ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। କଣ ସତରେ ଅନୁଭବ ବର୍ଷା ଙ୍କୁ ଛାଡ଼ି ଜାଗୃତି ଙ୍କୁ ବିବାହ କରିବେ? କଥାଟା ଏବେ ଭାଇରଲ ହେବାରେ ଲାଗିଛି। ଏପଟେ ବର୍ଷା ଅନୁଭବ ମାମଲା ତେଜୁଥିବା ବେଳେ। ଏଥିରେ ନିଆଁ ରେ ଘିଅ ଢାଳିଛି ଜାଗୃତି ଙ୍କ ଫଟୋ। ଜାଗୃତି ହେଉଛନ୍ତି କଥା କଥିତ ପ୍ରେମିକା। ବୋଲି କୁହାଯାଉଛି। କଥାଟା କେତେ ସତ ତାହାର ପୃଷ୍ଟି ଆମେ କରୁ ନାହୁଁ। କିନ୍ତୁ ଏତିକି କହିବୁ ଡାଲି ରେ କିଛି କଳା ତ ନିଶ୍ଚୟ ଅଛି! ଜାଗୃତି ସମ୍ବଲପୁରୀ ଶାଢ଼ୀ ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ଦେଖି ଖୁବ ଖୁସି ହୋଇଛନ୍ତି ଅନୁଭବ। ଜାଗୃତି ଙ୍କୁ କମେଣ୍ଟ କରି ପ୍ରଶଂସା କରିଛନ୍ତି ଅନୁଭବ।

ଆଜି ଆମେ ଓଲିଉଡ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କଥା ହେବାକୁ ଯାଉଛୁ।ଆଜ୍ଞା ସେ ଆଉ କେହି ନୁହଁ ସେ ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି।ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାଖାପାଖି ଏକ ବର୍ଷ ହେବ ଏକୁଟିଆ ରହୁଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି ଦୁଇଜଣ ଉଭୟଙ୍କର ସହମତିରେ ପ୍ରେମ ବିବାହ କରିଥିଲେ।ଆଉ କୁହାଯାଉଥିଲାକି ଓଲିଉଡର ସବୁଠାରୁ ଭଲ ଯୋଡି ହେଉଛି ଏହି ଦୁଇଟି ଯୋଡି।ଅନୁଭବ ଓ ବର୍ଷାଙ୍କ ଭିତରେ ପ୍ରଥମେ ପ୍ରଥମେ ବହୁତ ଭଲ ପାଇବା ଥିଲା।
ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ଏବେ ବିବାଦ ଚାଲିଛି।ଆଉ ଏବେ ସେ ବହୁତ ଶିଘ୍ର ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ କେଶ କରିଛନ୍ତି।ଆଉ ଏହା ପରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ କରି ସାରିଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହକୁ ପ୍ରାୟ ୬ ବର୍ଷ ପୁରି ସାରି ଥିଲେ ମଧ୍ୟ ଏବେ ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।

ଆଉ ଏହାପରେ ଦୁଇଜଣଙ୍କ ବିବାଦ ହାଇକୋର୍ଟରୁ ଯାଇଁ ସୁପ୍ରିମକୋର୍ଟରେ ପହଁଞ୍ଚିଲାଣି।ତଥାପି କୌଣସି ସମାଧାନ ହେବା ବଦଳରେ କେଶଟି ଦିନକୁ ଦିନ ନୂଆ ମୋଡ଼ ନେବାର ଲାଗିଛି।ଅନୁଭବ ଓ ବର୍ଷାଙ୍କର କେଶଟି ବିଚାରଧୀନ ଥିବା ସମୟରେ ପୁଣି ଏକ ନୂଆ ଅଡିଓ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି।ବର୍ଷା,
ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ଭିତରେ କଥାବାର୍ତ୍ତା ଚାଲୁଥିବା ସମୟର ଅଡିଓ ଏବେ ସମ୍ପୂର୍ଣ୍ଣ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି।ଆଉ ଯଦି ଏହି ତଥ୍ୟ ସତ ତାହେଲେ ଏହି ମାମଲା ବହୁତ ସାଙ୍ଘାତିକ ହେବାକୁ ଯାଉଅଛି।ଅଡିଓଟିରୁ ଜଣା ପଡୁଛିକି ବର୍ଷା ଓ ତାଙ୍କ ଭଉଣୀ ମିଶି ଅନୁଭବଙ୍କୁ ଫସେଇବାକୁ ଚେଷ୍ଟା କରୁଛନ୍ତି।ବର୍ଷା ତାଙ୍କ ଭଉଣିଙ୍କୁ କହୁଛନ୍ତିକି ସେ ତାଙ୍କର ଆଉ ତାଙ୍କ ଭଉଣିଙ୍କର କଥା ହୋଇଥିବା ସମୟର କଲ ରେକର୍ଡ ସବୁ ଡିଲିଟ କରିଦେଇଛନ୍ତି।
ଆଉ ସେହି ସମୟରେ ସେ ତାଙ୍କ ଭଉଣିଙ୍କ ସହିତ କଥା ହେଉଥିବା ବେଳେ ଅନୁଭବ ବର୍ଷାଙ୍କୁ ଫୋନ କରିଥିଲେ।ଆଉ ତାପରେ ବର୍ଷା ଅନୁଭବଙ୍କୁ କହିଥିଲେକି ସେ ସୋଇ ନଥିବାରୁ ତାଙ୍କ ଦେହ ଭଲ ଲାଗୁନି।ଆଉ ଅନୁଭବ ତାଙ୍କୁ ବେସ୍ତ ନହୋଇ ଶୋଇବା ପାଇଁ କହିଥିଲେ।ଆଉ ତାପରେ ବର୍ଷା ମଧ୍ୟ ତାଙ୍କୁ ନିଜର ଯତ୍ନ ନେଵାପାଇଁ କହିଥିଲେ,ଆଉ ଏହାପରେ ଅନୁଭବ ନିଜ ଫୋନ କାଟି ଦେଇଥିଲେ।
ତାପରେ ବର୍ଷା ତାଙ୍କ ଭଉଣୀଙ୍କୁ କହିଥିଲେକି ସେ ତାଙ୍କ ନିଜ ଫୋନରୁ କଲ କରି ନାହାନ୍ତି କାରଣ ଅନୁଭବ କାଳେ ବର୍ଷାଙ୍କ ଫୋନ ଚେକକରି ପାରନ୍ତି ନହେଲେ ସେ ତାଙ୍କ ଫୋନକୁ ଟ୍ୟାମ୍ପରିଂ କରି ପାରନ୍ତି।ଆଉ ସେ ଏମିତି ବହୁତ କିଛି କଥା ମଧ୍ୟ ହୋଇଥିଲେ।ତାହେଲେ ମୁଖ୍ୟ ପ୍ରଶ୍ନ ଏହା ଉଠୁଛିକି ଅନୁଭବ,ବର୍ଷା ଓ ତାଙ୍କ ଘରଲୋକଙ୍କ ଗୁମର କଥା ପଦାକୁ କିପରି ଆସୁଛି।ଆଉ ଏହାପରେ ଦେଖାଯାଉ ତାଙ୍କ କେଶରେ ପରବର୍ତ୍ତୀ ମୋଡ଼ କଣ ଆସୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।