ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ କୁ ସ୍ୱାଗତ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଧାରଣ ଜ୍ଞାନ କେତେ ଆବଶ୍ୟକ ଆଜିକାଲି ଦୁନିଆରେ। ତେଣୁ ଆମେ ଆପଣଙ୍କ ପାଇଁ କିଛି ଜଣା ଅଜଣା ଜରୁରୀ ସାଧାରଣ ଜ୍ଞାନ ପ୍ରଶ୍ନ ନେଇ ଆସିଛୁ। ଯଦି ଆପଣ ଏସବୁ ପଢ଼ିବା ପାଇଁ ଚାହଁନ୍ତି ତେବେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।ବହୁତ କାମରେ ଆସିପାରେ।
୧)ଓଡିଶା ରେ କେଉଁ ଜିଲ୍ଲା ରେ ପୋଡୁ ଚାଷ ହୁଏ ?
ଉତ୍ତର:- କୋରାପୁଟ
୨)ମହାନଦୀ ର ଦୈର୍ଘ୍ୟ କେତେ କିଲୋମିଟର ?
ଉତ୍ତର:- ୮୫୩ କିଲୋମିଟର

୩)କେଉଁ ଜୀବାଣୁ ଦ୍ୱାରା ଖାଦ୍ୟ ରେ ବିଷ ସୃଷ୍ଟି ହୋଇ ଥାଏ?
ଉତ୍ତର:- ଷ୍ଟାଫାଇଲୋକସ୍
୪)ସ୍ଵର୍ଣ ମାଛ ପ୍ରଥମେ କେଉଁ ଦେଶ ରୁ ଅନ୍ୟ ଦେଶ ମାନଙ୍କ ପଠା ଯାଇ ଥିଲା ?
ଉତ୍ତର:- ଚୀନ
୫)କେଉଁ ମହଦେଶ କୁ ଅନ୍ଧାର ର ମହଦେଶ କୁହା ଯାଏ ?
ଉତ୍ତର:- ଅଫ୍ରିକା
୬)କେଉଁ ମହାକସ୍ ଯାନ ସୌରଜଗତର ଛାଡି ବାହାର କୁ ଚାଲି ଯାଇଥିଲା ?
ଉତ୍ତର:- ପାୟନେର – ୧୦
୭)ପ୍ରଶାନ୍ତ ମହସଗର୍ ଗଭୀରତା କେତେ ?
ଉତ୍ତର:- ୯୪୦ ମିଟର
୮) ଦିଲ୍ଲୀ କେଉଁ ନଦୀ କୂଳ ରେ ଅବସ୍ତିତ ?
ଉତ୍ତର:-ଯମୁନା

୯)ଭାରତ ର ବୃହତମ୍ ନଦୀ ବନ୍ଧ ର୍ ନାମ କଣ ?
ଉତ୍ତର:- ହୀରାକୁଦ ନଦୀ ବନ୍ଧ
୧୦) ବିଜୁବାବୁଙ୍କୁ କେଉଁ ଉପାଧି ମିଳିଥିଲା?
ଉତ୍ତର :- ଭୂମିପୁତ୍ର
୧୧) ଭାରତ ର ସୁଚିପତ୍ର କାହାକୁ କୁହାଯାଏ ?
ଉତ୍ତର:- ହିମାଳୟ
୧୨)ସବୁ ଠାରୁ ହାଲୁକା ଧତୁର ନାମ କଣ ?
ଉତ୍ତର:- ଲିଥିୟମ
୧୩) ସବୁ ଠାରୁ ଓଜନିଆ ଧାତୁ ର ନାମ କଣ ?
ଉତ୍ତର:- ଅସ୍ମିୟମ
୧୪)ପୃଥିବୀ ର ସର୍ବ ବୃହତ ଚିଡିଆଖାନ କେଉଁ ଦେଶ ରେ ଅବସ୍ତିତ ?
ଉତ୍ତର:- ଅଫ୍ରିକା
୧୫) ରାଉଲକେଲା ଇସ୍ପାତ କାରଖାନା କେଉଁ ରାଷ୍ଟ୍ର ସହାୟତା ରେ ନିର୍ମିତି ?
ଉତ୍ତର:- ଜର୍ମାନି
୧୬)ସୂର୍ଯ୍ୟ ଙ୍କ କିରଣ ଆଖିରେ ପଡ଼ୁ ଥିବା ଆଲୋକିତ ଅଂଶ କୁ କଣ କୁହା ଯାଏ ?
ଉତ୍ତର:- ଫୋଟସ୍ପିୟର

୧୭)ବୟୁର୍ ଦିଗ କୁ କେଉଁ ଯନ୍ତ୍ର ଦ୍ୱାରା ଜଣା ଯାଏ?
ଉତ୍ତର:-ଉଇଣ୍ଡ ଭେନ୍
୧୮)ଇରାନ ମଧ୍ୟ ରେ ପ୍ରବେଶ କରିବାକୁ ହେଲେ କେଉଁ ସାଗର ଅତିକ୍ରମ କରିବାକୁ ପଡିବ ?
ଉତ୍ତର:-କାସ୍ପିୟାନସାଗର
୧୯)କେଉଁ ରାଷ୍ଟ୍ର କୁ ଅଗ୍ନି ଓ ତୁଷାର ଦୀପ କୁହା ଯାଏ ?
ଉତ୍ତର:- ଆଇସଲ୍ୟାଣ୍ଡ
୨୦)କଟକ କେଉଁ ନଦୀ କୂଳ ରେ ଅବସ୍ତିତ ?
ଉତ୍ତର:- ମହାନଦୀ ଓ କାଠ ଯୋଡି ନଦୀ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ