ରାସ୍ତା ଉପରେ ଚାଲିଛି ଅଶ୍ଲୀଳ ଯୁବତୀ ଙ୍କ ମେଳା,ଓଡ଼ିଶାର ଏହି ସହରରେ ଚାଲିଛି ଦେହ ବେପାର

ବନ୍ଧୁଗଣ ଆପଣଙ୍କୁ ଆମ ୱେବ ପୋର୍ଟାଲ କୁ ସ୍ୱାଗତ। ବନ୍ଧୁଗଣ,ରାସ୍ତା ମଝିରେ ଅର୍ଧ ନଙ୍ଗଳା ହେଇ ବୁଲୁଛନ୍ତି ସୁନ୍ଦରୀ ସୁନ୍ଦରୀ ଝିଅ।କହୁଛନ୍ତି ୩୦୦ ଲାଗିଲା ଜଲଦି ଆସ, ଉଡ଼ି ଉଡ଼ି ଆସ ଫିକ୍ସ ରେଟ ୫୦୦ କଷି କାକୁଡ଼ି। ବିଚ ରାସ୍ତା ଉପରେ ଚାଲିଛି ଦେହ ଧନ୍ଦା। ନିଜ ଅଙ୍ଗକୁ ପଦର୍ଶନ କରି ଯୁବକ ଙ୍କୁ ଆକୃଷ୍ଟ କରୁଛନ୍ତି ଏହି ଯୁବତୀ ମାନେ। ଏଥିରେ କିଛି ବିଦେଶୀ ଏବଂ ହିନ୍ଦୀ ଝିଅ ମଧ୍ୟ ଅଛନ୍ତି। ରାସ୍ତା କରରେ ଠିଆ ହୋଇ ରହୁଛି ଭ୍ୟାନ ଏବଂ କାର ,ଝିଅ ପସନ୍ଦ କର ୫୦୦ ଟଙ୍କା ଦିଅ ଭ୍ୟାନ ଭିତରେ ସେ-କ୍ସ କର।ଏମିତି ସବୁ ଖୁଲମ ଖୁଲା ଚାଲିଛି ଏଠି। ଏକଦା ଐତିହ୍ୟ ପରମ୍ପରାର ସହରର ଭାବେ ବେଶ ପରିଚିତ ସମ୍ବଲପୁରର ଛବି କ୍ରମାଗତ ଭାବେ ମଳିନ ହେବାରେ ଲାଗିଛି । ସଞ୍ଜ ନଇଁଲାକ୍ଷଣି ମହାନଗରର ବିଭିନ୍ନ ପ୍ରମୁଖ ରାଜରାସ୍ତାରେ ଅଶ୍ଲୀଳତା ସୀମା ଲଂଘୁଛି । ଝିଅ ମାନେ ଅଶ୍ଲୀଳ ଗୀତ ଏବଂ କଥା କହି ଯୁବକ ଙ୍କୁ ହିଟ କରୁଛନ୍ତି ଦେ-ହ ବ୍ୟବସାୟ ପାଇଁ। ନିଜ ଅଙ୍ଗ କୁ ହାତ ମାରି ପଦର୍ଶନ ମଧ୍ୟ କରୁଛନ୍ତି ଏହି ଯୁବତୀ।

ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ରୂପଜୀବୀ ବେଶରେଖୁଲମଖୁଲା ରାସ୍ତାକଡରେ ଅଶ୍ଲୀଳତାପୂର୍ଣ ଆଚରଣ ଚଲାଇଥିବା ଦେଖିବାକୁ ମିଳୁଛି । ପ୍ରାୟ ୩ ବର୍ଷ ହେବ ସମ୍ବଲପୁର ସହରର ଅଇଁଠାପାଲିରୁ ପାଞ୍ଚଗଛିଆ ମଝି ସର୍ଭିସ୍‌ରୋଡ଼ରୁ ଆରମ୍ଭ କରି ବୁର୍ଲା ନିକଟସ୍ଥ ଜାତୀୟ ରାଜପଥ ଆଦି ବିଭିନ୍ନ ସ୍ଥାନରେ ଏଭଳି କାରବାର ଚଲାଇଥିଲେ ହେଁ ପୁଲିସ ବିଏମାନଙ୍କୁ ଭୟ କରି ହାତ ବାନ୍ଧି ବସୁଛି । ସ୍ଥିତିଏପରି ହେଉଛି ଯେ, ସାଧାରଣ ପଥଚାରୀ ବିଅସୁରକ୍ଷିତ ମନେ କରୁଛନ୍ତି ।

ସୂଚନା ଅନୁସାରେ ସମ୍ବଲପୁର ମହାନଗରର ବିଭିନ୍ନ ଥାନା ଅଞ୍ଚଳର ରାଜରାସ୍ତାରେ ଏବେ ଅଶ୍ଲୀଳତା ସୀମା ଟପିବାରେ ଲାଗିଛି । ସନ୍ଧ୍ୟା ନଇଁବା କ୍ଷଣି ଷ୍ଟ୍ରିଟଲାଇଟ୍‌ ତଳେ କିଛି ରୂପଜୀବୀ ବେଶରେ କିଛିବ୍ୟକ୍ତି ଗରାଖଙ୍କ ଅପେକ୍ଷାରେ ରାସ୍ତାକଡ଼ରେ ଛିଡ଼ା ହୋଇଯାଉଛନ୍ତି । ରାସ୍ତାରେ ଯିବା ଆସିବାକରୁଥିବା ସାଧାରଣ ପଥଚାରୀଙ୍କୁ ତାଲି ମାରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ କିଛି ବ୍ୟକ୍ତିଙ୍କୁ ଟଣାଓଟରା କରୁଥିବା ବି ଅଭିଯୋଗ ହେଉଛି ।

ସମ୍ବଲପୁର ସହରର ଅଇଁଠାପାଲିରୁ ବରେଇପାଲି ମଝି ପାଂଚଗଛିଆ ନିକଟସ୍ଥ ସର୍ଭିସ୍‌ ରୋଡରେ ଆଜକୁ ୩ ବର୍ଷରୁ ଉଦ୍ଧ୍ୱ ର୍ହେଲା ଏଭଳି କାରବାର ଖୁଲ ମଖୁଲା ଚାଲିଥିଲେ ହେଁ ପୁଲିସ ବି ନିରୂପାୟ ହୋଇଯାଇଛି । ଏପରିକି ରାସ୍ତାରେ ବାରମ୍ବାର ପିସିଆର୍‌ ଭ୍ୟାନ୍‌ ଆସୁଥିଲେ ହେଁ ଦେଖି ଦେଖିଚାଲି ଆସୁଛି । ଆଉ ଏହି ରୂପଜୀବୀଙ୍କ ପାଇଁ ମଝି ରାସ୍ତାରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବହୁ ସଂଖ୍ୟାରେ ଅଟକି ରହୁଥିବା ବେଳେ ଖୋଲା ଖୋଲି ଅଶ୍ଲୀଳ କାରବାର ଚାଲୁଥିବା ଲୋକଙ୍କ ନଜରକୁ ଆସୁଛି । ପୂର୍ବରୁ ଏଠାରେ ମାତ୍ର ୩ରୁ ୪ଜଣ ଛିଡା ହେଉଥିବା ବେଳେ ଏବେ ଏଠାରେ ପ୍ରାୟ୧୨ରୁ ୧୫ ଜଣଙ୍କୁ ଛିଡା ହେଉଥିବା ଦେଖିବାକୁ ମିଳୁଛି । ହିନ୍ଦୀ ଭାଷାରେକଥାବାର୍ତ୍ତା କରୁଥିବାଏହି ବ୍ୟକ୍ତିମାନେ ରାଜ୍ୟ ବାହାରରୁ ଆସିଥିବା ସୂଚନା ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଅନେକ ପଥଚାରୀଙ୍କୁ ଏମାନେ ଲୁଟପାଟ କରୁଥିବା ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି । ସେହିପରି ଲକ୍ଷ୍ମୀଡୁଙ୍ଗୁରିରୁ ଆରମ୍ଭ କରି ହୀରାକୁଦ ଷ୍ଟେସନ୍‌ ସମେତ ମହାନଗରର ବିଭିନ୍ନ ସ୍ଥାନରେ ଏମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡେରା ମାରି ସାଧାରଣ ପଥଚାରୀଙ୍କୁ ହଇରାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପୁଲିସ ନିରବଦ୍ରଷ୍ଟା ସାଜିଛି । ବିଶେଷ କରି ରାତିରେ ମଦ୍ୟପାନ କରି ଫେରୁଥିବା ଲୋକଙ୍କୁ ଏମାନେ ରୂପଜାଲରେ ଫସାଇ ରାସ୍ତାକଡରେ ଅଶ୍ଲୀଳତାର ପସରା ମେଳାଇ ଦେଉଥିବା ଅଭିଯୋଗ ହେଉଛି । ଆଉ ପୁଲିସ ଏହି ସବୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାଜିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.