ଟ୍ରପତି କିନ୍ତୁ ଝିଅ କରୁଛନ୍ତି ଏମିତି କାମ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ପରେ ରାମନାଥ କୋବିନ୍ଦ ଦେଶ ର ରାଷ୍ଟ୍ରପତି ହେଲେ , ସେ ରାଷ୍ଟ୍ରପତି ପଦବୀ ପାଇଲେ ମଧ୍ୟ ତାଙ୍କ ପରିବାର ଗୋଟେ ସାଧାରଣ ଜୀବନ ଯାପନ କରୁଛନ୍ତି ।ତାଙ୍କ ପରିବାରର କୌଣସି ବ୍ୟକ୍ତି ଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ କି ତାଙ୍କ ପରିବାରର ବରିଷ୍ଠ ବ୍ୟକ୍ତି ଦେଶ ର ରାଷ୍ଟ୍ରପତି ।ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପାଙ୍କ ଟଙ୍କାରେ ଅୟେଶ ଆରାମ ନ କରି ନିଜର ଗୋଟେ ପରିଚୟ କରିପାରିଛନ୍ତି। ତାଙ୍କ ଝିଅ ଯେଉଁ କାର୍ଯ୍ୟ କରୁଛି ଆପଣ ଶୁଣିଲେ ଆଶ୍ଚଯ୍ୟ ହେଇଯିବେ।

କୋବିନ୍ଦ ଙ୍କ ପରିବାର ସଦସ୍ୟ।
ପୁଅ ଗୋଟେ ପ୍ରାଇବେଟ ଅଯରଲାଇନସ କମ୍ପାନୀ ରେ କାମ କରୁଛି। କୋବିନ୍ଦ ଙ୍କ ବୋହୁ ଜଣେ ଶିକ୍ଷୟତ୍ରୀ। କୋବିନ୍ଦ ତାଙ୍କ ଜୀବନକାଳ ମଧ୍ୟ ରେ ଅନେକ ଦୁଃଖକଷ୍ଟ ରେ ଜୀବନ କାଟିଛନ୍ତି। ଏବଂ ସେହିକାରଣ ପାଁଇ ସେ ଦେଶ ରେ ଗୋଟେ ପ୍ରତିଷ୍ଠିତ ପଦବୀରେ ଅଛନ୍ତି।

ତାଙ୍କ ଝିଅ ମଧ୍ୟ ଆତ୍ମନିର୍ଭରଶୀଳ।
କୋବିନ୍ଦ ତାଙ୍କ ପରିବାର କୁ ସର୍ବଦା ଆତ୍ମନିର୍ଭରଶୀଳ ହେବ ଶିଖାଇଛନ୍ତି। ସେହି କାରଣ ପାଁଇ ଆଜି ତାଙ୍କ ଝିଅ ପିତାଙ୍କ ନା ରେ ନୁହେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ହଁ ରାମନାଥ କୋବିନ୍ଦ ଙ୍କ ଝିଅ ଭାରତ ର ସମସ୍ତ ସାଧାରଣ ଝିଅ ପରି ନିଜର ଗୋଟେ ପରିଚୟ କରିପାରିଛନ୍ତି ଓ ସେ ତାଙ୍କର କୌଣସି ବି କାର୍ଯ୍ୟ ପାଁଇ ପିତାଙ୍କ ନାମ ନ ନେଇ ନିଜ ବଳରେ କରିଥାନ୍ତି।

ସେ ଏହି ସ୍ଥାନରେ ଚାକିରୀ କରନ୍ତି; କୋବିନ୍ଦ ଙ୍କ ଝିଅ ସ୍ଵାତି ଏୟାରଲାଇନରେ ଏୟାରହଷ୍ଟେସ ଥିଲେ। ସେ ଇଂଡିଆନ ବୋଇଙ୍ଗ 777 ଓ 787 ରେ ଏୟାରହଷ୍ଟେସ ଥିଲେ।ଯେତେବେଳେ ତାଙ୍କ ପିତା ରାଷ୍ଟ୍ରପତି ପଦବୀ ରେ ନିଯୁକ୍ତ ହେଲେ ସେ ସମୟରେ ସଂମାନ ସମାରୋହ ରେ ଯୋଗ ଦେବାପାଇ ତାଙ୍କ ଝିଅ ଛୁଟି ତ ନେଇଥିଲେ କିନ୍ତୁ ସେ ତାଙ୍କ ପିତାଙ୍କ ସଫଳତା ବିଷୟରେ କାହାରି ସମୁଖରେ ପ୍ରକାଶ କରିନଥିଲେ।ଏବଂ ଏହା ଯେତେବେଳେ ସମସ୍ତେ ଜାଣିଲେ ତ ଆଶ୍ଚଯ୍ୟ ହେଇଗଲେ ଓ ସୁରକ୍ଷା କାରଣରୁ ତାଙ୍କୁ ଗ୍ରାଉଣ୍ଡ ଡିଉଟି ରେ ରଖାଯାଇଥିଲା।ଏହି ଖବର ଆପଣଙ୍କୁ କେମିତି ଲାଗିଲା ମତାମତ ଦେଇ ନିଶ୍ଚୟ ଜଣେଇବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.