ରାଜଧାନୀ ରେ ମାତିଛନ୍ତି କଲ ଗାର୍ଲ, ୫୦୦ ଟଙ୍କାରେ ଘରକୁ ଆସୁଛନ୍ତି ବଙ୍ଗାଳୀ ଝିଅ

ରାଜଧାନୀ ରେ ମାତିଛନ୍ତି କଲ ଗାର୍ଲ, ୫୦୦ ଟଙ୍କାରେ ଘରକୁ ଆସୁଛନ୍ତି ବଙ୍ଗାଳୀ ଝିଅ

ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ କୁ ସ୍ୱାଗତ। ବନ୍ଧୁଗଣ ଏବେ ଆମ ରାଜଧାନୀ ରେ ବଢିଚାଲିଛି ଖୁଲମ ଖୁଲା ଦେହ ବ୍ୟାପାର। ଏହି ଝିଅ ମାନେ ଘରକୁ ଆସି ସର୍ଭିସ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ଫେକ ଆକାଉଣ୍ଟ ରେ ଯୁବକ ମାନଙ୍କୁ ଫସାଉଛନ୍ତି ଏହି ଝିଅ ମାନେ ଏବଂ ଏମାନଙ୍କ ଫୋନ ନମ୍ବର ମଧ୍ୟ ରହିଛି। ଫୋନ ଇଣ୍ଟରନେଟ ଫେସବୁକ ରେ ବୁକିଂ ପ୍ରଥମେ ହେଉଛି।

ଆଡ଼ଭାନ୍ସ ଅଧା ଦାମ୍ ଏବଂ ସର୍ଭିସ ପରେ ପୁରା ଟଙ୍କା ପେମେଣ୍ଟ ନେଉଛନ୍ତି ଏହି ଝିଅ। ପୁରୁଷ ମାନେ ଦେଇଥିବା ଠିକଣା ରେ ଏମାନେ ଆସି ପହଞ୍ଚିଯାଆନ୍ତି ଏବଂ କାର୍ଯ୍ୟକ୍ରମ ଶେଷ ହେବା ପରେ ଟଙ୍କା ନେଇ ଚାଲିଯାଅନ୍ତି ଏମାନେ। ସୂଚନାଯୋଗ୍ୟ ଯେ ବିଦେଶୀ ମହିଳା ମଧ୍ୟ ଏହି ଗ୍ୟାଙ୍ଗରେ ଅଛନ୍ତି ଯାହାଙ୍କ ଦାମ୍ ୫୦୦୦ ରୁ ୧୦ ହଜାର ଟଙ୍କା ରହିଛି।

ଆମ ସମାଜରେ ଛୋଟ ପିଲା ଠାରୁ ବୟସ୍କ ସଭିଏଁ ରହିଥାନ୍ତି। ସେମାନଙ୍କ ଉପରେ କେଉଁ ପ୍ରଭାବ ଏସବୁ ଦ୍ୱାରା ପଡ଼ିବ? ସୂଚନାଯୋଗ୍ୟ ଯେ କୋଭିଡ ପର ଠାରୁ ଦେହ ବ୍ୟବସାୟ ମାନ୍ଦା ଅବସ୍ଥା ଯୋଗୁଁ ଏହି ବ୍ୟବସାୟ କରୁଥିବା ସୁନ୍ଦରୀ ବଙ୍ଗୀୟ ଝିଅଙ୍କ ନଜର ଏବେ ପଡିଛି ରାଜଧାନୀ ଭୁବନେଶ୍ବର ର ଗ୍ରାହକ ଏବଂ ଲୋକ ମାନଙ୍କ ଉପରେ । ଏମାନଙ୍କ ଟାର୍ଗେଟ ରେ ରହୁଛନ୍ତି କଲେଜ ଛାତ୍ର ଏବଂ ଇଞ୍ଜିନିଅରିଂ ପଢ଼ୁଥିବା ଛାତ୍ର। ଅନଲାଇନ ଯୋଗେ ଏମାନଙ୍କୁ ପଟାଇ ଧନ୍ଦା କରୁଛନ୍ତି ଏହି ବଙ୍ଗୀୟ ସୁନ୍ଦରୀ ଝିଅ।

ଏହି ଝିଅ ମାନେ ଓୟ ଏବଂ ଘରକୁ ଆସି ସର୍ଭିସ ଦେଉଛନ୍ତି। ଏମାନଙ୍କୁ କେହି ମଧ୍ୟ ସନ୍ଦେହ କରୁନାହାଁନ୍ତି। ପୋଲିସ ସବୁ ଜାଣି ତଥ୍ୟ ଅଭାବରୁ ଚୁପ ରହୁଛି। ଯାହା ଜଣା ପଡୁଛି ଯେ ଏହିସବୁ ଧନ୍ଦା ଗୋଟିଏ ବଡ଼ ପାର୍ଟି କରୁଛି। କିମ୍ବା ଏହା ପଛରେ ବଡ଼ ଗ୍ୟାଙ୍ଗ ରହିଛି। ଏମାନେ ସ୍ଥାୟୀ ନରହିବାରୁ ଏମାନଙ୍କ ନେଟୱର୍କ କୁ ଧରିବା କଷ୍ଟ ଅନୁଭବ ହେଉଛି। ଏହି ଝିଅ ମାନେ ଫେସବୁକ ରେ ଅନଲାଇନ ସର୍ଭିସ ଦେଉଛନ୍ତି। ଏହି ସୁନ୍ଦରୀ ଝିଅ ମାନଙ୍କ ବୁକିଂ ମଧ୍ୟ ଅନଲାଇନ ରେ ହେଉଛି ବୋଲି ଜଣା ପଡ଼ିଛି। ଏମାନେ ୫୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ମଧ୍ୟରେ ହୋମ୍ ସର୍ଭିସ ଦେଉଛନ୍ତି। ଘରେ କେହି ନଥିବା ବେଳେ ରାଜଧାନୀ ଯୁବକ ଏମାନଙ୍କୁ ଡାକି ମଜା ନେଉଥିବା ଘଟଣା ମଧ୍ୟ ସାମ୍ନା କୁ ଆସିଛି। ଏଭଳି ଅଧିକ ଖବର ଜାଣିବା ପାଇଁ ତଳେ ଆମକୁ ଲାଇକ୍ କରନ୍ତୁ। ଏବଂ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.